"ରସକଲ୍ଲୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୯ କ ଧାଡ଼ି:
| notes =
}}
'''ରସକଲ୍ଲୋଳ''' କବି ଦୀନ କୃଷ୍ଣ ଦାସଙ୍କ ବିରଚିତ କୃଷ୍ଣଲୀଳା ସମ୍ବଳିର ଛାନ୍ଦକାବ୍ୟ । ଏହି କାବ୍ୟଟି କ-ଆଦ୍ୟ ନିୟମରେ ରଚିତ । ଏହାର ଗୀତଗୁଡ଼ିକ ଅତି କୋମଳ ପଦ ସଂଯୁକ୍ତ ଥିବାରୁ ଏହାକୁ ଓଡ଼ିଅ ସାହିତ୍ୟର ଗୀତଗୋବିନ୍ଦ ବୋଲି କୁହାଯାଇଥାଏ ।
ବିଦଗ୍ଧ ଚିନ୍ତାମଣି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ଛାନ୍ଦକାବ୍ୟ । ଏହା ଓଡ଼ିଆ ସାହିତ୍ୟର ସବୁଠୁଁ ଦୀର୍ଘତମ କାବ୍ୟକୃତି ବୋଲି କେତେକଙ୍କ ମତ ରହିଛି । କୁହାଯାଏ ଯେ ଏହି ଗ୍ରନ୍ଥକୁ ୧୦୦ ଛାନ୍ଦରେ ରଚିବାପାଇଁ କବି ଅଭିମନ୍ୟୁ ମନସ୍ଥ କରିଥିଲେ, କିନ୍ତୁ ୯୭ଟି ଛାନ୍ଦ ରଚନା କରିବା ପରେ ପରେ କବିଙ୍କ ମୃତ୍ୟୁ ଘଟିବାରୁ ଏହି କାବ୍ୟଟି ଅସମ୍ପୂର୍ଣ୍ଣ ରହିଛି ।
== ଛାନ୍ଦସୂଚୀ ==
# କର ସାଧୁଜନମାନେ ମନକୁ ଏକ
# ଅପ୍ରାକୃତ ପ୍ରେମ ମୂର୍ତ୍ତି
# କର ଆହେ ସାଧୁଜନମାନେ ମନେ ଏକ ଧ୍ୟାନ
# ଧୀରେ ଧୀରେ ଶୁଣ ଏ ଉତ୍ତାରୁ ଚରିତ
# କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ
# କୃଷ୍ଣ ପଉଗଣ୍ଡକାଳ ଅନ୍ତରେ
# କର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ
# ଧୀରେ ଘେନ ରାଧା ଉନ୍ମାଦୀ ଉତ୍ସବ
# କୃଷ୍ଣ ବାଳକ ଲୀଳା ଏକମନେ
# ଅ ପୂର୍ବାନୁପ୍ରାସରେ ଛାନ୍ଦ ରସ
# କର୍ଣ୍ଣ ମନ ଦେଇ ଶ୍ରଦ୍ଧାବନ୍ତ ହୋଇ
# ଆନନ୍ଦେ କୋବିଦେ ପିଅ ଏ ରସ ଶ୍ରବଣେ
# କମଲ ନୟନ କୃଷ୍ଣ ଶ୍ରୀନନ୍ଦନନ୍ଦନ
# ଇ ପୂର୍ବାନୁପ୍ରାସ ଦୀର୍ଘ ହ୍ରସ୍ୱ ବେନି ନିୟମ ଏ ଛାନ୍ଦ
# କରୁଥିବ ହଂସ ପରାୟେ ଗମନ
# ଉଷତରେ ଶୁଣ ହେ ସୁଧୀରେ ଧିରେ
# କର ସାଧୁଜନମାନେ ଏକ ମନକର୍ଣ୍ଣ ଦେଇ
# ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ
# କୁମୁଦନନ୍ଦିନୀ ସଖୀଗଣ ଘେନି
# ଧୀରେ ଶୁଣ ଏ ଉତ୍ତାରୁ ଯେତେ ରସ
# କର୍ଣ୍ଣେ ଶୁଣ ସୁଜନେ କୃଷ୍ଣ କଥା
# ରସ ବିଦୁଷେ ଏ ଛାନ୍ଦେ ରସ
# କୁସୁମ ସମୟ ହୋଇଲା ଉଦୟ
# ଏ ଉତ୍ତାରୁ ଧୀରେ ଶୁଣ ହେ ଧୀରେ
# କଳଙ୍କ ରହିତ କଳାକରଜିତ
# ସାଧବ ଶୁଣ ହେ ମାଧବ
# କୁସୁମକାଳ କାହାକୁ କାଳ
# ଶ୍ରବଣେ ଧୀରେ ଶ୍ରବଣେ ଧୀରେ ଲଭିବ ମହାନନ୍ଦ
# କ୍ରମେ ମଧୁଶେଷ ହୋଇଲା ପ୍ରବେଶ
# ରସ ଏ ଛାନ୍ଦେ ବିଦୂଷ
# କ୍ରମେ ଗ୍ରୀଷମ ହୋଇଲା ଶେଷ
# ସନ୍ଥଜନ ଏ ଛାନ୍ଦକୁ ବିଚାର
# କ୍ରମେ ପ୍ରବେଶ ହୋଇଲା ଶରଦ
# କ ଚ ଟ ତ ପ ନିୟମ ଏ ଛାନ୍ଦ
# କହିଛନ୍ତି ଦେବେ ଏକଦୃଷ୍ଟି
# ନବଘନ ଶ୍ୟାମ ପ୍ରେମ କଉତୁକ
# କ୍ରୀଡ଼ା ଶେଷେ ଗୋପନାରୀ
# ଜଗଦ୍ବାନ୍ଧବ ଲୀଳା ସାଧବ
# କୁଞ୍ଜକୁଟୀରେ ଫୁଲ ଶେଯ ଉପରେ
# ଧୀରେ ଧୀରେ ଧୀରେ ଘେନ ଏଥି ଦେଇ ଶ୍ରୁତି
# କେଶବ ଅଂଶରେ ବସି ମାନସରେ
# ମାଧବ ସମ୍ଭୋଗ ରସ
# କଲେ ଯାଇ ଅବଲୋକ
# ଧୀରେ ଶୁଣ କୃଷ୍ଣରସ ବାଣୀକି
# କୃଷ୍ଣଙ୍କୁ ଦେଖି ଗୋପୀ ହେଲେ ଯାହା
# ଧୀରେ ଧୀରେ ଶୁଣ ରସ କିଶୋରୀ ବିରସ
# କରୀବର କର ମର୍ଦ୍ଦନୁଅନ୍ତର
# ରସିକେ ରସବତୀ ରସେ ରସିଣ
# କର ସାଧୁବିବେକ ଜନେ
# ରସିକେ ଦୂତୀ ବିଳମ୍ବରୁ ଗୋବିନ୍ଦ
# କୃଷ୍ଣ କଂସନଗର ଯିବା ଶୁଣି
# ଏ ଉତ୍ତାରୁ ଶୁଣ ହେ ରସିକେ
# କର୍ଣ୍ଣ ଦେଇ କୃଷ୍ଣ କଥା ଶୁଣ ସୁଜନେ
# ବରଜବନ୍ଧୁ ହେ ପଚାର ଯାଗା
# କୃଷ୍ଣ ବିଜୟ ମଥୁରା ଦାଣ୍ଡେ
# ସରସେ ଛାନ୍ଦ କରିବି
# କରି ଦେବତାଙ୍କ କାର୍ଯ୍ୟ କରୁଣାନିଧି
# ସଜ୍ଜନଗଣ କର ଶ୍ରବଣ
# କମଳନେତ୍ର କଂସକଟକେ ଥାଇ
# ଏ ଉତ୍ତାରୁ ସୁବିଦୁଷ ସାବଧାନେ ଘେନ ରସ
# କିଶୋରୀ ରତନ ରାଧା ବିରହେ
# ଘେନ ସାଧବ ଭିନ୍ନ ମାଧବ ଚାହିଁ
# କୃଷ୍ଣଦୂତକୁ ବସାଇ ପାଶେ
# ଘେନ ହେ ସୁଜନ ମାନସମଜ୍ଜନ
# କହନ୍ତି ଉଦ୍ଧବ କେବେହେଁ ମାଧବ
# ଧୀରେ ଏ ଛାନ୍ଦ ଆନନ୍ଦସିନ୍ଧୁ ଚାନ୍ଦ
# କଂସ କରୀ କଣ୍ଠୀରବ କେଶବ
# ଧୀରେ ଧୀରେ ଗୋବିନ୍ଦ ଥିଲେ ଶୟନରେ
# ସନ୍ଥଜନ ଘେନ ଏ ଦିବ୍ୟରସ
# ଘେନ ଆହେ ଅନଘ ସୁରମ୍ୟ
# କର ଶ୍ରବଣ ସଜ୍ଜନ ଜନ ରସବର
# ଧୀରଚକୋର ଆନନ୍ଦବରଧନ
# ଧୀର ଚକ୍ର ହୃଦପଦ୍ମ-ମହୀର
# ଗୁଣ ପ୍ରେମ ଗୋବିନ୍ଦର ଶୁଣି ଗୋରୀ
# ଗୋବିନ୍ଦ ଗୁଣାବଳୀ ମିତ୍ର ଏ ଛାନ୍ଦ
# ଧୀର ଚକ୍ର ହୃଦପଦ୍ମ ମିହିର
# ଧୀରେ କୃଷ୍ଣ ହୃଦ ସିନ୍ଧୁ ଭାବ ଚାନ୍ଦ
# କୁଞ୍ଜେ ବିଜେ ସଖା ଉର ଅପସର
# ରସ ରସିକେ ଘେନ ମନ ନିବେଶି
# ରସିକ ଗ୍ରାହକେ ଶୁଣ ଏ ଛାନ୍ଦ
# ପ୍ରଣୟରେ ଦୁଃଖୀ ହୋଇ ପଦ୍ମାଳାକ୍ଷୀ
# ରାଧା ଧରି ସଖୀ କର
# ରସିକମାନେ ଶୁଣ ମନ ଦେଇ
# ଚତୁର ଏ ଛାନ୍ଦେ ରସ
# ଏଥୁଅନ୍ତେ ଘେନ ରସ ରସବତୀ ସଖୀବଂଶ
# [[ଶ୍ରୀରାଧା ବାତୁଳୀ]]
# ଧୀରେ ଧୀରେ କର ଶ୍ରବଣ ଶ୍ରବଣ ରଞ୍ଜନ ବିଚିତ୍ରରସ
# ଶୁଣ ହେ ସୁଜନେ ଗୋବିନ୍ଦ ଭଜନେ
# ଧୀରେ ଧୀରେ ଭାଳି ଘେନ ଏ ଛାନ୍ଦ
# ଜଗତବନ୍ଦନ ଶ୍ରୀନନ୍ଦନନ୍ଦନ
# ଝାଡ଼ିବିନୋଦିଆ ହରି ଯେ
# ସାଧବ ମାଧବ ପ୍ରୀତି ବିହୀନେ
# ସୁମନେ ସୁଜନେ ଶୁଣ ଏ ରସ
# ଧୀରେ ଏ ଛାନ୍ଦ ପ୍ରେମ ରସ ସିନ୍ଧୁ
# ରସି ରସିକେ ଘେନ ଏ ରସ
# ଏ ଉତ୍ତାରୁ ଘେନ ସାଧୁଜନେ ମୁଦଚିତ୍ତେ
# ଘେନ ଆହେ ସାଧବ କୃଷ୍ଣଜନ୍ମ ଉତ୍ସବ
# ଏ ଉତ୍ତାରୁ ଘେନ ଧୀରେ ସାବଧାନ ହୋଇ ଧୀରେ
# ଘେନ ସୁଧୀରେ ଏ ରସ ଧୀରେ
# ଏ ଉତ୍ତାରୁ ଶୁଣ ଧୀରେ କୃଷ୍ଣ ବିଜୟ ସୁଧୀରେ
# ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
#ଧୀରେ ଘେନ ଧୀରେ କୃଷ୍ଣଚରିତ
#ବ୍ୟଥିତ କଥିତ ଧନୀ ଗିର
#ଧୀରେ ଘେନ ଧୀରେ ଗୋବିନ୍ଦ ଅଧୀରେ
#ଦିନେ ଦିନେ ଚତୁରୀ ପ୍ରେମେ ହୋଇ ଆତୁରୀ
#ଧୀରେ ଦିନେ ବନମାଳୀ ପ୍ରିୟସଖା ସଙ୍ଗେ ମିଳି
#ସାଧବେ ଘେନ ହେ ବିଚିତ୍ରରସ
#ଦୂତୀକର ଧରି ହରି ବୋଇଲେ କିଶୋରୀ
#ଧୀରେ ରାଧା କର ଧରି କହୁଛନ୍ତି ଦୂତୀକି
#ଧୀରେ ଘେନ ଧୀରେ ବ୍ରଜେଶ୍ୱରୀ
#କିଶୋରୀ ବିଧୁରେ ଦୂତିକା ବିଧୁରେ
#ଧୀରେ ଧୀରେ ଘେନ ନବଘନ ଶ୍ୟାମ
#ମିତ ଅନ୍ତରେ କୃଷ୍ଣ କାତରେ
#ଧୀରେ ଘେନ ରସାଶୋଭୀକି ଭରସା
#ଘେନ ହେ ସଜ୍ଜନ ମାନସ ମଜ୍ଜନ
#ସୁଧୀରେ ଘେନ ଛାନ୍ଦ କଳାନିଧିରେ
#ପରବଚନ୍ଦ୍ର ବଦନାକୁ ଗୋବିନ୍ଦ ବସାଇ
#କୋବିଦବୃନ୍ଦ ଏ ଛାନ୍ଦ
#ଧୀରେ ଘେନ ରସ ନରେ ଗୋବିନ୍ଦ
#ଧୀରେ ପ୍ରଭାତରେ ହରି ଶୟନ ଅଟନେ
#ଧୀରେ ଘେନ ଏ ଉତ୍ତାରେ
#ଧୀରେ ଘେନ ଏ ଉତ୍ତାରୁ ଗୋବିନ୍ଦ
#ଅନ୍ତରଙ୍ଗ ସଖାମାନେ
#ଏ ଛାନ୍ଦକୁ ଘେନ ଧୀରେ
#କରକାହୃଦୀ ରାଧାକୁ କୋଳେ ଘେନି
#ଧୀରେ ଘେନ ଏକଦିନେ ନାନ୍ଦୀମୁଖୀ ବୃନ୍ଦାସ୍ଥାନେ
#ଉତ୍ତମରସିକେ ସୁମନେ ଶୁଣ
#ଧୀରେ ଶ୍ରୀବୃନ୍ଦଙ୍କୁ ନାନ୍ଦୀମୁଖୀ ପୁଚ୍ଛନ୍ତି
#ଧୀରେ ଘେନ ଦିନେ ଦୁର୍ବାସା ମୁନି
#ଶ୍ରବଣେ କର ଧୀରେ କୃଷ୍ଣ ଯଶ
#ଦୀନବନ୍ଧୁ କଥା ଧୀରେ