"ସହଯୋଗ:ବିଷୟବସ୍ତୁ/OCR" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୪ କ ଧାଡ଼ି:
</inputbox>
}}
'''ଓସିଆର''' ବା '''ଅପ୍ଟିକାଲ କ୍ୟାରେକ୍ଟର ରେକଗନିସନରେକଗନେସନ''' (OCR)ଇଂରାଜୀ: '''Optical character recognition''') ବ୍ୟବହାର କରି ବହିରଛପା ଓଡ଼ିଆ ଲେଖାର ସ୍କାନ ବା ଛବିରୁ ଲେଖା (text) ବାହାର କରିହେବ । ଏକ ବହିର ସ୍କାନ ହୋଇଥିବା ଛବି (jpeg, png, GIF) କିମ୍ବା PDF ଭାବେ ଥିଲେ ତହିଁରୁ ତଳ ଲିଖିତ ଉପାୟରେ ଲେଖା ବାହାର କରିପାରିବେ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ । ସମାନ ଉପାୟରେ ଅନ୍ୟ କୌଣସି ସ୍କାନରୁ ଲେଖା ବାହାର କରାଯାଇପାରିବ
{{/body}}