ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦଶମ ଛାନ୍ଦ
୬୯
 

ଦେଖିଣ ସକଳ ଲୋକେ ହୋଇଲେ ଚକିତ ଯେ । ୮୦ |
ଧାଇ ଯାଇଁ ଶଶିସେଣା ବେଗେ କୋଳ କରି ।
ଶୋକେ ବେନିଜନଙ୍କ ନୟନୁଁ ବହେ ବାରି ଯେ । ୮୧ ।
କୁମରକୁ ଘେନି ନିଜ ମନ୍ଦିରେ ବିଜୟେ ।
ଗରୁ ଚିନ୍ତା ଗଲା ତାର ଦେବୀର କୃପାୟେ ଯେ । ୮୨ |
ଜୟ ଜୟ ଜଗନ୍ନାଥ କରୁଣା-ସାଗର ।
ଶିଶୁ ପରତାପ ରାୟେ ଶରଣ ତୁମ୍ଭର ଯେ । ୮୩ ।


୮୨- କାନ୍ତା କାନ୍ତ ବେନିଜନ ମନ୍ଦିରେ ବିଜୟେ (ଖ) ।