ପୃଷ୍ଠା:Gita Gobinda 1921.pdf/୬୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୮ମ ସର୍ଗଃ ]
୫୯
ଗୀତଗୋବିନ୍ଦ

ମମାଦ୍ୟ ପ୍ରଖ୍ୟାତପ୍ରଣୟଭରଭଙ୍ଗେନ କିତବ ।
ବ୍ବଦାଲୋକଃ ଶୋକାଦପି କିମ‌ପି ଲଜ୍ଜାଂ ଜନୟତି ।୧୦।
ଅନ୍ତ‌ର୍ମୋହନମୌଳିଘୂର୍ଣ୍ଣନ‌ଚଳନ୍ମନ୍ଦାରବିସ୍ରଂସନ -
ସ୍ତବ୍‌ଧାକର୍ଷଣ‌ଦୃଷ୍ଟି ହର୍ଷଣମହାମନ୍ତ୍ରଃ କୁରଙ୍ଗୀଦୃଶାଂ ।
ଦୃପ୍ୟଦ୍ଦନ‌ବଦୂୟମାନ୍ଦିବିଷଦ୍ଦୁର୍ବାରଦୁଃଖାପ‌ହାଂ
ଭ୍ରଂଶଃ କଂସରିପୋର୍ଚ୍ଚ୍ୟପୋହୟତୁ ବଃ ଶ୍ରେୟାଂସି ବଂଶୀରବଃ ।୧୧।

ଇତି ଶ୍ରୀ ଗୀତଗୋବିନ୍ଦେ ଖଣ୍ତିତାବର୍ଣ୍ଣନେ ବିଲକ୍ଷଲକ୍ଷ୍ମୀପତିର୍ନାମ
ଅଷ୍ଟମଃ ସର୍ଗଃ ।


ଅଛୁ ମୁରାରି । ଶୋକେ ଦ‌ହେ ତନୁ ଲଜ୍ଜା ଅତି ମଣୁ ଚତୁର ଅଟ ଶ୍ରୀହରି ।୨୩। ବିନୟବାଣୀ ଯେତେକ ଚକ୍ରପାଣି କ‌ହିଲେ ରାଧା ସମୀପ । କେବେହେଁ ଶାନ୍ତି ନୋହିଲା ସେ ସୁମୁଖୀ-ବିଧୁବଦନୀର ତାପ ।୨୪। କୃଷ୍ଣ କ୍ରୀଡ଼ାରସ ଛାନ୍ଦ ଏକାଦଶ ସରସ ମଧୁର ବାଣୀ । ବସିକଜନର ରସଭର ମନ ସଦନ କି ଏହୁ ଜାଣି ।୨୫। ନୀଳେନ୍ଦୀ ବରଲୋଚନ କଳେବର ନୀଳଜଳଧର ଆଭା । ଧରଣୀଧର ଧୀରମତି ଚାତକ ତୃଷିତ ମୁକୁନ୍ଦସେବା ।୨୬।

ଦ୍ୱାଦଶ ଛାନ୍ଦ । ରାଗ-କେଦାର

ଏଥୁଅନନ୍ତରେ କଥା । ରାଧିକାର ମନେ ବ୍ୟଥା ।୧। କୁସୁମଶରରେ ଖିନ୍ନ । ରତିରସ ବିନୁ ଦୀନ ।୨। ବିଷାଦିତ ହୋଇବସି ।