"ସହଯୋଗ:ବିଷୟବସ୍ତୁ/OCR" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
 
୧ କ ଧାଡ଼ି:
{{ସହଯୋଗ:ବିଷୟବସ୍ତୁ/ଉପର}}
{{process header
| title = ସହଯୋଗ ପୃଷ୍ଠା
| section = ଛବିରୁ ଲେଖା ରୂପାନ୍ତର କରିବେ କିପରି
| previous = [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ‎|◀କଠିନ ଶବ୍ଦ ଲିଖନ]] ⚫ [[ସହଯୋଗ:ବିଷୟବସ୍ତୁ|ମୂଳ ପୃଷ୍ଠା]]
| next = [[ସହଯୋଗ:ବିଷୟବସ୍ତୁ/ଛବି|ଲେଖାରେ ଛବି ଯୋଡ଼ିବେ କିପରି ▶]]
| shortcut = WS:OCR
| wikipedia = Help:Contents
| commons = Help:Contents
| wikiquote = Help:Contents
| wikinews = Help:Contents
| wiktionary = Help:Contents
| wikibooks = Help:Contents
| wikiversity = Help:Contents
| wikispecies = Help:Contents
| meta = Help:Contents
| notes =<!-- ''See also: [[Wikisource:What Wikisource includes|What Wikisource includes]]''-->
<inputbox>
type = search
namespaces = Help
placeholder = ସହଯୋଗ ପୃଷ୍ଠାରେ ଖୋଜନ୍ତୁ
searchbuttonlabel = ଖୋଜନ୍ତୁ
bgcolor = transparent
break = no
</inputbox>
}}
'''ଓସିଆର''' ବା '''ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ''' (ଇଂରାଜୀ: '''Optical character recognition''') ବ୍ୟବହାର କରି ଛପା ଓଡ଼ିଆ ଲେଖାର ସ୍କାନ ବା ଛବିରୁ ଲେଖା (text) ବାହାର କରିହେବ । ଏକ ବହିର ସ୍କାନ ହୋଇଥିବା ଛବି (jpeg, png, GIF) କିମ୍ବା PDF ଭାବେ ଥିଲେ ତହିଁରୁ ତଳ ଲିଖିତ ଉପାୟରେ ଲେଖା ବାହାର କରିପାରିବେ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ । ସମାନ ଉପାୟରେ ଅନ୍ୟ କୌଣସି ସ୍କାନରୁ ଲେଖା ବାହାର କରାଯାଇପାରିବ ।
{{/body}}
{{ସହଯୋଗ:ବିଷୟବସ୍ତୁ/ଉପର}}
 
== ଅଧିକ ସହଯୋଗ ପୃଷ୍ଠା ==
* [[ସହଯୋଗ:ବିଷୟବସ୍ତୁ|ଉଇକିପାଠାଗାର ବାବଦରେ ସାଧାରଣ ଜାଣିବା ବିଷୟ]]
* [[ସହଯୋଗ:ବିଷୟବସ୍ତୁ/ଇନପୁଟ|ଓଡ଼ିଆରେ କିପରି ଟାଇପ କରିବେ]]
* [[ସହଯୋଗ:ବିଷୟବସ୍ତୁ/କିବୋର୍ଡ଼ ଲେଆଉଟ|ଓଡ଼ିଆରେ ଟାଇପ କରିବା ପାଇଁ ବିଭିନ୍ନ କିବୋର୍ଡ଼ ଲେଆଉଟ]] (ଫୋନେଟିକ, ଇନଷ୍କ୍ରିପ୍ଟ ଆଦି)
* [[ସହଯୋଗ:ବିଷୟବସ୍ତୁ/ଲେଖନୀ କିବୋର୍ଡ଼ ଲେଆଉଟ|ଲେଖନୀ କିବୋର୍ଡ଼ ଲେଆଉଟ]] ବାବଦରେ ଅଧିକ ସୂଚନା
* [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ|ବିଭିନ୍ନ କିବୋର୍ଡ଼ ଲେଆଉଟ ବ୍ୟବହାର କରି କଠିନ ଶବ୍ଦମାନ ଲେଖିବା]]
* [[ସହଯୋଗ:ବିଷୟବସ୍ତୁ/ଛବି|ଡିଜିଟାଇଜ କଲା ବେଳେ ବହିରେ ଥିବା ଛବି କିପରି ଆଗଭଳି ରଖିବା]]
* [[ସହଯୋଗ:ବିଷୟବସ୍ତୁ/ଆଣ୍ଡ୍ରଏଡ଼|ବିଭିନ୍ନ ମୋବାଇଲ, ଟ୍ୟାବଲେଟ ଆଦିରେ ଓଡ଼ିଆ ସକ୍ରିୟ କରିବା]]
* [[ସହଯୋଗ:ବିଷୟବସ୍ତୁ/କନଭର୍ଟର|ଆକୃତି, ଶ୍ରୀଲିପି, ସମ୍ବାଦ, GIST ଆଦି ଏନକୋଡ଼ିଂରେ ଥିବା ଲେଖା ଇଉନିକୋଡ଼ରେ ରୂପାନ୍ତର ପାଇଁ କନଭର୍ଟର]]