ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୩୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସେ ଆମକୁ ପ୍ରତି ଶନିବାର ସକାଳୁ ଡ୍ରିଲ ଶିକ୍ଷା ଦେଉଥିଲେ । ଚତୁର୍ଥରୁ ସପ୍ତମ ଓ ପରେ ଅଷ୍ଠମ ଶ୍ରେଣୀର ପିଲାମାନେ ସମସ୍ତେ ଏଥିରେ ଭଗ ନେଉଥିଲେ । ତାଙ୍କର 'ଲେଫଟ୍-ରାଇଟ୍' ଓ 'ଷ୍ତାଚଣ୍ଡ-ଆଟ୍-ଇକ୍' ଜୁହାଟ ଥିଲା ଯେପରି ଗମ୍ଭିର ସେପରି ଆଦେଶାତ୍ମକ । ସେ ଶୃଙ୍ଖଳା ଓ ନିୟମିତ ତାର ଉପାସକ ଥିଲେ । ଶୃଙ୍ଖଳାଭଙ୍ଗ ଲଗି ଶାସ୍ତି ଦେଉଥିଲା । ପ୍ରତେଊକ ଛାତ୍ରର ଗତିଭଙ୍ଗୀ ପ୍ରତି ତାଙ୍କର ତୀକ୍ଷ୍ମ ଦୃଷ୍ଠି ରହୁଥିଲା । ପାଠ ହେଉ ବା ଆଚାର ବ୍ୟବହାର ହେଉ କେଉଁଥିରେ ଆମେ କେହିଁ ତାଙ୍କୁ ଫାଙ୍କି ଦେବାର ପ୍ରଶ୍ନ ହିଁ ନଥିଲା । ସେ ନିଜେ ଯେପରି କର୍ମତତ୍ପର ଥିଲେ ଅନ୍ଯମାନଙ୍କଠାରୁ ସେହିପରି କର୍ମ୍ପ୍ରବଣତା ଆଶା କରୁଥିଲେ ।

                             ଯାହା ଜଣାଯା ଉଥିଲା, ତାଙ୍କର ବ୍ଯକ୍ତିଗତ ଦାମ୍ପତ୍ଯ ଜୀବନ ସେପରି ସୁଖକର ନଥିଲା । ସେ ଅଧିକାଂଶ ଛୁଟିରେ ଘରକୁ ନ ଯାଇ ସ୍କୁଲରେ ରହିଯାଉଥିଲେ ।