ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ।" ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିନ୍ତ ।"" ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି-ସଂସାର-ଜଳଧି' ସାଙ୍ଗକୁ ପାନ , ବିଡ଼ି ନୁହେଁ ଛୋଟିଆ ନିଶା ଜଣାପଡ଼େ ନାହିଁ ଟାଣେ ପ ଇସା ଇତ୍ୟାଦି ଉପଦେଶାତ୍ମକ ଉକ୍ତିଟି ମାନ ଆମେ କେବଳ ପଧୁନାହିଁ, ଅକ୍ଷର ଶିକ୍ଷା କରୁଥିବା ପିଲାମାନେ ବଡ଼ ପାଟିରେ ସେଗୁଡ଼ିକ ଚିହ୍ନି ଚିହ୍ନି ପଢ଼ନ୍ତି। କାନ୍ଥ ର ମଝିଭାଗରେ ଶିକ୍ଷାମୂଳକ ବିଷୟ ଯଥା ଗୁଣନ ଖନ୍ଦା, ମିଶାଣ ଖନ୍ଦା, ପ୍ରକୃତି ପାଠ ର ଚିତ୍ରଶୋଭିତ ମାନଚିତ୍ର, ଇତିହାସ ପ୍ରସିଦ୍ଧ ଘଟଣାର ସମୟ ଏମିତି କେତେ କ'ଣ ନାଲି, କଳା, ସବୁଜ କାଳିରେ ଅଙ୍କିତ ହୋଇ ପଟାଯୋଡ଼େଇ କାଗଜରେ ଲେଖାଯାଇ କଣ୍ଟାମାନ ଙ୍କରୁ ଝୁଲୁଥାନ୍ତି।