"ପୃଷ୍ଠା:Chata Ichhabati.pdf/୭୦" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

→‎ପ୍ରମାଣିତ ହୋଇନଥିବା: "<center> (୬୮) <poem> ସୁଜନ ପଣ୍ଡିତ ଜନ ରସିକ ଯେହୁ । ଇଚ୍ଛାବତୀ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୩:୨୭, ୫ ଫେବୃଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(୬୮) <poem> ସୁଜନ ପଣ୍ଡିତ ଜନ ରସିକ ଯେହୁ । ଇଚ୍ଛାବତୀ ରସେ ତୋଷ ହୋଇବ ସେହୁ । ୮୭ ନୀଳାଦ୍ରିପତି ଚରଣ ମୋହର ଶିରେ । ବୋଲଈଂ ଗୋବିନ୍ଦ୫୪ ତ୍ରାହି କରସି ମୋରେ । ୮ ।

୫୪ । ଏଠାରେ ଶେଷ ଭଣିତାରେ କବିଙ୍କ ନାମ ନଥିବାରୁ କେହି କେହି 'ଗୋବିନ୍ଦ' ପଦଟିକୁ କବିଙ୍କର ନାମ ବୋଲି ସନ୍ଦେହ କରିପାରନ୍ତି । କିନ୍ତୁ ଅନ୍ୟ ପାଞ୍ଚଟିଯାକ ଛାନ୍ଦରେ କବି ବନମାଳୂ ନାମ ଭଣିତା ଥିବାରୁ ଏଠାରେ ଗୋବିନ୍ଦ ପଦ ନାରାୟଣଙ୍କ ଅର୍ଥରେ ବ୍ୟବହୃତ ହୋଇଛି ବୋଲି ନିଃସନ୍ଦେହରେ ଧାରଣା କରିବାକୁ ହେବ ।