ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପଞ୍ଚମ ଛାନ୍ଦ
୩୧
 


ବଡ଼ ଶିଙ୍ଘାର ବେଳେ ନରେ ଯାଇ ।
ଦେଖ ଅଖିଳ ବ୍ରହ୍ମାଣ୍ଡ ଗୋସାଇଁ । ୫୫ |
କରି ଦର୍ଶନ ଦୁରିତ ବିନାଶ ।
ମନ ବେଦନା ଜଣାଇଣ ଆସ । ୫୬ ।
ଶିଶୁ ପ୍ରତାପ ରାୟେ ଶିଶୁମତି ।
କର କରୁଣା ଲକ୍ଷ୍ମୀଦେବୀ ପତି । ୫୭ ।