ଏହି ପୃଷ୍ଠାଟି ବୈଧ ହୋଇସାରିଛି
[୧ମ ସର୍ଗଃ]
ଜୟଦେବ
କଚ୍ଛପ ଅବତାର ।

କ୍ଷିତିରଢିବିପୁଳତରେତେବତିଷ୍ଠତି ପୃଷ୍ଠେ, ଧରଣୀଧାରଣକିଣ ଚତ୍ରଗରିଷ୍ଠ କେଶବ ! ଧୃତ କଚ୍ଛପରୂପ ଜୟ ଜଗଦୀଶ ହରେ । ୬ ।


କହନ୍ତେ କେତେହେଁ କାଳେ ନ ଯିବ ଲେଖନ । ୨ ।
ମାନବ ମାତ୍ରକେ ଅବା କହିବି ମୁଁ କେତେ ।
ସାଧୁ ପ୍ରାଣୀ ଭାବୁଥାନ୍ତି ଯାହା ଭକ୍ତି ଯେତେ । ୩ ।
ପ୍ରଳୟ ପୟୋଧିଜଳେ ମୀନରୂପ ଧରି ।
ଶଙ୍ଖା ନାମେ ଦନୁଜକୁ ହେଳାରେ ସଂହାରି । ୪ ।
ବେଦ ଉଦ୍ଧରିଣ ଆଣି ବିଧାତାଙ୍କୁ ଦେଲ ।
ଜଗତ ହିତ ନିମିତ୍ତେ ଛଡାଇ ଘେନିଲ । ୫ ।
କମଠମୂରତି କ୍ଷିତି ବିସ୍ତୀର୍ଣ୍ଣ ଗରିଷ୍ଠ ।
ଧଇଲା ଚକ୍ର ଆକାରେ କଠିନ ସେ ପୃଷ୍ଠ । ୬ ।
ଶୂକରରୂପେ ମହୀ ଦନ୍ତଶିଖେ ଧରି ।
ଚନ୍ଦ୍ରରେ କଳଙ୍କ