ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶ୍ରୀବାସୁଦେବରତିକେଳିକଥା ସମେତ - ମେତଂ କରୋତି ଜୟଦେବ କବିଃ ପ୍ରବନ୍ଧଂ ।୨। ଯଦି ହରିସ୍ମରଣେ ସରସଂ ମନୋ ଯଦିବିଳାସକଳାସୁ କୁତୂହଳଂ ମଧୁର କୋମଳକାନ୍ତପଦାବଳୀଂ ଶୃଣୁତଦା ଜୟଦେବ ସରସ୍ୱତୀଂ ।୩। ବାଚଃ ପଲ୍ଲବୟତ୍ତୁମାପତିଧରଃ ସନ୍ଦର୍ଭଶୁଦ୍ଧିଂ ଗିରାଂ ଜାନୀତେ ଜୟଦେବ ଏବ ଶରଣଃ ଶ୍ଳାଘ୍ୟୋ ଦୁରୂଦ୍ୱଦ୍ରୁତେ । ଶୃଙ୍ଗାରୋତ୍ତର ସତ୍‌ପ୍ରମେୟରଚନୈରାଚାର୍ଯ୍ୟଗୋବର୍ଦ୍ଧନଃ ସ୍ପର୍ଦ୍ଧୀକୋପି ନ ବିଶ୍ରୁତଃ ଶ୍ରୁତିଧରୋ ଧୋୟୀ କବିକ୍ଷ୍ମାପତିଃ ।୪।

ମାଳବଗୌଡ଼ାରାଗେଣ ରୂପକତାଳେନ ଗୀୟତେ ।

ନିତମ୍ବିନୀଚୁମ୍ବିତବକ୍ତ୍ରପଦ୍ମଃ ଶୁକଦ୍ୟୁଭିଃ କୁଣ୍ତଳବାନ ପ୍ରସତ୍ତଃ । ସଙ୍ଗିତଶାଳାଂ ପ୍ରବିଶନ୍ ପ୍ରଦୋଷେ ମାଳାଧରୋ ମାଳବରାଗରାଜଃ

ବଚନ ଦେବତାଚରିତ୍ରେ ଯାର । ବଦ୍ରିତ ହୋଇଛି ଚିତ୍ତସଦ୍ମର । ପଦ୍ମାବତୀର ଚରଣଚାରଣ । ଚକ୍ରବର୍ତ୍ତୀ ପଣେ ଅଟେ ନିପୁଣ ।୧୨। ସେ ଶ୍ରୀକେଶବ ରତି କେଳିକଥା । ଯୁକ୍ତ ପ୍ରବନ୍ଧ କରୁଅଛି ଗାଥା ।୧୩। ଶ୍ରୀଜୟଦେବଙ୍କ କବିତା ରସ । କର୍ଣ୍ଣେପାଙ୍କଲେ ହେବ ହରଷ ।୧୪। ଯେବେ ସୁଜନେ ହରିସ୍ମରଣରେ । ସରସ ମନ କରିଛ ନିର୍ଭରେ ।୧୫। ମୁଁ କୋମଳ ପଦେ ରଚିତ । ଶ୍ରବଣ କର ଜୟଦେବ ଗୀତ ।୧୬। ଯେତେ ସକଳ ବିଳାସ କଳାରେ । କୁତୂହଳେ ମନ ହୋଇ ସେ ପାରେ ।୧୭। ଉମାପତିଧର ଏକ‌ହିଁ ବ୍ୟକ୍ତି । ବଚନେ ପଲ୍ଲବେ ଅଟେ ତା ଶକ୍ତି ।୧୮। କଠିନ ଦୁର୍ବୋଧ ଶୀଘ୍ର ରଚନା । ଶରଣ କେବଳ ଜାଣନ୍ତି ସିନା ।୧୯। ଶୃଙ୍ଗାରରସ ରଚନାରେ କେହି । ଗୋବର୍ଦ୍ଧନାଚାର୍ଯ୍ୟ ସମାନ ନାହିଁ । ୨୦। କବି ଭୂପତି ଧୋୟୀନାମେ ରାଜା । ଶ୍ରୁତିଧର ବୋଲି ଲୋକେ ତା ପ୍ରଜା ।୨୧।