ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୦
ଶଶିସେଣା
 

ବିଭା ବଢ଼ାଇ ନବରେ ଯାଇ
ଅକ୍ଷତ କଲେ ରାଣୀ ମହାଦେଈ । ୫୧ ।
ଶ୍ରୀ-ନୀଳଗିରି କନ୍ଦରେ ହରି
ବଉଧ ରୂପେ ଛନ୍ତି ବିଜେ କରି । ୫୨ ।
ଚାଲ ହୋ ମନ ଯିବା ବହନ
ସେବା କରିଥିବା ଶିରୀଚରଣ । ୫୩ ।
ଛାଡ଼ିବ ପାପ କହେ ପ୍ରତାପ
କ୍ଷୟେ ହୋଇ କୋଟି ଜନମ ପାପ । ୫୪ |