ତା'ର ଦୁଇ ତିନିଗୁଣ ଅଧିକ ମିଳିଲା । ଫଳରେ ଲୋକମାନଙ୍କର ଅବସ୍ଥାରେ ବହୁ ପରିବର୍ତ୍ତନ ଦେଖା ଦେଲା । ଗାଁଁରୁ ଅଭାବ ଅସୁବିଧା ଘୁଞ୍ଚିଯାଇ ସୁଖ ଶାନ୍ତି ଉଛୁଳି ପଡିଲା ।