ପୃଷ୍ଠା:Matir chasi jatir padmashri.pdf/୪୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶହ ଶହ ପାତ୍ରରେ ନାନା ପ୍ରକାର ମଞ୍ଜି ଲଗାଯାଇ ପରୀକ୍ଷା କରାଯାଉଥିଲା । ପ୍ରତେ୍ଯକ ପାତ୍ର ଆଉ କିଆରି ମୁଣ୍ଡରେ ଖଣ୍ଡେ ଖଣ୍ଡେ କାଗଜରେ ବିହନର ନାମ,ବୁଣାଯିବା ତାରିଖ, ପରୀକ୍ଷାରେ ଅଗ୍ରଗତି,ଚାଷର ଢଙ୍ଗ ଆଦି ସାଧାରଣ ଲୋକଙ୍କ ବୁଝିଲା ଭାଷାରେ ଲେଖା ହୋଇଥାଏ । ନାନାଜାତିର ସୁସ୍ଥସବଳ ଧାନ ଗଛ-ନାଲି,ଶାଗୁଆ,ଖଇରିଆ, ବାଇଗଣିଅ ନାନାରଙ୍ଗର । କେତେ ରକମର ବାସନା

ଛବି

ଧାନ କିଆରୀରୁ ତ୍ରୁଟି ଆସୁଥାଏ । ଦୂରକୁ ଲମ୍ବିଯାଇଥିବା ଧାନ କ୍ଷେତର ଶାଗୁଆ ରଙ୍ଗ ଆକାଶର ନୀଲିମାରେ ମିଶି ଯାଉଥାଏ । ମନପ୍ରାଣ ଆନନ୍ଦରେ ଭରିଯାଏ ଏସବୁ ଦେଖି

ମାଧନ୍ଙ୍ ଙ୍କ ଚାଷ କାମରେ ସପଲତା ଦେଖା ଦେଲା ତିନୋଟି କାରଣରୁ ।ପ୍ରଧାନ କାରଣ ହେଲା ତାଙ୍କ କ୍ଷେତରେ ବର୍ଷ ସାରା ପାଣିର ସୁବିଧା । ତାଙ୍କ କ୍ଷେତ ନିକଟରେ କୌଣସି କେନାଲ ବା ଜଲଭଣ୍ଡାର ନଥିଲା ।ସେ ସେଠାରେ