"ସହଯୋଗ:ବିଷୟବସ୍ତୁ/ଛବି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩୨ କ ଧାଡ଼ି:
:{{୩}} [https://or.wikisource.org/w/index.php?title=%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Psubhashish/scripts/cropimage.js&action=edit ଏହି ଲିଙ୍କ]କୁ ଯାଇ ବାକ୍ସ ଭିତରେ ଥିବା ଲେଖା କପି କରିନିଅନ୍ତୁ ।
:{{୪}} ଏବେ [[ବ୍ୟବହାରକାରୀ:ନିଜ ଇଉଜର ନାମ/scripts/cropimage.js]] ପୃଷ୍ଠାଟିଏ ତିଆରି କରନ୍ତୁ । ଏଠାରେ <big>'''ନିଜ ଇଉଜର ନାମ'''</big> ହେଉଛି ଡାହାଣ ପଟେ ଉପରେ ଥିବା ଆପଣଙ୍କ ଇଉଜର ନାମ । ଲଗ ଇନ କଲାବେଳେ ଆପଣ ସଦାବେଳେ ତାହା ବ୍ୟବହାର କରୁଥିବେ । କପି କରିଥିବା ଲେଖା ସେହି ପୃଷ୍ଠାରେ ପେଷ୍ଟ କରି ସାଇତିବେ ।
:{{୫}} ଏବେ କୌଣସି PDFରେ ଥିବା ବହି ଖୋଲିଲେ ତଳେ {{୧}} ରେ ଦର୍ଶାଯାଇଥିବା ଭଳି ଆପେ ଆପେ ଆଇକନଟିଏ ଦିଶିବ । ସେଥିରେ କ୍ଲିକ କରନ୍ତୁ । ଛୋଟ ଉଇଣ୍ଡୋରେ ଛବିଟି ବାଁ ପଟେ ଦିଶିବ । ଦରକାର ମୁତାବକ ସେଥିରୁ କିଛି ଭାଗ/ସମ୍ପୂର୍ଣ୍ଣ ମାଉସ କର୍ସରରେ ବାଛନ୍ତୁ । ''Done'' ରେ କ୍ଲିକ କଲେ ଆପେ ଆପେ ଛବି ପାଇଁ କୋଡ଼ ପୃଷ୍ଠାରେ ବସିଯିବ । ପୃଷ୍ଠାଟି ସାଇତିଲେ ଆପେ ଆପେ ଛବିଟି ଦିଶିବ ।
</span>