ପୃଷ୍ଠା:Gita Gobinda 1921.pdf/୫୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୭ମ ସର୍ଗଃ]
୫୩
ଗୀତଗୋବିନ୍ଦ ।

ବିକସିତସରସିଜନଳିତମୁଖେନ
ସ୍ଫୁଟତି ନ ସା ମନସିଜବିଶିଖେନ ।୩୨।
ଅମୃତ ମଧୁରମୃଦୁତରବଚନେନ ।
ଜ୍ୱଳତି ନ ସା ମଳୟଜପବନେନ ।୩୩।
ସ୍ଥଳଜଳରୁହିରୁଚିକର ଚରଣେନ ।
ଲୁଠତି ନ ସା ହିମକରକିରଣେନ ।୩୪।
ସଜଳଜଳଦସମୁଦୟତୁଚିରେଣ ।
ଦଳତି ନ ସା ହୃଦ ବିରହଭରେଣ ।୩୫।
କନ‌କନିକଷରୁଚି ଶୁଚିବସନେନ ।
ଶ୍ୱସିତି ନ ସା ପାରିଜନହସନେନ ।୩୬।
ସକଳଭୁବନ‌ଜନବରତରୁଣେନ ।
ବ‌ହତି ନ ସା ରୁଜମତିକରୁଣେନ ।୩୭।


ଯେବଣ ବାମା ଲଭିଲା ସେହୁ କାହିଁ ତାହାର ଦୁଃଖ ।୨୫। ମନସିଜର କଠିନ ଶର ନ ଭେଦଇ ତା ଅଙ୍ଗ । ରସଜଳଧି ଲଭିଲା ବାମା ହରିର ଅଙ୍ଗସଙ୍ଗ ।୨୬। ଅମୀୟ ମୃଦୁ ମଧୁରତର ବଚନ ପଦ୍ମ‌ପାଣି । ରମିଲା ଯେଉଁ ନାଗରୀ ନାରୀ ତରୁଣୀରତ୍ନମଣି ।୨୭। ଚନ୍ଦନ ଘନ କଲେ ଲେପନ ନ ତାପଇ ତା କାୟେ । କୃଷ୍ଣର କରକମଳ ଲାଗି ଶୀତଳ କାହିଁ ନୋହେ ।୨୮। ଅମଳ ସ୍ଥଳକମଳ-ଶୋଭା କରଚରଣ ତାର । ସେ ହରି ଯାକୁ ରମଣ କରେ ଖେଦ ନାହିଁ ନା ତାର ।୨୯। ହିମକରର କିରଣେ ତନୁ ନ ଦ‌ହଇ ନା ତାର । ମୋହର ପ୍ରାୟେ ହୋଇଣ କାୟେ ନ ଲୁଠେ ନା ଭୁମିର ।୩୦। ସଜଳଜଳଧରସୁନ୍ଦର ଯେବଣ ନରହରି । ତାହାକୁ ଘେନି ଯେଉଁ କାମିନୀ ରତି ବିନୋଦ କରି । ୩୬। ବିରହଭର ବାଧା ତାହାର ନାହିଁ ନା ଆନ କିଛି । ହୃଦୟଦଳ ଅତି ବିକଳ ନୁ‌ହଇ ନା ମୃଗାକ୍ଷୀ ।୩୨। ଦାହକଙ୍କ ପ୍ରାୟକ ସ‌ଖି ବସନ କାନ୍ତି ଯାର । ସେ ମଧୁରିପୁ ରମେ ଯାହାକୁ ମହିଁମା ଅତି ତାର ।୩୩। ସ‌ଖୀ