"ବୈଦେହୀଶ ବିଳାସ/ବୁଧେ ସାବଧାନେ ଏହି ଗୀତର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରେ +ରେ )
୯୩ କ ଧାଡ଼ି:
ବସୁନ୍ଧରାଧର ଶୃଙ୍ଗ କି ହନୁ, ବହେ କି ଝର ଝାଳ ତଥା ତନୁ।୩୯।
ବିସ୍ତୃତ ମୁଖ ଗହ୍ଵର ସଦୃଶ, ବ୍ୟାଘ୍ର କଲା ପ୍ରାୟ ସେ ମଧ୍ୟେଘୋଷ।
ବିସ୍ତାରେରେ ରେବିସ୍ତାରେରେରେ କାର ଶୁଭୁଅଛି, ବହ୍ନିଯୋଗ ପ୍ରାୟ ଜିହ୍ଵା ଜଳୁଛି।୪୦।
ବିବତ୍ସରୂପା ଆସି ପରବେଶ, ବୃକ୍ଷ ପ୍ରହାରେ ବହି ମହାରୋଷ।
ବୋଇଲା ମୋ ଦାନ୍ତ ଲଞଳ ଈଶ, ବପ୍ର ତୁମ୍ଭେ ହେବ କରିବି ଚାଷ।୪୧।