"ଭାଗ୍ୟ ଥିଲେ ଧର ଧର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
" == ଭାଗ୍ୟ ଥିଲେ ଧର ଧର ପଦ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{header
| =title= <big>ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ଯେ ==</big>
| author= ଭୀମ ଭୋଇ
| translator =
| section = ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ ଯେ
| previous= [[ଦେଖ ମୁଁ ଯାଉଛି ସରି]]
| next = <!--[[]]-->
| year =
| notes=
}}
 
<center>
{{larger|ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ଯେ}}
=== ଭୀମ ଭୋଇ ===
<poem>
ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ
ଖଣ୍ଡିବ କାଳ ବିପତ୍ତି ପରମାଦ ହେ ।୧।
 
କରିଅଛ ଯେବେ ଦୋଷ ଜଣାଅ ଶ୍ରୀଗୁରୁ ପାଶ
ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ
ଛେଦି ହୋଇବ ଉଶ୍ୱାସ ଅପରାଧ ହେ ।୨।
ଖଣ୍ଡିବ କାଳ ବିପତ୍ତି ପରମାଦ ହେ ।୧।
 
ପାପ ପୋଡିବ ବ୍ରହ୍ମରେ ନାମ ଅଲେଖ ଧର୍ମରେ
କରିଅଛ ଯେବେ ଦୋଷ ଜଣାଅ ଶ୍ରୀଗୁରୁ ପାଶ
ଭଜ ସାତ୍ତ୍ୱିକ କର୍ମରେ ନିରିବେଦ ହେ ।୩।
ଛେଦି ହୋଇବ ଉଶ୍ୱାସ ଅପରାଧ ହେ ।୨।
 
ସତ୍ୟ ଅଟେ ଏ ଦୁଆର ମନେ ଅପ୍ରତେ ନକର
ପାପ ପୋଡିବ ବ୍ରହ୍ମରେ ନାମ ଅଲେଖ ଧର୍ମରେ
ପଶ୍ଚାତେ ହେବ ଅସାର ପରମାଦ ହେ ।୪।
ଭଜ ସାତ୍ତ୍ୱିକ କର୍ମରେ ନିରିବେଦ ହେ ।୩।
 
ଓମ୍ କାର ପରମ ପଦୁଁ ପିଅ ମକରନ୍ଦ ମଧୁ
ସତ୍ୟ ଅଟେ ଏ ଦୁଆର ମନେ ଅପ୍ରତେ ନକର
କହେ ଭୀମ ଅରକ୍ଷିତ ଅତି ସ୍ୱାଦ ହେ।୫।ହେ ।୫।
ପଶ୍ଚାତେ ହେବ ଅସାର ପରମାଦ ହେ ।୪।
</center>
 
</poem>
ଓମ୍ କାର ପରମ ପଦୁଁ ପିଅ ମକରନ୍ଦ ମଧୁ
କହେ ଭୀମ ଅରକ୍ଷିତ ଅତି ସ୍ୱାଦ ହେ।୫।