Content deleted Content added
ଟ୍ୟାଗ: MassMessage delivery
No edit summary
୬୫ କ ଧାଡ଼ି:
</div>
<!-- Message sent by User:EGalvez (WMF)@metawiki using the list at https://meta.wikimedia.org/w/index.php?title=Community_Engagement_Insights/MassMessages/Lists/2016/57-VAEOP&oldid=16205400 -->
 
== CIS-A2Kର ଆଗାମୀ ବର୍ଷର କାର୍ଯ୍ୟ ପାଇଁ ସର୍ଭେ। ==
 
ନମସ୍କାର ହରିହର ସାର,
ଆଗାମୀ ବର୍ଷର କାର୍ଯ୍ୟ ପାଇଁ ଏହା CIS-A2Kର ଗୋଟେ ସର୍ଭେ। ଆପଣ ଚାହିଁଲେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ କିମ୍ବା ଅଗ୍ରାହ୍ୟ କରିପାରିବେ। ଯଦି ଆପଣ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଏଠାରେ ଦେବାକୁ ଚାହୁଁନାହାନ୍ତି, ତେବେ ମତେ ଇମେଲ(sailesh.patnaik007{{@}}gmail.com), ଫୋନ୍ (୭୫୩୭୦୯୭୭୭୦) କିମ୍ବା ସ୍କାଇପ୍ ଦ୍ୱାରା ଉତ୍ତର ପଠେଇ ପାରିବେ। ଆପଣ ରବିବାର ସନ୍ଧ୍ୟାରେ ହେଉଥିବା IRCରେ ମଧ୍ୟ ଭାଗ ନେଇ ନିଜ ମତ ରଖିପାରିବେ।
 
*ଏହି ବର୍ଷ CIS-A2K ଦ୍ୱାରା କରାଯାଇଥିବା କାର୍ଯ୍ୟ ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଉପରେ କିପରି ପ୍ରଭାବ ପକେଇଛି?
*ଆପଣଙ୍କ ମତରେ ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆର ସ୍ଥିତି କଣ ଅଛି? ଏଥିରେ CIS-A2Kର କାର୍ଯ୍ୟର କିଛି ପ୍ରଭାବ ପଡ଼ିଛି କି? (ନୁଆ ଉଇକିଆଳି ଆସିବା, ନୂତନ ପ୍ରକଳ୍ପ କିମ୍ବା ନୂତନ ସମୁଦାୟ ଆରମ୍ଭ ହେବା ଇତ୍ୟାଦି...)
*କେଉଁ କ୍ଷେତ୍ରରେ CIS-A2K ଅଧିକ ଧ୍ୟାନ ଦେବା ଦରକାର ଏବଂ କେଉଁ କାର୍ଯ୍ୟ କରିବାରେ ଆମେ ବିଫଳ ହେଇଛୁ?
*CIS-A2K, ସମୁଦାୟ କୁ କିପରି ଅଧିକ ସାହାଯ୍ୟ କରିପାରିବ?
*ଓପେନ୍ ସୋର୍ସ, ଓପେନ୍ ମାପ୍ସ କିମ୍ବା ଅନ୍ୟ ଓପେନ ପ୍ରକଳ୍ପ ଦ୍ୱାରା CIS-A2K କିପରି ସମୁଦାୟର ସହାୟତା କରିପାରିବ?
*ଏହି ବର୍ଷ ଆପଣ CIS-A2Kକୁ ଓଡ଼ିଆ ଉଇକିପିଡ଼ିଆ ପାଇଁ କେଉଁ କାମ କରିବା ପାଇଁ ପରାମର୍ଶ ଦେବ? (ଅଧିକ କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା, ଇତ୍ୟାଦି....)--୍[[ବ୍ୟବହାରକାରୀ:Saileshpat|Saileshpat]] ([[ବ୍ୟବହାରକାରୀଙ୍କ ଆଲୋଚନା:Saileshpat|ମୋ ଆଲୋଚନା]]) ୨୦:୫୮, ୬ ମାର୍ଚ୍ଚ ୨୦୧୭ (IST)