ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୩୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସଔମ୍ୟକାନ୍ତ ସମ୍ଭେଦନଶୀଳ ଶିକ୍ଷକ ନିମାଇଁଲ୍ଲଭ ରାୟ

                           ଶ୍ରୀ    ବୀରକୀଶୋର   ପାଢ଼ୀ

ମୋ ପାଇଁ ପରମ ସଔଭାଗ୍ୟର ସମୟ ଥିଲା ସେଇ ଦିନଗୁଡ଼ିକ।ସେଦିନ ସିନା ସେକଥା ଅନୁଭବ କରିପାରିନଥିଲି, ଆଜି କିନ୍ତୁ ମର୍ମେ ମର୍ମେ ବୁଝୁଛି, ସେଇ ପ୍ରାଚୀନ ପୁଣ୍ୟଭୁମିରେ ମୁଁ ଯେ ଗୋଟୀଏ ପବିତ୍ର ବାଣୀ - ମଣ୍ଡପରେ ସ୍ଥାନ ପାଇଥିଲି, ତାହା ମୋର ଜନ୍ମଜନ୍ମର ବ ହୁ ବାଞ୍ଜିତ ପରିଣତ ଥିଲା ନିଶ୍ଚିତ ଭାବରେ ।ପୁଣ୍ୟତୋୟା ବୈଟରଣୀ କୁଳରେ ପୁରାଣ ପ୍ରସିଦ୍ଧ ବା ଯାଜପୁର । ପୁରାଣ ଠାରୁ ପୁରାତନ, ବେଦ ଉପନିଶହଦଠାରୁ ପ୍ରାଚୀନ ଏହି ଯାଜପୁର ବା ଯଜ୍ଞପୁରର ଇତିହାସ । କେଉଁ ସୁଦୁରାତୀତରେ ମହଶହୀ ଦୀଘଗ୍ ତମାନଙ୍କ ପ୍ରାର୍ଥନା ରେ ପ୍ରୀ ହୋଇପରମ ପୁରୁଷବ୍ରହ୍ମା ଏଠାରେ ଆରମ୍ବ କଲେ ମହାଯକ୍ଜ୍ଞ ।ସେ ହି ଯଜ୍ଞକୁଣ୍ଡରୁ ଆବିର୍ଭୂତା ହେଲେ ସିଂହବାହିନୀ, ମହିଷମର୍ଦ୍ଧନୀ ମାଆ ବିରଜା । ତାଙ୍କରି କରୁଣାର ଆଶ୍ରୟରେ ଗଢ଼ିଉଲା ବରିଜାମଣ୍ଡଳ ଉତ୍ତର ଓଡ଼ିଶାର ଏକବିସ୍ତୃତ ଅଞ୍ଛଳକୁ ନେଇ । ଯାଜପୁର