ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୪
ଶଶିସେଣା
 

ଜୟ ତୁ କମଳାବର ଶଙ୍ଖ ଚକ୍ର ଗଦାଧର
ଭୃତ୍ୟଜନ ମାନଙ୍କର ଦୁରିତ ହର
ଲକ୍ଷେକ ଯୋଜନେ ଥାଇ ଡାକିଲେ ଶୁଣ ଗୋସାଇଁ
ତେଣୁ କରି ଭରସା ମୋ ଥାଇ ଅପାର । ।
ନାମ ତୁମ୍ଭ କରୁଣାସିନ୍ଧୁ,
ପରତାପ ରାୟ ଚିନ୍ତେ ଅନାଥବନ୍ଧୁ । ୨୦ ।