ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୭୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାଙ୍ଗକୁ କନ୍ଦମାନିତ୍ୟକର୍ମ ସାରି ହେଢ଼ମାଷ୍ଟ୍ରେ ଡ଼ାକ ଘରେ ହିସାବ ପତ୍ର ଲେକାଲେଖି କରିଦିଆନ୍ତି ।ଫ ଫୁଲବାଣୀରୁ ଦ୍ୱିପ୍ରର ଡ଼ାକ ଆସେ । ଖେଳ ଛୁଟିରେ ଡ଼ାକମୁଣା ବନ୍ଦ କରି ରନ୍ ର୍ ହାତରେ ପଠାଇ ଦିଅନ୍ତି । ଖେଳ ସ୍କୁଲ୍ ଛୁଟିପରେ ଚିଠି ବାଣ୍ଟନ୍ତି । ପିଲଙ୍କୁ ରାମାୟଣ ଓ ମହାଭାରତ ଗପ ଆକାରରେ କହନ୍ତି । କନ୍ଦମାଳର ଇତିହାସ,ବରାଳ ଦେବୀଙ୍କର କନ୍ଦମାଳକୁ ଆସିବା କାହାଣୀ ଳଋ ପ୍ରଥମ ଶିକ୍ଷିତ ବ୍ୟକ୍ତି ବାବୁଙ୍କ କଥା ମନ୍ଦ ପିଲାଙ୍କୁ କହନ୍ତି ।

    ତାଙ୍କମରେ ପିଲାମାନେ ନିଜ