ପୃଷ୍ଠା:Netrutya O Netrutwa.pdf/୧୨୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରୁଷିଆରୁ ନିର୍ବାସିତ ଷ୍ଟାଲିନ୍-ବିରୋଧୀ ଟ୍ରଟ୍‌ସ୍କି ୟୂରୋପର ସ୍ଥାନେ ସ୍ଥାନେ ରୁଷିଆରେ ଯଥାର୍ଥ ସାମ୍ୟବାଦର ପ୍ରତିଷ୍ଠା ହୋଇ ନାହିଁ ବୋଲି ପ୍ରଚାର କରୁଅଛନ୍ତି ଏବଂ ଷ୍ଟାଲିନ୍ ପକ୍ଷ ତାହାଙ୍କୁ ବ୍ୟକ୍ତିଗତ