ପୃଷ୍ଠା:Matir chasi jatir padmashri.pdf/୪୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବଡ ସନ୍ତୋଷ ଜନକ। ନିରାଟ ଖରାଦିନ ଏଇ କୂଅରୁ ପମ୍ପ କରି ଯେତେ ପାଣି କ୍ଷେତରେ ମଡ଼ାଇଲେ ବି କୂଅ ଶୁଖେ ନାହିଁ । ମାଧବନ୍ ଏହାକୁ "ମାଟିତଳ ଜଳଭଣ୍ତାର" ବୋଲି କହନ୍ତି । ଏତିରେ ସେ ପ୍ରାୟ ୧୫ ହଜାର ଟକା ଖଚ୍ଚ କରିଛନ୍ତି । ଏମିତି ଜଳଭଣ୍ତାର କେତେକ ସୁବିଧା ଅଚ୍ଛି । କୂଅ ଭିତର ପାଣି ଅଯତା ବାଷ୍ପ ଆକାରରେ ଉଡି ଯାଏନିହିଁ । କାନ୍ତିମାନ ଅଳ୍ପ ଉଚ୍ଚ ହୋଇତିବାରରୁ ତା ଉପରେ ଜମିକୁ ମଧ୍ଯ ଚାଷ କରିବାରେ ଅସୁବିଧା ହୁଏ ନିହିଁ ।ମାନବନ କହନ୍ତି-