ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୭୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବୋଲି କବି ଲେଖ୍ ଛନ୍ତି । ଏଇ ମୁଁ ଜଣକ କିଏ  ?" ପ୍ରଥମ ପଦ ଶେଷରେ ମୁଁ ହନୁମାନ କ ହୁଛି ' ବୋଲି ଶିକ୍ଷକମାନେ କହିଲେ । ଦ୍ୱତୀୟ ପଦରେ ଭୀମ ଲଢ଼େଇ କରିଥାନ୍ତେ ବୋଲି କହିଲେ । ଏହି ଭଳି ଉତ୍ତର ଶୁଣି ଗୋବିନ୍ଦବାବୁ ଶିକ୍ଷକମାନଙ୍କୁ ବୁଝାଇ ଦେଲେ , ଏଠାରେ ଏ ବହି ପଢ଼ୁଥ୍ ବା ଛାତ୍ର ହିଁ କ ହୁଚି, ମୁ ରାବଣର ଅନ୍ୟାୟ ପାଇଁ ତା ବିରୋଧରେ ଲଢ଼ିଥାନ୍ତି । ଦୁଃଶାସାନର ଅମଣିଷପଣିଅ ବିରୋଧରେ ସଂଗ୍ରାମ କରିଥାନ୍ତି । ଏତଦ୍ୱାରା ପିଲାଟିର ମନୋବଳ ବଢ଼ିବ । ସେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବ । ତା' ମନରୁ ଆତ୍ମାହେୟଜ୍ଞାନ ଦୁର ହେବା । ସେ ସ୍ୱାଭିମାନୀ ହେବା । ଅନ୍ୟାୟ ଅତ୍ୟାଚାର ବିରୋଧରେ ବଳିଷ୍ଟ ପଦକ୍ଷେପ ନେବାରେ ସତ୍ ସାହାସ ପାଇବା । ସେ କେବଳ ଛାତ୍ରମାନଙ୍କର ସନ୍ଦେହ ମୋଚନ କରୁନଥ୍ ଲେ , ଆବଶ୍ୟକ ସ୍ଥଳେ ଶିକ୍ଷକମାନଙ୍କୁ ମଧ୍ଯ ଦିଗ୍ ଦର୍ଶନ ଦେଉଥ୍ ଲେ ।

                  ଛାତ୍ରମାନଙ୍କୁ  ସେ   ଦିନ  ମଧ୍ଯରେ   ପ୍ରାୟ   ଏଗାର ବାର   ଘଣ୍ଟା ପଢ଼ଉଥ୍ ଲେ ।  ସ୍କୁଲ୍ ରେ   ପ୍ରାୟ ୬ ଘଣ୍ଟା    ଓ  ହଷ୍ଟେଲ୍ ରେ  ପ୍ରା ୟ  ୬     ଘଣ୍ଟା ।   ସେ   ରାତି   ହୋଇଥ୍ ଲେ  ଫୁଲବାଣୀକୁ    ବଦଳି  ହୋଇ   ଆସିପାରିଥାନ୍ତେ ।  କିଛି   ନହେଲେ   ଟିଉସନ୍ ରୁ   ମାସିକ   ଶତାଧ୍ କ   ଟଙ୍କା ପାଇ   ପାରିଥାନ୍ତେ ।  କିନ୍ତୁ   ସେ  ଏହା  ଚାହିଁନଥ୍ ଲେ ।  ଫିରିଙ୍ଗିଆରେ   ସେ  ଟିଉସନ୍   ପାଇ   ମଧ୍ଯ    କରିନାହାନ୍ତି ।  ଯେଉଁ  ବାବୁ   ଭାୟା  ତାଙ୍କ   ପିଲାଙ୍କୁ  ଟିଉସନ୍   ହେବାକୁ   କୁହନ୍ତି‌‌‌-ଗୋବିନ୍ଦ ବାବୁ   ସେଭଳି  ପିଲାଙ୍କୁ  ହଷ୍ଟେଲ୍ କୁ  ଅଣାଇ  ବିନା  ପଇସାରେ      ପଢ଼ାନ୍ତି ।  ତାଙ୍କ  ଚାକିରି   କାଳ  ମଧ୍ଯରେ  ହଷ୍ଟେଲ୍ ରେ  କୌଣସି   ଅଘଟଣ  ଘଟିନାହିଁ ।    କୌଣସି  ପିଲା  ଦୁର୍ଘଟଣାର

ସମ୍ମୁଖୀନ ହୋଇନାହାନ୍ତି। ପିଲାମାଙ୍କ ପ୍ରତି ସେ ସବୁବେଳେ ସଚାର ଦୃଷ୍ଟି ଦେବାରେ କଦାପି ଅବ ହେଳା କରୁନଥିଲେ।ତାଙ୍କ ସ୍କୁଲରୁ ବ ହୁସଂଖ୍ୟାରେ ଉଚ୍ଚ ପ୍ରାଥମିକ ବୃତ୍ତି ପାଉନଥିଲେ ମଧ୍ଯ କେବେ ଶୂନ ପଡେ ନାହିଁ । ଗୋଟିଏ ବା ଦୁଇଟି ପିଲା ବୃତ୍ତି ପାଆନ୍ତି । ଗୋବିନ୍ଦ ବାବୁଙ୍କର ଶିକ୍ଷକ ଜୀବନ କାହାଣୀ କନ୍ଧମାଳେର ପ୍ାଥମିକ ଶିକ୍ଷା କ୍ଷେତ୍ରରେ ଚାଳିଶି ବର୍ଶରୁ ଊର୍ଦ୍ଧ କାଳର ଏକ ନିଛକ ଇତିହାସ । ସେ ତେଯେ କଷ୍ଟ ସ୍ୱୀକାର କରି ସଫଳ ଭାବେ ଶିକ୍ଷକତା କରିଛନତି ତା'ର ପଟାନ୍ର ନାହିଁ । ସେ ନିଜର ବା ନିଜ ପରିବାରର