"ସାବିତ୍ରୀ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ

No edit summary
୧ କ ଧାଡ଼ି:
{{header
ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ ।।

| title = ସାବିତ୍ରୀ ଓଷା
ଜଗତ ହିତେ ଦେହଧାରୀ । ଧରାରେ ଧର୍ମ ରକ୍ଷାକାରୀ ।।

| author =
ସକଳ ବ୍ରତର କାରଣ । ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ । ।

| translator =
କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ । ପଚାରି ଦେଲେ ସଖାପଣେ । ।

| section =
କୁହ ହେ ଜଗତ ଗୋସାଇଁ । ଜଗତ ହିତେ ଦୟାବହ । ।

| previous =
କି ବ୍ରତ କଲେ ନାରୀମାନେ । ହୋଇବେ ସୁଖୀ ସବୁଦିନେ । ।

| next =
ଶଙ୍ଖା ସିନ୍ଦୂର ବଜ୍ର ହେବ । କୋଳରେ ଶିଶୁ ଖେଳୁଥିବ । ।

| year =
ସୌଭାଗ୍ୟବତୀ ଧନବତୀ । ହେବେ ସେ ପତିବ୍ରତା ସତୀ । ।

| notes =
ବୈଧବ୍ୟ ଦଶା ନଭୋଗିବେ । ମରଣେ ସ୍ୱର୍ଗ ପ୍ରାପ୍ତ ହେବେ । ।

ଧର୍ମରାଜଙ୍କ ବାକ୍ୟ ଶୁଣି । ହସି କହନ୍ତି ଚକ୍ରପାଣି । ।

ସଧବା ନାରୀମାନଙ୍କର । ସକଳ ବ୍ରତ ମଧ୍ୟେ ସାର । ।

<poem>
ସାବତ୍ରୀ ବ୍ରତ ଅଟେ ସେହି । ସେ କଥା ଶୁଣ ମନ ଦେଇ । ।

ଜ୍ୟେଷ୍ଠମାସର କୃଷ୍ଣପକ୍ଷ । ଅମାବାସ୍ୟାକୁ କର ଲକ୍ଷ୍ୟ । ।

ସାବିତ୍ରୀବନ୍ଦଇ ଉଆଁସଟି ସେହିଦେବ ନାରାୟଣସେ ଦିନ ବ୍ରତ ଯେଅନାଦି ଅଟଇପରମ କାରଣ ।

ଜଗତ ହିତେ ଦେହଧାରୀ । ଧରାରେ ଧର୍ମ ରକ୍ଷାକାରୀ ।।
ବ୍ରତର ଫଳ ସ୍ୱରୂପରେ । ଯେ ସୁଖ ମିଳଇ ମର୍ତ୍ତ୍ୟରେ । ।

ତାହାରସକଳ ନାହିଁବ୍ରତର ପଟ୍ଟାନ୍ତରକାରଣଶୁଣ ହେ ପା¨ବ ପ୍ରବରଶ୍ରୀକୃଷ୍ଣ ସ୍ୱୟଂ ଭଗବାନ । ।

ମଦ୍ରକୃଷ୍ଣଙ୍କୁ ଦେଶରଯୁଧିଷ୍ଠିର ନରପତିଦିନେତାହାଙ୍କ ନାମପଚାରି ଅଶ୍ୱପତିଦେଲେ ସଖାପଣେ । ।

କୌଶଲ୍ୟାକୁହ ରାଣୀଙ୍କରହେ ନାମଜଗତ ଗୋସାଇଁଧନଧାନ୍ୟରେ ରାଜ୍ୟ ପୂର୍ଣ୍ଣଜଗତ ହିତେ ଦୟାବହ । ।

ପ୍ରଜାବତ୍ସଳ ଅଶ୍ୱପତି । କି ବ୍ରତ କଲେ ନାରୀମାନେ ନ୍ୟାୟରେହୋଇବେ ରାଇଜସୁଖୀ ପାଳନ୍ତିସବୁଦିନେ । ।

ରାଜାରାଣୀଙ୍କଶଙ୍ଖା ବଡ଼ସିନ୍ଦୂର ଚିନ୍ତାବଜ୍ର ହେବନଥାଏ ପୁତ୍ରକୋଳରେ କିଶିଶୁ ଦୁହିତାଖେଳୁଥିବ । ।

କୋଳରେସୌଭାଗ୍ୟବତୀ ନଥିଲେ ସନ୍ତାନଧନବତୀପୂର୍ଣ୍ଣତା ନଲଭେହେବେ ସେ ପତିବ୍ରତା ଜୀବନସତୀ । ।

ବୈଧବ୍ୟ ଦଶା ନଭୋଗିବେ । ମରଣେ ସ୍ୱର୍ଗ ପ୍ରାପ୍ତ ହେବେ । ।
ରାଜାରାଣୀ ଯେ ଦୁଃଖେ ଥିଲେ । ଏଥକୁ ଉପାୟ ଚିନ୍ତିଲେ । ।

ଧର୍ମରାଜଙ୍କ ବାକ୍ୟ ଶୁଣି । ହସି କହନ୍ତି ଚକ୍ରପାଣି । ।
ସାଧୁ ପ¨ିତ ମତ ନେଲେ । ସାବିତ୍ରୀ ଯଜ୍ଞ ଆରମ୍ଭିଲେ । ।

ସଧବା ନାରୀମାନଙ୍କର । ସକଳ ବ୍ରତ ମଧ୍ୟେ ସାର । ।
ଅଠର ବର୍ଷ ଅବିରତ । ଚାଲିଲା ହୋମାହୁତି ମନ୍ତ୍ର । ।

ସାବତ୍ରୀ ବ୍ରତ ଅଟେ ସେହି । ସେ କଥା ଶୁଣ ମନ ଦେଇ । ।
ପୂର୍ଣ୍ଣାହୁତିର ପୂର୍ବ ନିଶି । ସପନେ ରାଣୀ ହେଲେ ଖୁସି । ।

ଜ୍ୟେଷ୍ଠମାସର କୃଷ୍ଣପକ୍ଷ । ଅମାବାସ୍ୟାକୁ କର ଲକ୍ଷ୍ୟ । ।
ସୁନ୍ଦର ଝିଅଟିଏ କେହି । ମାଆ ମାଆ ବୋଲି ଡାକଦେଇ ।।

ସାବିତ୍ରୀ ଉଆଁସଟି ସେହି । ସେ ଦିନ ବ୍ରତ ଯେ ଅଟଇ । ।
ରାଣୀଙ୍କ କୋଳରେ ଖେଳୁଥିଲା । ପନ ଶେଷେ ଚାଲିଗଲା । ।

ବ୍ରତର ଫଳ ସ୍ୱରୂପରେ । ଯେ ସୁଖ ମିଳଇ ମର୍ତ୍ତ୍ୟରେ । ।
ପ୍ରଭାତେ ରାଜାପାଶେ ରାଣୀ । କହିଲେ ଏସନ କାହାଣୀ । ।

ତାହାର ନାହିଁ ପଟ୍ଟାନ୍ତର । ଶୁଣ ହେ ପା¨ବ ପ୍ରବର । ।
ଉଭୟେ ଚିନ୍ତାମଗ୍ନ ଥାଇ । ଚଳିଲେ ପୂର୍ଣ୍ଣାହୁତି ପାଇଁ । ।

ମଦ୍ର ଦେଶର ନରପତି । ତାହାଙ୍କ ନାମ ଅଶ୍ୱପତି । ।
ଅନ୍ତିମ ଆହୁତି କାଳରେ । ଦିଶିଲେ ଯଜ୍ଞ ଅନଳରେ । ।

କୌଶଲ୍ୟା ରାଣୀଙ୍କର ନାମ । ଧନଧାନ୍ୟରେ ରାଜ୍ୟ ପୂର୍ଣ୍ଣ । ।
ଅପୂର୍ବ ଜ୍ୟୋତିର୍ମୟୀ ଦେବୀ । ତେଜରେ କପିଂଲା ପୃଥିବୀ । ।

ପ୍ରଜାବତ୍ସଳ ଅଶ୍ୱପତି । ନ୍ୟାୟରେ ରାଇଜ ପାଳନ୍ତି । ।
କହିଲେ ଶୁଣ ରାଜାରାଣୀ । ମୁଁ ଏହି ଯଜ୍ଞ ସ୍ୱରୂପିଣୀ । ।

ରାଜାରାଣୀଙ୍କ ବଡ଼ ଚିନ୍ତା । ନଥାଏ ପୁତ୍ର କି ଦୁହିତା । ।
ମୋ ନାମ ଅଟେ ଯେ ସାବିତ୍ରୀ । ହେବାକୁ ତୁମ ବରଦାତ୍ରୀ । ।

କୋଳରେ ନଥିଲେ ସନ୍ତାନ । ପୂର୍ଣ୍ଣତା ନଲଭେ ଜୀବନ । ।
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା । ଧନ୍ୟ ହେ ତୁମ ଭକ୍ତିନିଷ୍ଠା । ।

ରାଜାରାଣୀ ଯେ ଦୁଃଖେ ଥିଲେ । ଏଥକୁ ଉପାୟ ଚିନ୍ତିଲେ ।।
ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ । ସେଲାଗି କଲି ବରଦାନ । ।

ସାଧୁ ପ¨ିତ ମତ ନେଲେ । ସାବିତ୍ରୀ ଯଜ୍ଞ ଆରମ୍ଭିଲେ ।।
ଲଭିବ ତୁମେ କନ୍ୟାରତ୍ନ । ପୁତ୍ରକୁ ନରକରିବ ମନ । ।

ଅଠର ବର୍ଷ ଅବିରତ । ଚାଲିଲା ହୋମାହୁତି ମନ୍ତ୍ର ।।
ଶତପୁତ୍ରର ସୁଖଶିରୀ । ସେ କନ୍ୟା ଏକ ଦେବ ଭରି । ।

ପୂର୍ଣ୍ଣାହୁତିର ପୂର୍ବ ନିଶି । ସପନେ ରାଣୀ ହେଲେ ଖୁସି ।।
ଚକିତେ ସର୍ବେ ଚାହିଁଥିଲେ । ସାବିତ୍ରୀ ଅନ୍ତର୍ଦ୍ଧାନ ହେଲେ । ।

ସୁନ୍ଦର ଝିଅଟିଏ କେହି । ମାଆ ମାଆ ବୋଲି ଡାକଦେଇ ।।
ଯଜ୍ଞରେ ପୂର୍ଣ୍ଣାହୁତି ସାରି । ଯେ ଯାହା ଗୃହେ ଗଲେ ଫେରି । ।

ରାଣୀଙ୍କ କୋଳରେ ଖେଳୁଥିଲା । ପନ ଶେଷେ ଚାଲିଗଲା । ।
ସପନେ ଦେଖିଥିଲେ ରାଣୀ । ସେଥିଲା ସପନ କାହାଣୀ । ।

ପ୍ରଭାତେ ରାଜାପାଶେ ରାଣୀ । କହିଲେ ଏସନ କାହାଣୀ । ।
ଘଟିଲା ଯଜ୍ଞଶାଳେ ଯାହା । ଅସତ୍ୟ କେ କହିବ ତାହା । ।

ଉଭୟେ ଚିନ୍ତାମଗ୍ନ ଥାଇ । ଚଳିଲେ ପୂର୍ଣ୍ଣାହୁତି ପାଇଁ । ।
ଯାଇଛି ଅଳ୍ପଦିନ ବିତି । ରାଣୀ ଯେ ହୋଇଲେ ରଜୋବତୀ । ।

ଅନ୍ତିମ ଆହୁତି କାଳରେ । ଦିଶିଲେ ଯଜ୍ଞ ଅନଳରେ । ।
ରାଜାଙ୍କୁ ଚାହିଁ ଦେଲେ ହସି । ପ୍ରୀତିର ଅମୃତ ବରଷି । ।

ଅପୂର୍ବ ଜ୍ୟୋତିର୍ମୟୀ ଦେବୀ । ତେଜରେ କପିଂଲା ପୃଥିବୀ । ।
ଆସିଲା ମନେ ଆଶାକଳି । ମରୁରେ ମାରିଲା ବିଜୁଳି । ।

କହିଲେ ଶୁଣ ରାଜାରାଣୀ । ମୁଁ ଏହି ଯଜ୍ଞ ସ୍ୱରୂପିଣୀ । ।
ଉଚିତ ସମୟ ଅନ୍ତରେ । ସେ ଏକ ଅମୃତ ଲଗ୍ନରେ । ।

ମୋ ନାମ ଅଟେ ଯେ ସାବିତ୍ରୀ । ହେବାକୁ ତୁମ ବରଦାତ୍ରୀ । ।
ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ । ରାଣୀଙ୍କ କେଳେ ନେଲା ଜନ୍ମ । ।

ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା । ଧନ୍ୟ ହେ ତୁମ ଭକ୍ତିନିଷ୍ଠା । ।
ସାବିତ୍ରୀ ଯଜ୍ଞ ପୁଣ୍ୟ ଫଳେ । ସେ କନ୍ୟ ଜନମିଲା କୋଳେ । ।

ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ । ସେଲାଗି କଲି ବରଦାନ । ।
ପିତାମାତା ଯେ ପାତ୍ରମନ୍ତ୍ରୀ । ତା ନାମ ରଖିଲେ ସାବିତ୍ରୀ । ।

ଲଭିବ ତୁମେ କନ୍ୟାରତ୍ନ । ପୁତ୍ରକୁ ନରକରିବ ମନ । ।
ଶୁକ୍ଲପକ୍ଷର ଶଶୀ ପରି । ବଢ଼ିଲା ସାବିତ୍ରୀ କୁମାରୀ । ।

ଶତପୁତ୍ରର ସୁଖଶିରୀ । ସେ କନ୍ୟା ଏକ ଦେବ ଭରି । ।
ଛୁଇଁଲା ଯେବେ ଯଉବନ । ପିତାମାତା ଯେ ଚିନ୍ତାମଗ୍ନ । ।

ଚକିତେ ସର୍ବେ ଚାହିଁଥିଲେ । ସାବିତ୍ରୀ ଅନ୍ତର୍ଦ୍ଧାନ ହେଲେ ।।
ନଖୋଜି କନ୍ୟା ପାଇଁ ବର । ଡକାଇ ଦେଲେ ସ୍ୱୟମ୍ୱର । ।

ଯଜ୍ଞରେ ପୂର୍ଣ୍ଣାହୁତି ସାରି । ଯେ ଯାହା ଗୃହେ ଗଲେ ଫେରି ।।
ଆସିଲେ ଯେତେ ଯୁବରାଜ । ବାହୁଡ଼ି ଗଲେ ପାଇ ଲାଜ । ।

ସପନେ ଦେଖିଥିଲେ ରାଣୀ । ସେଥିଲା ସପନ କାହାଣୀ । ।
ସାବିତ୍ରୀଙ୍କର ତେଜ ଜ୍ୟୋତି । ମନରେ ତାଙ୍କ ଦେଲା ଭୀତି । ।

ଘଟିଲା ଯଜ୍ଞଶାଳେ ଯାହା । ଅସତ୍ୟ କେ କହିବ ତାହା । ।
ନିଜକୁ ଅଯୋଗ୍ୟ ବିଚାରି । ଯେ ଯାହା ବାଟେ ଗଲେ ଫେରି । ।

ଯାଇଛି ଅଳ୍ପଦିନ ବିତି । ରାଣୀ ଯେ ହୋଇଲେ ରଜୋବତୀ । ।
ସ୍ୱୟମ୍ୱର ଯେ ଭାଙ୍ଗିଗଲା । ଏ ବଡ଼ ପ୍ରମାଦ ହୋଇଲା । ।

ରାଜାଙ୍କୁ ଚାହିଁ ଦେଲେ ହସି । ପ୍ରୀତିର ଅମୃତ ବରଷି । ।
ଉପାୟ ନପାରିଲେ ଜାଣି । ଚିନ୍ତାରେ ଥିଲେ ରାଜାରାଣୀ । ।

ଆସିଲା ମନେ ଆଶାକଳି । ମରୁରେ ମାରିଲା ବିଜୁଳି । ।
ବିନେ ମା¨ବ୍ୟ ଋଷିବର । ପ୍ରବେଶି ରାଜାଙ୍କ ନଅର । ।

ଉଚିତ ସମୟ ଅନ୍ତରେ । ସେ ଏକ ଅମୃତ ଲଗ୍ନରେ । ।
କୁଶଳ ବାର୍ତ୍ତା ପଚାରିଲେ । ସକଳ ବିଷୟ ଶୁଣିଲେ । ।

ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ । ରାଣୀଙ୍କ କେଳେ ନେଲା ଜନ୍ମ । ।
ଉପାୟ ଏକ ଭାବିଚିନ୍ତି । କହିଲେ ଶୁଣ ଅଶ୍ୱପତି । ।

ସାବିତ୍ରୀ ଯଜ୍ଞ ପୁଣ୍ୟ ଫଳେ । ସେ କନ୍ୟ ଜନମିଲା କୋଳେ । ।
ନିଜର ସ୍ୱାମୀ ନିଜେ ବାଛି । କହିବ ତୁମକୁ ସାବିତ୍ରୀ । ।

ଦିଅପିତାମାତା ବିହିତଯେ ଅନୁମତିପାତ୍ରମନ୍ତ୍ରୀତା ନାମ ରଖିଲେ ସାବିତ୍ରୀ ଖୋଜୁ ନିଜ ପତି । ।

ଶୁକ୍ଲପକ୍ଷର ଶଶୀ ପରି । ବଢ଼ିଲା ସାବିତ୍ରୀ କୁମାରୀ । ।
ରାଜା ଯେ ଅନୁମତି ଦେଲେ । ବିହିତତ ଆୟୋଜନ କଲେ । ।

ଛୁଇଁଲା ଯେବେ ଯଉବନ । ପିତାମାତା ଯେ ଚିନ୍ତାମଗ୍ନ । ।
ସଖୀମାନଙ୍କୁ ସଙ୍ଗେ ଧରି । ରଥରେ ଚଳିଲେ ସାବିତ୍ରୀ । ।

ନଖୋଜି କନ୍ୟା ପାଇଁ ବର । ଡକାଇ ଦେଲେ ସ୍ୱୟମ୍ୱର । ।
ଭୂମି ନଗର ଗିରିଜନ । ଦେଖିଲେ ରମ୍ୟ ତପୋବନ । ।

ଆସିଲେ ଯେତେ ଯୁବରାଜ । ବାହୁଡ଼ି ଗଲେ ପାଇ ଲାଜ । ।
ସେ ତପୋବନ ଆଶ୍ରମରେ । ଋଷି ତପସ୍ୱୀ ଗହଣରେ । ।

ସାବିତ୍ରୀଙ୍କର ତେଜ ଜ୍ୟୋତି । ମନରେ ତାଙ୍କ ଦେଲା ଭୀତି । ।
ଥିଲେ ଯୁବକ ଜଣେ କେହି । ଦେବ ସୁଲଭ ରୂପ ବହି । ।

ନିଜକୁ ଅଯୋଗ୍ୟ ବିଚାରି । ଯେ ଯାହା ବାଟେ ଗଲେ ଫେରି । ।
ତପୋବନେ ସେ ତପୋଧନ । ତେଜରେ ସମ୍ଭ୍ରାନ୍ତ ଲକ୍ଷଣ । ।

ସ୍ୱୟମ୍ୱର ଯେ ଭାଙ୍ଗିଗଲା । ଏ ବଡ଼ ପ୍ରମାଦ ହୋଇଲା । ।
ଦେଖି ସେ ଯୁବକମଣିକ । ପ୍ରୀତି ଛୁଇଁଲା ସାବିତ୍ରୀକୁ । ।

ଉପାୟ ନପାରିଲେ ଜାଣି । ଚିନ୍ତାରେ ଥିଲେ ରାଜାରାଣୀ । ।
ଦେଲା ସେ ମନପ୍ରାଣ ବିକି । କହିଲା ଫେରିଚାଲ ସଖୀ । ।

ବିନେ ମା¨ବ୍ୟ ଋଷିବର । ପ୍ରବେଶି ରାଜାଙ୍କ ନଅର । ।
ସର୍ବ ଶୁଭରେ ବାହୁଡ଼ିଲେ । ପ୍ରାସାଦେ ପ୍ରବେଶ ହୋଇଲେ । ।

କୁଶଳ ବାର୍ତ୍ତା ପଚାରିଲେ । ସକଳ ବିଷୟ ଶୁଣିଲେ । ।
ଏ କାଳେ କରି ବୀଣାବାଦ୍ୟ । ପ୍ରବେଶ ହୋଇଲେ ନାରଦ । ।

ତାହାଙ୍କଉପାୟ ପାଦେଏକ ଢାଳି ମତିଭାବିଚିନ୍ତିନମିଲେ ରାଜା କହିଲେ ଶୁଣ ଅଶ୍ୱପତି । ।

ନିଜର ସ୍ୱାମୀ ନିଜେ ବାଛି । କହିବ ତୁମକୁ ସାବିତ୍ରୀ । ।
ସାବିତ୍ରୀ କଲେ ପ୍ରଣିପାତ । ନାରଦ ଦିଶିଲେ ଚିନ୍ତିତ । ।

ଦିଅ ବିହିତ ଅନୁମତି । ସାବିତ୍ରୀ ଖୋଜୁ ନିଜ ପତି । ।
କହିଲେ ଶୁଣ ଅଶ୍ୱପତି । ଉଚିତ ନୁହେଁ ତୁମ ନୀତି । ।

ରାଜା ଯେ ଅନୁମତି ଦେଲେ । ବିହିତତ ଆୟୋଜନ କଲେ । ।
ଏହି ଯେ ବିଧିର ବିଧାନ । ଦେବାକୁ ହେବ କନ୍ୟାଦାନ । ।

ସଖୀମାନଙ୍କୁ ସଙ୍ଗେ ଧରି । ରଥରେ ଚଳିଲେ ସାବିତ୍ରୀ । ।
ତୁରନ୍ତ ଦାନ ମହାପୁଣ୍ୟ । ହୁଅ ହେ ରାଜା ସାବଧାନ । ।

ଭୂମି ନଗର ଗିରିଜନ । ଦେଖିଲେ ରମ୍ୟ ତପୋବନ । ।
କହିିଲେ ରାଜ ଯୋଡ଼ି ହାତ । ମୁନିଙ୍କୁ ସକଳ ବୃତ୍ତାନ୍ତ । ।

ସେ ତପୋବନ ଆଶ୍ରମରେ । ଋଷି ତପସ୍ୱୀ ଗହଣରେ । ।
ସାବିତ୍ରୀ ଇଚ୍ଛା ଜାଣିବାକୁ । ନାରଦ ଚାହିଁଲେ ତାହାକୁ । ।

ଥିଲେ ଯୁବକ ଜଣେ କେହି । ଦେବ ସୁଲଭ ରୂପ ବହି । ।
ସାବିତ୍ରୀ ହୋଇ ମଥାନତ । ତତ୍‌କ୍ଷଣେ ଦେଲେ ନିଜମତ । ।

ତପୋବନେ ସେ ତପୋଧନ । ତେଜରେ ସମ୍ଭ୍ରାନ୍ତ ଲକ୍ଷଣ ।।
ନିମିଷ ମାତ୍ର ହୋଇ ସ୍ଥିର । ବିବ୍ରତ ହେଲେ ମୁନିବର । ।

ଦେଖି ସେ ଯୁବକମଣିକ । ପ୍ରୀତି ଛୁଇଁଲା ସାବିତ୍ରୀକୁ । ।
କହିଲେ ପତି ନାହୁଁ ବରି । ନିଜ ଦୁର୍ଭାଗ୍ୟ ଅଛୁ ବରି । ।

ଦେଲା ସେ ମନପ୍ରାଣ ବିକି । କହିଲା ଫେରିଚାଲ ସଖୀ । ।
ଏବେ ବି ଅଛି ପ୍ରତିକାର । ସେ କଥା ମନୁ କର ଦୂର । ।

ସର୍ବ ଶୁଭରେ ବାହୁଡ଼ିଲେ । ପ୍ରାସାଦେ ପ୍ରବେଶ ହୋଇଲେ । ।
ନୋହିଲେ ବରଷ ଅନ୍ତରେ । ଯିବ ସେ ସ୍ୱାମୀ ଯମପୁରେ । ।

ଏ କାଳେ କରି ବୀଣାବାଦ୍ୟ । ପ୍ରବେଶ ହୋଇଲେ ନାରଦ । ।
ସକଳ ଶିରୀ ହରାଇବୁ । ନିଶ୍ଚୟ ବିଧବା ହୋଇବୁ । ।

ତାହାଙ୍କ ପାଦେ ଢାଳି ମତି । ନମିଲେ ରାଜା ଅଶ୍ୱପତି । ।
ଶୁଣି ଚକିତ ଅଶ୍ୱପତି । ମୁନିଙ୍କୁ କରିଲେ ମିନତି । ।

ସାବିତ୍ରୀ କଲେ ପ୍ରଣିପାତ । ନାରଦ ଦିଶିଲେ ଚିନ୍ତିତ । ।
ଫିଟାଇ କୁହ ହେ ମହର୍ଷି । ତୁମେ ତ ତିନିକାଳଦର୍ଶୀ । ।

କହିଲେ ଶୁଣ ଅଶ୍ୱପତି । ଉଚିତ ନୁହେଁ ତୁମ ନୀତି । ।
କିଏ ଯେ ଅଟେ ସେ ଯୁବକ । କି ପ୍ରତିକାରେ ଯିବ ଦୁଃଖ । ।

ଏହି ଯେ ବିଧିର ବିଧାନ । ଦେବାକୁ ହେବ କନ୍ୟାଦାନ । ।
ନାରଦ କହିଲେ ବୁଝାଇ । ଶୁଣ ହେ ରାଜା ମନଦେଇ । ।

ତୁରନ୍ତ ଦାନ ମହାପୁଣ୍ୟ । ହୁଅ ହେ ରାଜା ସାବଧାନ । ।
ଶାଲ୍ୱ ଦେଶର ରାଜା ସେହି । ଦ୍ୟୁମତସେନ ନାମ କହି । ।

କହିିଲେ ରାଜ ଯୋଡ଼ି ହାତ । ମୁନିଙ୍କୁ ସକଳ ବୃତ୍ତାନ୍ତ । ।
ରାଣୀଙ୍କ ନାମ ମାଳବିକା । କରମ ବାମ ଭାଗ୍ୟ ବଙ୍କା । ।

ସାବିତ୍ରୀ ଇଚ୍ଛା ଜାଣିବାକୁ । ନାରଦ ଚାହିଁଲେ ତାହାକୁ । ।
ସେ ରାଜା ଚକ୍ଷୁ ହରାଇଲେ । ରାଜ୍ୟରୁ ବିତାଡ଼ିତ ହେଲେ । ।

ସାବିତ୍ରୀ ହୋଇ ମଥାନତ । ତତ୍‌କ୍ଷଣେ ଦେଲେ ନିଜମତ । ।
ପୁତ୍ରର ନାମ ସତ୍ୟବାନ । କେ ବୋଲେ ପୁଣି ଚିତ୍ରସେନ । ।

ନିମିଷ ମାତ୍ର ହୋଇ ସ୍ଥିର । ବିବ୍ରତ ହେଲେ ମୁନିବର ।।
ସର୍ବ ଲକ୍ଷଣେ ସୁପୁରୁଷ । ମାତ୍ର ଯେ ସେ ଅଳ୍ପାୟୁଷ । ।

କହିଲେ ପତି ନାହୁଁ ବରି । ନିଜ ଦୁର୍ଭାଗ୍ୟ ଅଛୁ ବରି ।।
ଆଜିଠୁ ମାତ୍ର ଏକ ବର୍ଷ । ରହିଛି ତାହାର ଆୟୁଷ । ।

ଏବେ ବି ଅଛି ପ୍ରତିକାର । ସେ କଥା ମନୁ କର ଦୂର ।।
ଆୟୁଷ ଯେବେ ଯିବ ପୂରି । କି ହେବ ପ୍ରତିକାର କରି । ।

ନୋହିଲେ ବରଷ ଅନ୍ତରେ । ଯିବ ସେ ସ୍ୱାମୀ ଯମପୁରେ ।।
ଶୁଣ ହେ ରାଜା ଅଶ୍ୱପତି । ଯାହାକୁ ବରିଛି ସାବିତ୍ରୀ । ।

ସକଳ ଶିରୀ ହରାଇବୁ । ନିଶ୍ଚୟ ବିଧବା ହୋଇବୁ । ।
ରାଜାଙ୍କ ମଥା ଗଲା ଘୂରି । ଝିଅକୁ କହିଲେ ସେ ଧରି । ।

ଶୁଣି ଚକିତ ଅଶ୍ୱପତି । ମୁନିଙ୍କୁ କରିଲେ ମିନତି । ।
ଜାଣୁ ଜାଣୁ ମୁଁ ତୋ ସିନ୍ଦୂର । ଦେଖିବି ନାହିଁ ଲିଭିବାର । ।

ଫିଟାଇ କୁହ ହେ ମହର୍ଷି । ତୁମେ ତ ତିନିକାଳଦର୍ଶୀ । ।
ଏଥିକୁ କର ପ୍ରତିକାର । ସିଦ୍ଧାନ୍ତ କର ଅନ୍ୟ ବର । ।

କିଏ ଯେ ଅଟେ ସେ ଯୁବକ । କି ପ୍ରତିକାରେ ଯିବ ଦୁଃଖ । ।
ନାରଦ ମୁନିଙ୍କୁ ସାବିତ୍ରୀ । କହିଲେ ଶୁଣ ମୋ ନିଷ୍ପତ୍ତି । ।

ନାରଦ କହିଲେ ବୁଝାଇ । ଶୁଣ ହେ ରାଜା ମନଦେଇ । ।
ମନରେ ଯାହାଙ୍କୁ ବରିଛି । ତାଙ୍କୁ ମୁଁ ସ୍ୱାମୀ ବିଚାରିଛି । ।

ଶାଲ୍ୱ ଦେଶର ରାଜା ସେହି । ଦ୍ୟୁମତସେନ ନାମ କହି । ।
ମାତ୍ରକ ଅଛି ଲୋକାଚାର । ମୁଁ ହେବି କନ୍ୟା ସିଏ ବର । ।

ରାଣୀଙ୍କ ନାମ ମାଳବିକା । କରମ ବାମ ଭାଗ୍ୟ ବଙ୍କା । ।
ଅନ୍ୟ ପୁରୁଷେ ମନ ଦେଲେ । ଦୋଚାରୁଣୀ ମୁଁ ହେବି ଭଲେ । ।

ସେ ରାଜା ଚକ୍ଷୁ ହରାଇଲେ । ରାଜ୍ୟରୁ ବିତାଡ଼ିତ ହେଲେ । ।
ବିଧବା ପଛେ ହେବି ମୁହିଁ । ଅସତୀ କେବେ ହେବି ନାହିଁ । ।

ପୁତ୍ରର ନାମ ସତ୍ୟବାନ । କେ ବୋଲେ ପୁଣି ଚିତ୍ରସେନ । ।
ସାବତ୍ରୀ ବାକ୍ୟ ଶୁଣି ଯତି । ହୋଇଲେ ଆନନ୍ଦିତ ଅତି । ।

ସର୍ବ ଲକ୍ଷଣେ ସୁପୁରୁଷ । ମାତ୍ର ଯେ ସେ ଅଳ୍ପାୟୁଷ । ।
କହିଲେ, ହୁଅ ମହାସତୀ । ଜଗତେ ରହୁ ସତୀ ଖ୍ୟାତି । ।

ଆଜିଠୁ ମାତ୍ର ଏକ ବର୍ଷ । ରହିଛି ତାହାର ଆୟୁଷ । ।
ଶୁଣ ହେରାଜା ଅଶ୍ୱପତି । ଅନ୍ୟରେ ନବଳାଅ ମତି । ।

ଆୟୁଷ ଯେବେ ଯିବ ପୂରି । କି ହେବ ପ୍ରତିକାର କରି । ।
ସାବିତ୍ରୀ ସଙ୍ଗେ ସତ୍ୟବାନ । କର ବିବାହ ଆୟୋଜନ । ।

ଶୁଣ ହେ ରାଜା ଅଶ୍ୱପତି । ଯାହାକୁ ବରିଛି ସାବିତ୍ରୀ । ।
ସର୍ବ କୁଶଳେ ଥାଅ ରହି । ନାରଦ ଗଲେ ଦୂର ହୋଇ । ।

ରାଜାଙ୍କ ମଥା ଗଲା ଘୂରି । ଝିଅକୁ କହିଲେ ସେ ଧରି । ।
ଶୁଭ ଲଗ୍ନରେ ଆନନ୍ଦରେ । ସତ୍ୟବାନଙ୍କ ସଙ୍ଗତରେ । ।

ଜାଣୁ ଜାଣୁ ମୁଁ ତୋ ସିନ୍ଦୂର । ଦେଖିବି ନାହିଁ ଲିଭିବାର । ।
ସାବିତ୍ରୀଙ୍କର ହସ୍ତଗଣ୍ଠି । ପଡ଼ିଲା ଧର୍ମ ସାକ୍ଷୀ ରଖି । ।

ଏଥିକୁ କର ପ୍ରତିକାର । ସିଦ୍ଧାନ୍ତ କର ଅନ୍ୟ ବର । ।
ବିତାଇ ତହିଁ କେତେ ଦିନ । ସାବିତ୍ରୀ ସଙ୍ଗେ ସତ୍ୟବାନ । ।

ନାରଦ ମୁନିଙ୍କୁ ସାବିତ୍ରୀ । କହିଲେ ଶୁଣ ମୋ ନିଷ୍ପତ୍ତି । ।
ଗୁରୁଜନଙ୍କୁ ପ୍ରଣମିଲେ । ବନ ପଥରେ ଚଳିଗଲେ । ।

ମନରେ ଯାହାଙ୍କୁ ବରିଛି । ତାଙ୍କୁ ମୁଁ ସ୍ୱାମୀ ବିଚାରିଛି । ।
ଶାଶୁ ଶ୍ୱଶୁର ସେବା କରି । ସ୍ୱାମୀ ସଙ୍ଗତେ ସୁକୁମାରୀ । ।

ମାତ୍ରକ ଅଛି ଲୋକାଚାର । ମୁଁ ହେବି କନ୍ୟା ସିଏ ବର । ।
ଆନନ୍ଦେ ଦିନ ବିତାଇଲେ । ସ୍ନେହ ପ୍ରେମରେ ବୁଡ଼ିଗଲେ । ।

ଅନ୍ୟ ପୁରୁଷେ ମନ ଦେଲେ । ଦୋଚାରୁଣୀ ମୁଁ ହେବି ଭଲେ । ।
ଏମିତି କିଛିଦିନ ଗଲା । ଶେଷ ସମୟ ଆସି ହେଲା । ।

ବିଧବା ପଛେ ହେବି ମୁହିଁ । ଅସତୀ କେବେ ହେବି ନାହିଁ । ।
ନାରଦ ଯାହା କହିଥିଲେ । ସାବିତ୍ରୀ ମନେ ରଖିଥିଲେ । ।

ସାବତ୍ରୀ ବାକ୍ୟ ଶୁଣି ଯତି । ହୋଇଲେ ଆନନ୍ଦିତ ଅତି । ।
ରହିଲା ଆଉ ଚାରି ଦିନ । ମୃତ୍ୟୁ ଲଭିବେ ସତ୍ୟବାନ । ।

କହିଲେ, ହୁଅ ମହାସତୀ । ଜଗତେ ରହୁ ସତୀ ଖ୍ୟାତି । ।
ସତୀ ନାରୀର ପ୍ରଭୁ ସାହା । ବିପଦେ ବନ୍ଧୁ ଚଉବାହା । ।

ଶୁଣ ହେରାଜା ଅଶ୍ୱପତି । ଅନ୍ୟରେ ନବଳାଅ ମତି । ।
ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ । ମାଗନ୍ତି ଯାର ଅନୁଗ୍ରହ । ।

ସାବିତ୍ରୀ ସଙ୍ଗେ ସତ୍ୟବାନ । କର ବିବାହ ଆୟୋଜନ । ।
ସେ ପ୍ରଭୁ ଜୀବର ରକ୍ଷକ । ଜନ୍ମ ମରଣ ନିୟନ୍ତ୍ରକ । ।

ସର୍ବ କୁଶଳେ ଥାଅ ରହି । ନାରଦ ଗଲେ ଦୂର ହୋଇ । ।
ଚିତ୍ତେ ସାବିତ୍ରୀ କରି ଧ୍ୟାନ । ପୂଜିଲେ ଲକ୍ଷ୍ମୀ ନରାୟଣ । ।

ଶୁଭ ଲଗ୍ନରେ ଆନନ୍ଦରେ । ସତ୍ୟବାନଙ୍କ ସଙ୍ଗତରେ । ।
ବଣରୁ ଫଳମୂଳ ଆଣି । ସାବିତ୍ରୀ ଛଡ଼ାଇଲେ ପାଣି । ।

ସାବିତ୍ରୀଙ୍କର ହସ୍ତଗଣ୍ଠି । ପଡ଼ିଲା ଧର୍ମ ସାକ୍ଷୀ ରଖି । ।
ଦେଲେ ସେ ବ୍ରାହ୍ମଣ ଭୋଜନ । ଦାନ ଦକ୍ଷିଣା ବିଧିମାନ । ।

ବିତାଇ ତହିଁ କେତେ ଦିନ । ସାବିତ୍ରୀ ସଙ୍ଗେ ସତ୍ୟବାନ । ।
ସପରିବାର ଭୁଞ୍ଜାଇଲେ । ନିଜେ ସେ ଉପବାସ କଲେ । ।

ଗୁରୁଜନଙ୍କୁ ପ୍ରଣମିଲେ । ବନ ପଥରେ ଚଳିଗଲେ । ।
ତୁେ¨ ଉଚ୍ଚାରି ପ୍ରଭୁ ନାମ । ଦେଲେ ବିତାଇ ତିନିଦିନ । ।

ଶାଶୁ ଶ୍ୱଶୁର ସେବା କରି । ସ୍ୱାମୀ ସଙ୍ଗତେ ସୁକୁମାରୀ । ।
ହୋଇଲା ଜ୍ୟେଷ୍ଠ ଅମାବାସ୍ୟା । ସାବିତ୍ରୀ ମୁଖେ ନାହିଁ ଭାଷା । ।

ଆନନ୍ଦେ ଦିନ ବିତାଇଲେ । ସ୍ନେହ ପ୍ରେମରେ ବୁଡ଼ିଗଲେ । ।
କୁଠାର ହସ୍ତେ ସତ୍ୟବାନ । କହିଲେ ବନେ ଯିବି ଜାଣ । ।

ଏମିତି କିଛିଦିନ ଗଲା । ଶେଷ ସମୟ ଆସି ହେଲା । ।
ସଂଗ୍ରହ କଲେ କାଠଭାର । ଚଳିବା ସିନା ଏ ସଂସାର । ।

ନାରଦ ଯାହା କହିଥିଲେ । ସାବିତ୍ରୀ ମନେ ରଖିଥିଲେ । ।
କହିଲେ ସାବିତ୍ରୀ ବୁଝାଇ । ଏକାକୀ ଆଜି ଯାଅ ନାହିଁ । ।

ରହିଲା ଆଉ ଚାରି ଦିନ । ମୃତ୍ୟୁ ଲଭିବେ ସତ୍ୟବାନ । ।
ଆଦେଶ କର ଏ ଦାସୀରେ । ଯିବାକୁ ତମ ସଙ୍ଗତରେ । ।

ସତୀ ନାରୀର ପ୍ରଭୁ ସାହା । ବିପଦେ ବନ୍ଧୁ ଚଉବାହା । ।
ହସି କହିଲେ ସତ୍ୟବାନ । ବଡ଼ ଦୁର୍ଗମ ଘୋର ବନ । ।

ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ । ମାଗନ୍ତି ଯାର ଅନୁଗ୍ରହ । ।
ଉପାସେ ତୁମେ ଅଛ ରହି । ଯିବାକୁ ତୁମ ଶାକ୍ତିନାହିଁ । ।

ସେ ପ୍ରଭୁ ଜୀବର ରକ୍ଷକ । ଜନ୍ମ ମରଣ ନିୟନ୍ତ୍ରକ । ।
କହିଲେ ସାବିତ୍ରୀ ବୁଝାଇ । ତୁମେ ଶରୀର ମୁଁ ଯେ ଛାଇ । ।

ଚିତ୍ତେ ସାବିତ୍ରୀ କରି ଧ୍ୟାନ । ପୂଜିଲେ ଲକ୍ଷ୍ମୀ ନରାୟଣ । ।
ଶରୀର ମଧ୍ୟେ ଶକ୍ତି ଥାଏ । ଛାଇ ତା' ସାଥେ ସାଥେ ଯାଏ । ।

ବଣରୁ ଫଳମୂଳ ଆଣି । ସାବିତ୍ରୀ ଛଡ଼ାଇଲେ ପାଣି । ।
ନୀରବ ହେଲେ ସତ୍ୟବାନ । ମଉନ ସମ୍ମତି ଲକ୍ଷଣ । ।

ଦେଲେ ସେ ବ୍ରାହ୍ମଣ ଭୋଜନ । ଦାନ ଦକ୍ଷିଣା ବିଧିମାନ । ।
ଶାଶୁ ଶ୍ୱଶୁର ଆଜ୍ଞା ନେଇ । ସାବିତ୍ରୀ ଗଲେ ସାଥି ହୋଇ ।।

ସପରିବାର ଭୁଞ୍ଜାଇଲେ । ନିଜେ ସେ ଉପବାସ କଲେ । ।
ଘୋର ବନରେ ସତ୍ୟବାନ । କରିଲେ ବୃକ୍ଷ ଆରୋହଣ । ।

ତୁେ¨ ଉଚ୍ଚାରି ପ୍ରଭୁ ନାମ । ଦେଲେ ବିତାଇ ତିନିଦିନ । ।
କାଠ ହାଣିବା ସରି ନାହିଁ । ଆସିଲେ ବୃକ୍ଷରୁ ଓହ୍ଲାଇ । ।

ହୋଇଲା ଜ୍ୟେଷ୍ଠ ଅମାବାସ୍ୟା । ସାବିତ୍ରୀ ମୁଖେ ନାହିଁ ଭାଷା । ।
କହିଲେ ଶୁଣ ପ୍ରାଣ ସହି । ମଥା ମୋ ଦେଉଛି ଘୂରାଇ । ।

କୁଠାର ହସ୍ତେ ସତ୍ୟବାନ । କହିଲେ ବନେ ଯିବି ଜାଣ । ।
ଦିଶୁଛି ସବୁ ଅନ୍ଧକାର । ଚାଲିବା ଶକ୍ତି ନାହିଁ ମୋର । ।

ସଂଗ୍ରହ କଲେ କାଠଭାର । ଚଳିବା ସିନା ଏ ସଂସାର । ।
ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ । ଭୂମିରେ ପାରିଲେ ପଣତ । ।

କହିଲେ ସାବିତ୍ରୀ ବୁଝାଇ । ଏକାକୀ ଆଜି ଯାଅ ନାହିଁ । ।
ସ୍ୱାମୀଙ୍କ ମଥା କୋଳେ ରଖି । ବସି ନିମିଷେ ଗଲେ ଶଙ୍କି । ।

ଆଦେଶ କର ଏ ଦାସୀରେ । ଯିବାକୁ ତମ ସଙ୍ଗତରେ । ।
ସହଜେ ଘୋରବନ ସେହି । ସାହା ଭରସା ନାହିଁ କେହି । ।

ହସି କହିଲେ ସତ୍ୟବାନ । ବଡ଼ ଦୁର୍ଗମ ଘୋର ବନ । ।
ହେବ କି ମୁନି ବାକ୍ୟ ସତ୍ୟ । ହେବ କି ଶୂନ୍ୟ ଏ ସୀମନ୍ତ । ।

ଉପାସେ ତୁମେ ଅଛ ରହି । ଯିବାକୁ ତୁମ ଶାକ୍ତିନାହିଁ । ।
ଏକାଳେ ପୁଣି ସ୍ୟବାନ । ନୀରବେ ମୁଦିଲେ ନୟନ । ।

କହିଲେ ସାବିତ୍ରୀ ବୁଝାଇ । ତୁମେ ଶରୀର ମୁଁ ଯେ ଛାଇ । ।
ଡାକିଲେ ନଦେଲେ ଉତ୍ତର । ନାହିଁ ଲକ୍ଷଣ ଜୀବନର । ।

ଶରୀର ମଧ୍ୟେ ଶକ୍ତି ଥାଏ । ଛାଇ ତା' ସାଥେ ସାଥେ ଯାଏ । ।
ସାବିତ୍ରୀ କରିଲେ ରୋଦନ । କମ୍ପିଲଲା ବିଜନ କାନନ । ।

ନୀରବ ହେଲେ ସତ୍ୟବାନ । ମଉନ ସମ୍ମତି ଲକ୍ଷଣ । ।
ସ୍ୱାମୀଙ୍କ ଗୁଣ ନ ବାହୁନି । ଡାକିଲେ ରଖ ଚକ୍ରପାଣି । ।

ଶାଶୁ ଶ୍ୱଶୁର ଆଜ୍ଞା ନେଇ । ସାବିତ୍ରୀ ଗଲେ ସାଥି ହୋଇ ।।
ଏକାଳେ ଦେବ ମୂର୍ତ୍ତିଟିଏ । ହୋଇଲେ ଉଭା ଛାୟା ପ୍ରାୟେ । ।

ଘୋର ବନରେ ସତ୍ୟବାନ । କରିଲେ ବୃକ୍ଷ ଆରୋହଣ । ।
ଚକିତେ ସାବିତ୍ରୀ ଚାହିଁଲେ । କିଏ ସେ ବୋଲି ପଚାରିଲେ । ।

କାଠ ହାଣିବା ସରି ନାହିଁ । ଆସିଲେ ବୃକ୍ଷରୁ ଓହ୍ଲାଇ । ।
କହିଲେ ଜ୍ୟୋତିର୍ମୟ ମୂର୍ତ୍ତି । ମୁଁ ଅଟେ ନିଜେ ଜନ୍ତୁପତି । ।

କହିଲେ ଶୁଣ ପ୍ରାଣ ସହି । ମଥା ମୋ ଦେଉଛି ଘୂରାଇ । ।
ଯମ ମୁଁ ମୃତ୍ୟୁର ଦେବତା । ଅସହ୍ୟ ମୋର ନିଷ୍ଠୁରତା । ।

ଦିଶୁଛି ସବୁ ଅନ୍ଧକାର । ଚାଲିବା ଶକ୍ତି ନାହିଁ ମୋର । ।
ଯାହାର ଆୟୁ ଶେଷ ହୁଏ । ପୁରକୁ ମୋର ଯାଏ ସିଏ । ।

ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ । ଭୂମିରେ ପାରିଲେ ପଣତ । ।
ପଠାଇ ମୋର ଦୂତଗଣ । ନିଏ ମୁଁ ତାକୁ ତତକ୍ଷଣ । ।

ସ୍ୱାମୀଙ୍କ ମଥା କୋଳେ ରଖି । ବସି ନିମିଷେ ଗଲେ ଶଙ୍କି । ।
ଯେହେତୁ ତୁମେ ମହାସତୀ । କୋଳେ ଧରିଛ ମୃତ ପତି । ।

ସହଜେ ଘୋରବନ ସେହି । ସାହା ଭରସା ନାହିଁ କେହି । ।
ତୁମକୁ ଡରି ଦୂତ ମୋର । ବାହୁଡ଼ି ଗଲେ ମୋର ପୁର । ।

ହେବ କି ମୁନି ବାକ୍ୟ ସତ୍ୟ । ହେବ କି ଶୂନ୍ୟ ଏ ସୀମନ୍ତ । ।
ସତ୍ୟବାନର ପ୍ରାଣ ପାଇଁ । ଆସିଛି ଏବେ ନିଜେ ମୁହିଁ । ।

ଏକାଳେ ପୁଣି ସ୍ୟବାନ । ନୀରବେ ମୁଦିଲେ ନୟନ । ।
ଆୟୁଷ ତାର ହେଲା ଶେଷ । ନେବାରେ ମୋର ନାହିଁ ଦୋଷ । ।

ଡାକିଲେ ନଦେଲେ ଉତ୍ତର । ନାହିଁ ଲକ୍ଷଣ ଜୀବନର । ।
ସାବିତ୍ରୀ କରିଲେ ମିନତି । ଦୟା କର ହେ ଜନ୍ତୁପତି । ।

ସାବିତ୍ରୀ କରିଲେ ରୋଦନ । କମ୍ପିଲଲା ବିଜନ କାନନ । ।
ସ୍ୱାମୀଙ୍କ ପ୍ରାଣ ଗଲେ ନେଇ । ବଞ୍ଚିବି କାହା ମୁଖ ଚାହିଁ । ।

ସ୍ୱାମୀଙ୍କ ଗୁଣ ନ ବାହୁନି । ଡାକିଲେ ରଖ ଚକ୍ରପାଣି । ।
ଯମ କହିଲେ ଶୁଣ ସତୀ । ଜନ୍ମିଥିଲେ ତ ମୃତ୍ୟୁ ଅଛି । ।

ଏକାଳେ ଦେବ ମୂର୍ତ୍ତିଟିଏ । ହୋଇଲେ ଉଭା ଛାୟା ପ୍ରାୟେ । ।
ସହଜେ ମୃତ୍ୟୁଦେବ ମୁହିଁ । ଦୟାର ମାନେ ନଜାଣଇ । ।

ଚକିତେ ସାବିତ୍ରୀ ଚାହିଁଲେ । କିଏ ସେ ବୋଲି ପଚାରିଲେ । ।
ସତ୍ୟବାନଙ୍କ ପ୍ରାଣ ନେଇ । ଗଲେ ଯେ ଯମ ଦୂର ହୋଇ । ।

କହିଲେ ଜ୍ୟୋତିର୍ମୟ ମୂର୍ତ୍ତି । ମୁଁ ଅଟେ ନିଜେ ଜନ୍ତୁପତି । ।
ଫେରି ଚାହିଁଲେ ଖେ¨ ଦୂରେ । ସାବିତ୍ରୀ ଆସନ୍ତି ପଛରେ । ।

ଯମ ମୁଁ ମୃତ୍ୟୁର ଦେବତା । ଅସହ୍ୟ ମୋର ନିଷ୍ଠୁରତା । ।
ଯମ କହିଲେ ହେଲ ବାଇ । ବୃଥାରେ ଆସ କାହିଁପାଇଁ । ।

ଯାହାର ଆୟୁ ଶେଷ ହୁଏ । ପୁରକୁ ମୋର ଯାଏ ସିଏ । ।
ସାବିତ୍ରୀ କହିଲେ ଗୋସାଇଁ । ସ୍ୱାମୀଙ୍କ ପଥେ ଯାତ୍ରୀ ମୁହିଁ । ।

ପଠାଇ ମୋର ଦୂତଗଣ । ନିଏ ମୁଁ ତାକୁ ତତକ୍ଷଣ । ।
ସତୀନାରୀ ମୁଁ ପତିବ୍ରତା । ନାହିଁ ମୋ ଆଉ ଅନ୍ୟ ରାସ୍ତା । ।

ଯେହେତୁ ତୁମେ ମହାସତୀ । କୋଳେ ଧରିଛ ମୃତ ପତି । ।
ତୁମେ ତ ନିଜେ ର୍ମରାଜ । ଏତିକି କଥା ମନେ ହେଜ । ।

ତୁମକୁ ଡରି ଦୂତ ମୋର । ବାହୁଡ଼ି ଗଲେ ମୋର ପୁର । ।
ଯମ କହିଲେ ଶୁଣ ସତୀ । ସନ୍ତୁଷ୍ଟ ହେଲି ତୁମ ପ୍ରତି । ।

ସତ୍ୟବାନର ପ୍ରାଣ ବିନାପାଇଁଯେଆସିଛି ବରଏବେ ମାଗନିଜେ ହେବ ଘେନାମୁହିଁ । ।

ଆୟୁଷ ତାର ହେଲା ଶେଷ । ନେବାରେ ମୋର ନାହିଁ ଦୋଷ । ।
ସାବିତ୍ରୀ ମାଗିନେଲେ ବର । ଅନ୍ଧ ଅଟନ୍ତି ମୋ ଶ୍ୱଶୁର । ।

ସାବିତ୍ରୀ କରିଲେ ମିନତି । ଦୟା କର ହେ ଜନ୍ତୁପତି । ।
ଲଭନ୍ତୁ ଦୃଷ୍ଟି ଶକ୍ତି ସେହି । ମାଗୁଛି ଏହି ବର ମୁହିଁ । ।

ସ୍ୱାମୀଙ୍କ ପ୍ରାଣ ଗଲେ ନେଇ । ବଞ୍ଚିବି କାହା ମୁଖ ଚାହିଁ । ।
'ତଥାସ୍ତୁ' କହି ଯମ ଧୀରେ । ଚଳିଲେ ମଇଁଷି ପିଠିରେ । ।

ଯମ କହିଲେ ଶୁଣ ସତୀ । ଜନ୍ମିଥିଲେ ତ ମୃତ୍ୟୁ ଅଛି । ।
ଦେଖିଲେ କିଛି ବାଟ ଯାଇ । ସାବିତ୍ରୀ ପିଛା ଛାଡୁନାହିଁ । ।

ସହଜେ ମୃତ୍ୟୁଦେବ ମୁହିଁ । ଦୟାର ମାନେ ନଜାଣଇ । ।
କହିଲେ ଯମ ଦେଲି ବର । ପୁଣି କିମ୍ପାସଇଁ ପିଛା କର । ।

ସତ୍ୟବାନଙ୍କ ପ୍ରାଣ ନେଇ । ଗଲେ ଯେ ଯମ ଦୂର ହୋଇ । ।
ସାବିତ୍ରୀ କହିଲେ ଗୋସାଇଁ । କି ପୁଣ୍ୟ କରିଥିଲି ମୁହିଁ । ।

ଫେରି ଚାହିଁଲେ ଖେ¨ ଦୂରେ । ସାବିତ୍ରୀ ଆସନ୍ତି ପଛରେ । ।
ଦେଖିଲି ତୁମକୁ ନୟନେ । ଧନ୍ୟ ହୋଇଲି ଏ ଜୀବନେ । ।

ଯମ କହିଲେ ହେଲ ବାଇ । ବୃଥାରେ ଆସ କାହିଁପାଇଁ । ।
ତୁମକୁ ଛାଡ଼ି ଯିବାପାଇଁ । ମନ ତ ମୋର ବଳୁନାହିଁ । ।

ସାବିତ୍ରୀ କହିଲେ ଗୋସାଇଁ । ସ୍ୱାମୀଙ୍କ ପଥେ ଯାତ୍ରୀ ମୁହିଁ । ।
ସେପାଇଁ ଚାଲିଛି ମୁଁ ପଛେ । ଦୋଷ ଦେଉଛ ମୋତେ ମିଛେ । ।

ସତୀନାରୀ ମୁଁ ପତିବ୍ରତା । ନାହିଁ ମୋ ଆଉ ଅନ୍ୟ ରାସ୍ତା । ।
ଶୁଣି ଆନନ୍ଦେ ଯମଦେବ । କହିଲେ ଆନ ବର ମାଗ । ।

ତୁମେ ତ ନିଜେ ର୍ମରାଜ । ଏତିକି କଥା ମନେ ହେଜ । ।
ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା । ।

ଯମ କହିଲେ ଶୁଣ ସତୀ । ସନ୍ତୁଷ୍ଟ ହେଲି ତୁମ ପ୍ରତି । ।
ସାବିତ୍ରୀ କହିଲେ ହେ ଦେବ । ଶ୍ୱଶୁରଙ୍କ ହେଉ ରାଜ୍ୟଲାଭ । ।

ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା । ।
'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ପୁଣି ପିଛା କଲେ । ।

ସାବିତ୍ରୀ ମାଗିନେଲେ ବର । ଅନ୍ଧ ଅଟନ୍ତି ମୋ ଶ୍ୱଶୁର । ।
ପଛକୁ ପୁଣି ଚାହିଁ ଯମ । କହିଲେ ଏ ବଡ଼ ବିଷମ । ।

ଲଭନ୍ତୁ ଦୃଷ୍ଟି ଶକ୍ତି ସେହି । ମାଗୁଛି ଏହି ବର ମୁହିଁ । ।
ଦେଲି ତୁମକୁ ବେନି ବର । କାହିଁକି ପୁଣି ପିଛା କର । ।

'ତଥାସ୍ତୁ' କହି ଯମ ଧୀରେ । ଚଳିଲେ ମଇଁଷି ପିଠିରେ । ।
ବିନୟେ କହିଲେ ସାବିତ୍ରୀ । ତୁମେ ଯେ ନ୍ୟାୟବନ୍ତ ଅତି । ।

ଦେଖିଲେ କିଛି ବାଟ ଯାଇ । ସାବିତ୍ରୀ ପିଛା ଛାଡୁନାହିଁ । ।
ନ୍ୟାୟ ତ ଦେଲନାହିଁ ମୋତେ । ତୁମକୁ ଛାଡ଼ିବି କେମନ୍ତେ । ।

କହିଲେ ଯମ ଦେଲି ବର । ପୁଣି କିମ୍ପାସଇଁ ପିଛା କର । ।
ଶ୍ୱଶୁର ସିନା ହେବେ ସୁଖୀ । ପିତା ଯେ ମୋର ବଡ଼ ଦୁଃଖୀ । ।

ସାବିତ୍ରୀ କହିଲେ ଗୋସାଇଁ । କି ପୁଣ୍ୟ କରିଥିଲି ମୁହିଁ । ।
ଦୁହିତା ଦୁଇ କୁଳେ ହିତା । ସେ ପାଇଁ ମୋର ବଡ଼ ଚିନ୍ତା । ।

ଦେଖିଲି ତୁମକୁ ନୟନେ । ଧନ୍ୟ ହୋଇଲି ଏ ଜୀବନେ । ।
ତାଙ୍କ ଔରସୁ ଶତପୁତ୍ର । ଜନ୍ମି ରଖନ୍ତୁ ବଂଶ ଗୋତ୍ର । ।

ତୁମକୁ ଛାଡ଼ି ଯିବାପାଇଁ । ମନ ତ ମୋର ବଳୁନାହିଁ । ।
ମାଗୁଛି ଏହି ବର ମୁହିଁ । ବିଚାର ନ୍ୟାୟ ଧର୍ମ ତୁହି । ।

ସେପାଇଁ ଚାଲିଛି ମୁଁ ପଛେ । ଦୋଷ ଦେଉଛ ମୋତେ ମିଛେ । ।
ପିତା ଶ୍ୱଶୁର ଦୁହେଁ ଏକା । ମାଗୁଛି ତେଣୁ ଏହି ଭିକ୍ଷା । ।

ଶୁଣି ଆନନ୍ଦେ ଯମଦେବ । କହିଲେ ଆନ ବର ମାଗ । ।
'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ନଛାଡ଼ନ୍ତି ଭଲେ । ।

ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା । ।
ପୁଣି ଚାଲିଲେ ପଛେ ପଛେ । ଛାୟା ଯେମିତି କାୟା ସାଥେ । ।

ସାବିତ୍ରୀ କହିଲେ ହେ ଦେବ । ଶ୍ୱଶୁରଙ୍କ ହେଉ ରାଜ୍ୟଲାଭ । ।
ପଚକୁ ଚାହିଁ ଯମ ରାଜା । କହିଲେ ଏବେ ଯା ଫେରିଯା' । ।

'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ପୁଣି ପିଛା କଲେ । ।
ସତୀତ୍ୱ ବଳେ ଏତେ ପଥ । ଆସିଲ ତୁମେ ଏହା ସତ୍ୟ । ।

ପଛକୁ ପୁଣି ଚାହିଁ ଯମ । କହିଲେ ଏ ବଡ଼ ବିଷମ । ।
ଏପାରି ଶେଷ ସୀମା ଏହି । ତୁମେ ହେଲ ମରଦେହୀ । ।

ଦେଲି ତୁମକୁ ବେନି ବର । କାହିଁକି ପୁଣି ପିଛା କର । ।
ସେପାରି ସୀମା ଛୁଇଁବାକୁ । କେହି ଯେ ନଦେବେ ତୁମକୁ । ।

ବିନୟେ କହିଲେ ସାବିତ୍ରୀ । ତୁମେ ଯେ ନ୍ୟାୟବନ୍ତ ଅତି । ।
ଏଠାରୁ ହେବି ଅନ୍ତର୍ଦ୍ଧାନ । ସେ ପାରି ଅଟେ ମହାଶୂନ୍ୟ । ।

ପାଇବନ୍ୟାୟ ନାହିଁ ଆଉଦେଲନାହିଁ ମୋତେ । ଫେରିଯା'ତୁମକୁ ସତୀଛାଡ଼ିବି ନିଜ ପଥେକେମନ୍ତେ । ।

ଶ୍ୱଶୁର ସିନା ହେବେ ସୁଖୀ । ପିତା ଯେ ମୋର ବଡ଼ ଦୁଃଖୀ । ।
ସାବିତ୍ରୀ କହିଲେ ଠାକୁରେ । କିଲାଭ ଏହି ଜୀବନରେ । ।

ଦୁହିତା ଦୁଇ କୁଳେ ହିତା । ସେ ପାଇଁ ମୋର ବଡ଼ ଚିନ୍ତା । ।
ବୁଝେନା ଏପାରି ସେପାରି । କାହିଁକି ଅବା ଯିବି ଫେରି । ।

ତାଙ୍କ ଔରସୁ ଶତପୁତ୍ର । ଜନ୍ମି ରଖନ୍ତୁ ବଂଶ ଗୋତ୍ର । ।
ସୂର୍ଯ୍ୟଙ୍କ ପୁତ୍ର ତୁମେ ନିଜେ । ଦିଅ ହେ ଜାଳି ତୁମ ତେଜେ । ।

ମାଗୁଛି ଏହି ବର ମୁହିଁ । ବିଚାର ନ୍ୟାୟ ଧର୍ମ ତୁହି । ।
ନହେଲେ ହୋଇବ ପ୍ରଘଟ । ଆଣିଲ ତୁମେ ଏତେ ବାଟ । ।

ପିତା ଶ୍ୱଶୁର ଦୁହେଁ ଏକା । ମାଗୁଛି ତେଣୁ ଏହି ଭିକ୍ଷା । ।
ଗୋଟିକୁ ଗୋଟି ବର ଦେଇ । ମାୟାରେ ଆଣିଲ କଢ଼ାଇ । ।

'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ନଛାଡ଼ନ୍ତି ଭଲେ । ।
ଅବଳା ପ୍ରତି ଅବିଚାର । ନୁହେଁ ତ ଉଚିତ ବେଭାର । ।

ପୁଣି ଚାଲିଲେ ପଛେ ପଛେ । ଛାୟା ଯେମିତି କାୟା ସାଥେ । ।
ଶୁଣି ବିଚାର କଲେ ଯମ । ଏ କଥା ହେଲାଣି ବିଷମ । ।

ପଚକୁ ଚାହିଁ ଯମ ରାଜା । କହିଲେ ଏବେ ଯା ଫେରିଯା' । ।
କହିଲେ ଶୁଣ ନାରୀବର । ଚତୁର୍ଥ ବର ମାଗିପାର । ।

ସତୀତ୍ୱ ବଳେ ଏତେ ପଥ । ଆସିଲ ତୁମେ ଏହା ସତ୍ୟ । ।
ସତ୍ୟବାନର ପ୍ରାଣ ବିନା । ଯାହା ମାଗିବ ହେବ ଘେନା । ।

ଏପାରି ଶେଷ ସୀମା ଏହି । ତୁମେ ହେଲ ମରଦେହୀ । ।
ଆଉ ମୁଁ କିଛି ନଶୁଣିବି । ତୁରନ୍ତ ମାଗ ଚାଲିଯିବି । ।

ସେପାରି ସୀମା ଛୁଇଁବାକୁ । କେହି ଯେ ନଦେବେ ତୁମକୁ । ।
ଯମ ଯେ ହେଲେ ତରବର । ସାବିତ୍ରୀ ମାଗି ଦେଲେ ବର । ।

ଏଠାରୁ ହେବି ଅନ୍ତର୍ଦ୍ଧାନ । ସେ ପାରି ଅଟେ ମହାଶୂନ୍ୟ । ।
ସ୍ୱାମୀଙ୍କ ଔରସରୁ ମୋର । ହୁଅନ୍ତୁ ଶହେଟି କୁମର । ।

ପାଇବ ନାହିଁ ଆଉ ମୋତେ । ଫେରିଯା' ସତୀ ନିଜ ପଥେ । ।
'ତଥାସ୍ତୁ' ବୋଲି ଯମ କହି । ଚାଲିଲେ ଆଗକୁ ମୁହାଁଇ । ।

ସାବିତ୍ରୀ କହିଲେ ଠାକୁରେ । କିଲାଭ ଏହି ଜୀବନରେ । ।
ପଛରେ ଧାଇଁଲେ ସାବିତ୍ରୀ । ଚକିତ ହେଲେ ଯମ ଦେଖି । ।

ବୁଝେନା ଏପାରି ସେପାରି । କାହିଁକି ଅବା ଯିବି ଫେରି । ।
କ୍ତ୍ସୋରାଧରେ କହିଲେ ବଚନ । ସରିଛି ମୋର ବରଦାନ । ।

ସୂର୍ଯ୍ୟଙ୍କ ପୁତ୍ର ତୁମେ ନିଜେ । ଦିଅ ହେ ଜାଳି ତୁମ ତେଜେ । ।
ବୃଥାରେ ଆସ କାହିଁପାଇଁ । ମୋଠାରେ ପ୍ରୟୋଜନ ନାହିଁ । ।

ନହେଲେ ହୋଇବ ପ୍ରଘଟ । ଆଣିଲ ତୁମେ ଏତେ ବାଟ । ।
କହୁଛି ଶେଷକଥା ମୋର । ତୁରନ୍ତ ଫେରିଯାଅ ଘର । ।

ଗୋଟିକୁ ଗୋଟି ବର ଦେଇ । ମାୟାରେ ଆଣିଲ କଢ଼ାଇ । ।
ମୋ କଥା କରିଲେ ଅମାନ୍ୟ । ଭୋଗିବ ତାର ପରିଣାମ । ।

ଅବଳା ପ୍ରତି ଅବିଚାର । ନୁହେଁ ତ ଉଚିତ ବେଭାର । ।
ବିନୟେ ସାବିତ୍ରୀ କହିଲେ । ମୋ କଥା ଶୁଣଟିକେ ଭଲେ । ।

ଶୁଣି ବିଚାର କଲେ ଯମ । ଏ କଥା ହେଲାଣି ବିଷମ । ।
ତୁମେ ଯେ ସଂଯମୀ ପୁରୁଷ । ଶୋଭେନା ତୁମଠାରେ ରୋଷ । ।

କହିଲେ ଶୁଣ ନାରୀବର । ଚତୁର୍ଥ ବର ମାଗିପାର । ।
ବିଜ ବଚନ ନିଜେ ଭୁଲି । କହୁଛ ଯିବାପାଇଁ ଚାଲି । ।

ସତ୍ୟବାନର ପ୍ରାଣ ବିନା । ଯାହା ମାଗିବ ହେବ ଘେନା । ।
ସତ୍ୟ ହାରିବ ତୁମେ ଯେବେ । କି ଯଶ ଅରଯିବ ତେବେ । ।

ଆଉ ମୁଁ କିଛି ନଶୁଣିବି । ତୁରନ୍ତ ମାଗ ଚାଲିଯିବି । ।
ସ୍ୱାମୀଙ୍କ ଔରସରୁ ମୋର । ଜନ୍ମ ନେବେ ଶହେ କୁମର । ।

ଯମ ଯେ ହେଲେ ତରବର । ସାବିତ୍ରୀ ମାଗି ଦେଲେ ବର । ।
ଏ ବର ତୁମେ ତ ଦେଇଛ । ସ୍ୱାମୀଙ୍କ ପ୍ରାଣ ନେଉଅଛ । ।

ସ୍ୱାମୀଙ୍କ ଔରସରୁ ମୋର । ହୁଅନ୍ତୁ ଶହେଟି କୁମର । ।
ମୁଁ ଯେ ଅଟଇ ସତୀନାରୀ । ସମ୍ଭବ ହୋଇବ କିପରି । ।

'ତଥାସ୍ତୁ' ବୋଲି ଯମ କହି । ଚାଲିଲେ ଆଗକୁ ମୁହାଁଇ । ।
ବରିବି କିବା ଆନ ପତି । ଉତ୍ତର ଦିଅ ଜନ୍ତୁପତି । ।

ପଛରେ ଧାଇଁଲେ ସାବିତ୍ରୀ । ଚକିତ ହେଲେ ଯମ ଦେଖି । ।
ଯମ ଯେ ହୋଇଲେ ଚକିତ । କେମିତି ହାରିବେ ସେ ସତ୍ୟ । ।

କ୍ତ୍ସୋରାଧରେ କହିଲେ ବଚନ । ସରିଛି ମୋର ବରଦାନ । ।
ସେହି ସତ୍ୟର ରକ୍ଷାପାଇଁ । ଯମ ଯେ ନିରୁପାୟ ହୋଇ । ।

ବୃଥାରେ ଆସ କାହିଁପାଇଁ । ମୋଠାରେ ପ୍ରୟୋଜନ ନାହିଁ । ।
କହିଲେ ସାବିତ୍ରୀଙ୍କୁ ଚାହିଁ । ତୁମର ଜୟ ଅଛି ହୋଇ । ।

କହୁଛି ଶେଷକଥା ମୋର । ତୁରନ୍ତ ଫେରିଯାଅ ଘର । ।
ତୁମର ସତୀତ୍ୱ ବଳରେ । ଜିତିଲ ଏ ମହୀ ତଳରେ । ।

ମୋ କଥା କରିଲେ ଅମାନ୍ୟ । ଭୋଗିବ ତାର ପରିଣାମ । ।
ବିଷ୍ଣୁ ଯେମିତି ମାୟା ବଳେ । ମୋହିତ କରନ୍ତି ସକଳେ । ।

ବିନୟେ ସାବିତ୍ରୀ କହିଲେ । ମୋ କଥା ଶୁଣଟିକେ ଭଲେ । ।
ସେମିତି ସତୀତ୍ୱ ମାୟାରେ । ମୋହିତ ହେଲି ତୁମଠାରେ । ।

ତୁମେ ଯେ ସଂଯମୀ ପୁରୁଷ । ଶୋଭେନା ତୁମଠାରେ ରୋଷ । ।
ପରୋକ୍ଷେ ସତ୍ୟବାନ ପ୍ରାଣ । ତୁମେ ତ ମାଗିନେଲ ଜାଣ । ।

ବିଜ ବଚନ ନିଜେ ଭୁଲି । କହୁଛ ଯିବାପାଇଁ ଚାଲି । ।
ମୁଁ ଯେ ନିଷ୍ଠୁର କାଳ ଯମ । ଲଙ୍ଘିଲି ବିଧିର ନିୟମ । ।

ସତ୍ୟ ହାରିବ ତୁମେ ଯେବେ । କି ଯଶ ଅରଯିବ ତେବେ । ।
ତୁମର ସତୀତ୍ୱକୁ ଧନ୍ୟ । ହେଲି ମୁଁ ଅତ୍ୟନ୍ତ ପ୍ରସନ୍ନ । ।

ଖୋଲିଲିସ୍ୱାମୀଙ୍କ ଚର୍ମଫାଶଔରସରୁ ମୋର । ଦୀଘାୟୁ ବୋଲିଜନ୍ମ ଦେଲିନେବେ ବରଶହେ କୁମର । ।

ଏ ବର ତୁମେ ତ ଦେଇଛ । ସ୍ୱାମୀଙ୍କ ପ୍ରାଣ ନେଉଅଛ । ।
ନିଦ୍ରାରୁ ଯେମିତି ଉଠନ୍ତି । ଉଠି ବସିବେ ତୁମ ପତି । ।

ମୁଁ ଯେ ଅଟଇ ସତୀନାରୀ । ସମ୍ଭବ ହୋଇବ କିପରି । ।
ସତ୍ୟବାନଙ୍କ ମରଦେହେ । ପ୍ରାଣ ଭରିବ ପୁନରାୟେ । ।

ବରିବି କିବା ଆନ ପତି । ଉତ୍ତର ଦିଅ ଜନ୍ତୁପତି । ।
ସେ ସ୍ଥାନେ ଯାଅ ବେଗେ ଚଳି । ସ୍ୱାମୀଙ୍କୁ ନିଅ କୋଳେ ତୋଳି । ।

ଯମ ଯେ ହୋଇଲେ ଚକିତ । କେମିତି ହାରିବେ ସେ ସତ୍ୟ ।।
ସତୀ ପତ୍ନୀର ପରଶରେ । ରୋପିବ ପ୍ରାଣ ସଶରୀରେ । ।

ସେହି ସତ୍ୟର ରକ୍ଷାପାଇଁ । ଯମ ଯେ ନିରୁପାୟ ହୋଇ । ।
ଏ ତୁମ ଅମର କାହାଣୀ । ଯୁଗ ଯୁଗକୁ ଥିବ ପୁଣି । ।

କହିଲେ ସାବିତ୍ରୀଙ୍କୁ ଚାହିଁ । ତୁମର ଜୟ ଅଛି ହୋଇ ।।
ସତୀ ପତିବ୍ରତା ଶକ୍ତି । ମୃତ୍ୟୁକୁ ଗଲା ଆଜି ଜିତି । ।

ତୁମର ସତୀତ୍ୱ ବଳରେ । ଜିତିଲ ଏ ମହୀ ତଳରେ ।।
ଯମ ଯେ ହେଲେ ଅନ୍ତର୍ଦ୍ଧାନ । ସାବିତ୍ରୀ କରିଲେ ପ୍ରଣାମ । ।

ବିଷ୍ଣୁ ଯେମିତି ମାୟା ବଳେ । ମୋହିତ କରନ୍ତି ସକଳେ ।।
ଫେରିଲେ ମୃତ ସ୍ୱାମୀ ପାଶେ । କୋଳକୁ ଆଣିଲେ ସନ୍ତୋଷେ । ।

ସେମିତି ସତୀତ୍ୱ ମାୟାରେ । ମୋହିତ ହେଲି ତୁମଠାରେ ।।
ସତେକି କାଉଁରୀ ପରଶେ । ଜହ୍ନକି ଉଠିଲା ଉଆଁସେ । ।

ପରୋକ୍ଷେ ସତ୍ୟବାନ ପ୍ରାଣ । ତୁମେ ତ ମାଗିନେଲ ଜାଣ ।।
ସତେକି ନିଦରୁ ଉଠିଲେ । କହିଲେ ସ୍ୱପ୍ନ ଦେଖୁଥିଲେ । ।

ମୁଁ ଯେ ନିଷ୍ଠୁର କାଳ ଯମ । ଲଙ୍ଘିଲି ବିଧିର ନିୟମ । ।
ସେମିତି ଉଠି ସତ୍ୟବାନ । ନିରେଖି ସାବିତ୍ରୀ ବଦନ । ।

ତୁମର ସତୀତ୍ୱକୁ ଧନ୍ୟ । ହେଲି ମୁଁ ଅତ୍ୟନ୍ତ ପ୍ରସନ୍ନ । ।
କହିଲେ ଏତେବେଳେ ମୁହିଁ । ଶୋଇ ରହିଲି କାହିଁ ପାଇଁ । ।

ଖୋଲିଲି ଚର୍ମଫାଶ ମୋର । ଦୀଘାୟୁ ବୋଲି ଦେଲି ବର । ।
ନପାଇ ଆମର ବାରତା । କି କରୁଥିବେ ପିତାମାତା । ।

ନିଦ୍ରାରୁ ଯେମିତି ଉଠନ୍ତି । ଉଠି ବସିବେ ତୁମ ପତି । ।
ଅରମା ପଥେ ସୁକୁମାରୀ । ଆସ ମୋ ବାମ କର ଧରି । ।

ସତ୍ୟବାନଙ୍କ ମରଦେହେ । ପ୍ରାଣ ଭରିବ ପୁନରାୟେ । ।
ଏ ବନ ମୋର ପରିଚିତ । ପଥ ଯେ ହେବ ଅନୁମିତ । ।

ସେ ସ୍ଥାନେ ଯାଅ ବେଗେ ଚଳି । ସ୍ୱାମୀଙ୍କୁ ନିଅ କୋଳେ ତୋଳି । ।
ସାବିତ୍ରୀ କହିଲେ ହେ ନାଥ । ଆଜି ମୋ ପଥ ଆଲୋକିତ । ।

ସତୀ ପତ୍ନୀର ପରଶରେ । ରୋପିବ ପ୍ରାଣ ସଶରୀରେ । ।
ତୁମେ ମୋ ସୀମନ୍ତର ଜହ୍ନ । ଚାନ୍ଦିନୀ ତୁମେ ମନ ବନ । ।

ଏ ତୁମ ଅମର କାହାଣୀ । ଯୁଗ ଯୁଗକୁ ଥିବ ପୁଣି । ।
ଏ ବନେ ତେଣୁ ନାହିଁ ଭୟ । ମୋ ପାଇଁ ନହୁଅ ଅଥୟ । ।

ସତୀ ପତିବ୍ରତା ଶକ୍ତି । ମୃତ୍ୟୁକୁ ଗଲା ଆଜି ଜିତି । ।
ତୁମକୁ ପାଇଛି ମୁଁ ଫେରି । ଆଉ କାହାକୁ ଯିବି ଡରି । ।

ଯମ ଯେ ହେଲେ ଅନ୍ତର୍ଦ୍ଧାନ । ସାବିତ୍ରୀ କରିଲେ ପ୍ରଣାମ । ।
ସେ ବନପଥରେ ଦମ୍ପଁତ୍ତି । ଚଳିଲେ ଆନନ୍ଦରେ ଅତି । ।

ଫେରିଲେ ମୃତ ସ୍ୱାମୀ ପାଶେ । କୋଳକୁ ଆଣିଲେ ସନ୍ତୋଷେ । ।
ପ୍ରବେଶ ହେଲେ ଆଶ୍ରମରେ । ଆଶ୍ରମେ ଆନନ୍ଦ କି ଝରେ । ।

ସତେକି କାଉଁରୀ ପରଶେ । ଜହ୍ନକି ଉଠିଲା ଉଆଁସେ । ।
ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି । ଦ୍ୟୁମତସେନ ତୋଷ ଅତି । ।

ସତେକି ନିଦରୁ ଉଠିଲେ । କହିଲେ ସ୍ୱପ୍ନ ଦେଖୁଥିଲେ । ।
ପୁଅବୋହୂଙ୍କୁ ଦେଖିପାରି । ଆନନ୍ଦେ ଲୁହ ଗଲା ଝରି । ।

ସେମିତି ଉଠି ସତ୍ୟବାନ । ନିରେଖି ସାବିତ୍ରୀ ବଦନ । ।
ଆଶ୍ରମବାସୀ ଗଲେ ଘେରି । ବୁଝିଲେ ସମସ୍ତ ପଚାରି । ।

ସାବିତ୍ରୀ କହିଲେ ବୁଝାଇଏତେବେଳେ ମୁହିଁଶୋଇ ଯମଙ୍କରହିଲି ବରଦାନକାହିଁ ଏହିପାଇଁ । ।

ନପାଇ ଆମର ବାରତା । କି କରୁଥିବେ ପିତାମାତା । ।
କହିଲେ ସକଳ ବୃତ୍ତାନ୍ତ । ସଭିଏଁ ହୋଇଲେ ଚକିତ । ।

ଅରମା ପଥେ ସୁକୁମାରୀ । ଆସ ମୋ ବାମ କର ଧରି । ।
ଧନ୍ୟ ସାବିତ୍ରୀ ଧନ୍ୟ ବୋଲି । ଆଶ୍ରମ ଉଠିଲା ଉଛୁଳି । ।

ଏ ବନ ମୋର ପରିଚିତ । ପଥ ଯେ ହେବ ଅନୁମିତ । ।
ତହୁଁ ରାଜ୍ୟକୁ ଫେରିଗଲେ । ଦ୍ୟୁମତସେନ ରାଜା ହେଲେ । ।

ସାବିତ୍ରୀ କହିଲେ ହେ ନାଥ । ଆଜି ମୋ ପଥ ଆଲୋକିତ । ।
ଯୁବରାଜ ଯେ ସତ୍ୟବାନ । ଜିଣିଲେ ପ୍ରଜାକୁଳ ମନ । ।

ତୁମେ ମୋ ସୀମନ୍ତର ଜହ୍ନ । ଚାନ୍ଦିନୀ ତୁମେ ମନ ବନ । ।
ରାଜ୍ୟବାସୀଏ ହେଲେ ଗୁଣୀ । ସାବିତ୍ରୀ ସତୀଙ୍କ କାହାଣୀ । ।

ଏ ବନେ ତେଣୁ ନାହିଁ ଭୟ । ମୋ ପାଇଁ ନହୁଅ ଅଥୟ । ।
ଏମନ୍ତେ ଦିନ ମାସ ଗଲା । ପୁନଶ୍ଚ ଜ୍ୟେଷ୍ଠ ଅମା ହେଲା । ।

ତୁମକୁ ପାଇଛି ମୁଁ ଫେରି । ଆଉ କାହାକୁ ଯିବି ଡରି । ।
ସୁମରି ଲକ୍ଷ୍ମୀ ନାରାୟଣ । ସାବିତ୍ରୀ କରିଲେ ବିଧାନ । ।

ସେ ବନପଥରେ ଦମ୍ପଁତ୍ତି । ଚଳିଲେ ଆନନ୍ଦରେ ଅତି । ।
ପ୍ରଭାତୁ ସ୍ନାହାନ ସାରିଲେ । ଘର ଅଗଣା ଶୌଚ କଲେ । ।

ପ୍ରବେଶ ହେଲେ ଆଶ୍ରମରେ । ଆଶ୍ରମେ ଆନନ୍ଦ କି ଝରେ । ।
ନଡ଼ିଆ କଦଳୀ ଖଜୁରୀ । ଆମ୍ୱ ପଣସ ଡାଲା ଭରି । ।

ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି । ଦ୍ୟୁମତସେନ ତୋଷ ଅତି । ।
ବିଭିନ୍ନ ପ୍ରକାର ଫଳରେ । ଭୋଗ ବାଢ଼ିଲେ ଭକ୍ତିଭରେ । ।

ପୁଅବୋହୂଙ୍କୁ ଦେଖିପାରି । ଆନନ୍ଦେ ଲୁହ ଗଲା ଝରି । ।
ଦୂବରେ ବରକୋଳି ପତ୍ର । ରଚିଲେ ସାତକେରି ମାତ୍ର । ।

ଆଶ୍ରମବାସୀ ଗଲେ ଘେରି । ବୁଝିଲେ ସମସ୍ତ ପଚାରି । ।
ହଳଦୀ ରଙ୍ଗ ନବସୂତା । ସାତ ଖିଅରେ କଲେ ଗୁନ୍ଥା । ।

ସାବିତ୍ରୀ କହିଲେ ବୁଝାଇ । ଯମଙ୍କ ବରଦାନ ଏହି । ।
ରଚିଲେ ଗଣ୍ଠି ସାତଗୋଟି । ଲକ୍ଷ୍ମୀନାରାୟଣେ ସମର୍ପି । ।

କହିଲେ ସକଳ ବୃତ୍ତାନ୍ତ । ସଭିଏଁ ହୋଇଲେ ଚକିତ । ।
ଦକ୍ଷିଣ ବାହୁରେ ବାନ୍ଧିଲେ । ଅଭୟ ବାହୁଟିର ତୁଲେ । ।

ଧନ୍ୟ ସାବିତ୍ରୀ ଧନ୍ୟ ବୋଲି । ଆଶ୍ରମ ଉଠିଲା ଉଛୁଳି । ।
ଶଙ୍ଖା ସିନ୍ଦୂର ନୂଆଶାଢ଼ୀ । ବିପ୍ରେ ଗାୟତ୍ରୀ ମନ୍ତପଢ଼ି । ।

ତହୁଁ ରାଜ୍ୟକୁ ଫେରିଗଲେ । ଦ୍ୟୁମତସେନ ରାଜା ହେଲେ । ।
ଦେଲେ ଯେ ତାହା ମନ୍ତୁରାଇ । ସାବିତ୍ରୀ ଅଙ୍ଗେ ଶୋଭାପାଇ । ।

ଯୁବରାଜ ଯେ ସତ୍ୟବାନ । ଜିଣିଲେ ପ୍ରଜାକୁଳ ମନ । ।
ସ୍ୱାମୀ ସମେତ ଗୁରୁଜନେ । ପ୍ରଣାମ କରି ଶୁଦ୍ଧ ମନେ । ।

ରାଜ୍ୟବାସୀଏ ହେଲେ ଗୁଣୀ । ସାବିତ୍ରୀ ସତୀଙ୍କ କାହାଣୀ । ।
ସଭିଙ୍କୁ ପ୍ରସାଦ ବାଣ୍ଟିଲେ । ସୁଚିତ୍ତେ ଫଳାହାର କଲେ । ।

ଏମନ୍ତେ ଦିନ ମାସ ଗଲା । ପୁନଶ୍ଚ ଜ୍ୟେଷ୍ଠ ଅମା ହେଲା । ।
ଏ ବ୍ରତ ଆଚରି ସେ ସତୀ । ହୋଇଲେ ଶତ ପୁତ୍ରବତୀ । ।

ସୁମରି ଲକ୍ଷ୍ମୀ ନାରାୟଣ । ସାବିତ୍ରୀ କରିଲେ ବିଧାନ । ।
ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ । ଜୀବନ କଲେ ଉପଭୋଗ । ।

ପ୍ରଭାତୁ ସ୍ନାହାନ ସାରିଲେ । ଘର ଅଗଣା ଶୌଚ କଲେ । ।
ବାହୁଡ଼ି ଶଙ୍ଖା ସିନ୍ଦୂରରେ । ବାସ ଲଭିଲେ ସ୍ୱର୍ଗପୁରେ । ।

ନଡ଼ିଆ କଦଳୀ ଖଜୁରୀ । ଆମ୍ୱ ପଣସ ଡାଲା ଭରି । ।
ସଧବା ନାରୀ କେହି କେବେ । ଏ ଓଷା ଆରମ୍ଭିବେ ଯେବେ । ।

ବିଭିନ୍ନ ପ୍ରକାର ଫଳରେ । ଭୋଗ ବାଢ଼ିଲେ ଭକ୍ତିଭରେ । ।
ସାବିତ୍ରୀ ପରି ଭାଗ୍ୟବତୀ । ହୋଇ ସେ ଲଭିବେ ସୁଖ୍ୟାତି । ।

ଦୂବରେ ବରକୋଳି ପତ୍ର । ରଚିଲେ ସାତକେରି ମାତ୍ର । ।
କୃଷ୍ଣଙ୍କ ମୁଖୁ ଏହା ଶୁଣି । ଯୁଧିଷ୍ଠିର ଯେ ଯୋଡ଼ି ପାଣି । ।

ହଳଦୀ ରଙ୍ଗ ନବସୂତା । ସାତ ଖିଅରେ କଲେ ଗୁନ୍ଥା । ।
ଭକ୍ତିରେ କଲେ ପ୍ରଣିପାତ । ସଂସାରେ ଖ୍ୟାତ ହେଲା ବ୍ରତ । ।

ରଚିଲେ ଗଣ୍ଠି ସାତଗୋଟି । ଲକ୍ଷ୍ମୀନାରାୟଣେ ସମର୍ପି । ।
ସାବିତ୍ରୀ ଓଷା କଥା ଏହି । ସର୍ବେ ଶୁଣିବେ ଶୁଣିବେ ମନଦେଇ । ।

ଦକ୍ଷିଣ ବାହୁରେ ବାନ୍ଧିଲେ । ଅଭୟ ବାହୁଟିର ତୁଲେ । ।
ସୁମରି ଲକ୍ଷ୍ମୀ ନରାୟଣ । ହୁଳହୁଳି ଯେ ଦେବ ଜାଣ । ।

ଶଙ୍ଖା ସିନ୍ଦୂର ନୂଆଶାଢ଼ୀ । ବିପ୍ରେ ଗାୟତ୍ରୀ ମନ୍ତପଢ଼ି । ।
ସାବିତ୍ରୀ ଓଷା କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ । ।

ଦେଲେ ଯେ ତାହା ମନ୍ତୁରାଇ । ସାବିତ୍ରୀ ଅଙ୍ଗେ ଶୋଭାପାଇ । ।
ଚିତ୍ତ ନିବେଶି ବିଷ୍ଣୁ ପାଦେ । ବୁଦ୍ଧିଆ କହେ ଗୀତ ଛନ୍ଦେ । ।

ସ୍ୱାମୀ ସମେତ ଗୁରୁଜନେ । ପ୍ରଣାମ କରି ଶୁଦ୍ଧ ମନେ । ।
ସଭିଙ୍କୁ ପ୍ରସାଦ ବାଣ୍ଟିଲେ । ସୁଚିତ୍ତେ ଫଳାହାର କଲେ । ।
ଏ ବ୍ରତ ଆଚରି ସେ ସତୀ । ହୋଇଲେ ଶତ ପୁତ୍ରବତୀ । ।
ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ । ଜୀବନ କଲେ ଉପଭୋଗ । ।
ବାହୁଡ଼ି ଶଙ୍ଖା ସିନ୍ଦୂରରେ । ବାସ ଲଭିଲେ ସ୍ୱର୍ଗପୁରେ । ।
ସଧବା ନାରୀ କେହି କେବେ । ଏ ଓଷା ଆରମ୍ଭିବେ ଯେବେ । ।
ସାବିତ୍ରୀ ପରି ଭାଗ୍ୟବତୀ । ହୋଇ ସେ ଲଭିବେ ସୁଖ୍ୟାତି । ।
କୃଷ୍ଣଙ୍କ ମୁଖୁ ଏହା ଶୁଣି । ଯୁଧିଷ୍ଠିର ଯେ ଯୋଡ଼ି ପାଣି । ।
ଭକ୍ତିରେ କଲେ ପ୍ରଣିପାତ । ସଂସାରେ ଖ୍ୟାତ ହେଲା ବ୍ରତ । ।
ସାବିତ୍ରୀ ଓଷା କଥା ଏହି । ସର୍ବେ ଶୁଣିବେ ଶୁଣିବେ ମନଦେଇ । ।
ସୁମରି ଲକ୍ଷ୍ମୀ ନରାୟଣ । ହୁଳହୁଳି ଯେ ଦେବ ଜାଣ । ।
ସାବିତ୍ରୀ ଓଷା କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ । ।
ଚିତ୍ତ ନିବେଶି ବିଷ୍ଣୁ ପାଦେ । ବୁଦ୍ଧିଆ କହେ ଗୀତ ଛନ୍ଦେ । ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
</poem>