"ତାତ ମାତ କରୁଛନ୍ତି ରୋଦନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
" ତାତ ମାତ କରୁଛନ୍ତି ରୋଦନ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{header
| title= <big>କାହିଁ ଗଲେ ମୁରଲୀ ଫୁଙ୍କା</big>
| author= ବନମାଳୀ ଦାସ
| translator =
| section = କାହିଁ ଗଲେ ମୁରଲୀ ଫୁଙ୍କା
| previous= <!--[[]]ବନ୍ଧନୀ ଭିତରେ ଲେଖିବେ-->
| next = <!--[[NEXT POEM NAME HERE]]-->
| year =
| notes=
}}
 
<center>
ତାତ ମାତ କରୁଛନ୍ତି ରୋଦନ
{{larger|କାହିଁ ଗଲେ ମୁରଲୀ ଫୁଙ୍କା}}
କବି - ଭୀମଭୋଇ
 
<poem>
ତାତ ମାତ କରୁଛନ୍ତି ରୋଦନ
ତାତ ମାତ କରୁଛନ୍ତି ରୋଦନ
ଚଉଦିଗେ ଘେରି ପଚାରି ପଚାରି
କବି - ଭୀମଭୋଇ
ଚଉଦିଗେ ଘେରି ପଚାରି ପଚାରି
ତାତ ମାତ କରୁଛନ୍ତି ରୋଦନ
କାହିଁ ଗଲେ ଏକ ନନ୍ଦନ । ୧।
ଚଉଦିଗେ ଘେରି ପଚାରି ପଚାରି
ଚଉଦିଗେ ଘେରି ପଚାରି ପଚାରି
କାହିଁ ଗଲେ ଏକ ନନ୍ଦନ । ୧।
 
ପିତା ବିଜାମୃତ ତୋଳି ନଦେଇ,
ମାତା ପ୍ରସବିଲେ ଦୁଃଖ ନପାଇ
ଗର୍ଭୁ ନପଡନ୍ତେ ଗଲେ କେଉଁ ପଥେ
ବୁଦ୍ଧି ନଶିଖୁଣୁ ହେଲେ ସିଆଣ ।୨।
 
ଜନ୍ମ ଦିନୁ କ୍ଷୁଧା ତୃଷା ନଥାଇ
ଉଦର ପୁରିଛି କିଛି ନ ଖାଇ
ତଇଳ କୁଙ୍କୁମ ଅଙ୍ଗେ ନ ଲାଗଇ
ଦେହ ଦିଶେ ଯେସନେକ ସୁବର୍ଣ ।୩।
 
ଅନୁମାନ କରୁଛନ୍ତି ସଂସାରେ
ବୁଦ୍ଧି ନାହିଁ ଅବିବେକ ବିଚାରେ
ଭଣେ ଭୀମଭୋଇ କାନ୍ଦ କାନ୍ଦ ହୋଇ
ନ ଚାହିଁ ପୁତ୍ରର ବଦନ ।୪।
</poem>