"ସାବିତ୍ରୀ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଶୁଦ୍ଧି
ଟିକେNo edit summary
ଟ୍ୟାଗ: 2017 source edit
୫୭ କ ଧାଡ଼ି:
ଉଚିତ ସମୟ ଅନ୍ତରେ । ସେ ଏକ ଅମୃତ ଲଗ୍ନରେ ॥
ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ । ରାଣୀଙ୍କ କେଳେ ନେଲା ଜନ୍ମ ॥
ସାବିତ୍ରୀ ଯଜ୍ଞ ପୁଣ୍ୟ ଫଳେ । ସେ କନ୍ୟକନ୍ୟା ଜନମିଲା କୋଳେ ॥
ପିତାମାତା ଯେ ପାତ୍ରମନ୍ତ୍ରୀ । ତା ନାମ ରଖିଲେ ସାବିତ୍ରୀ ॥
ଶୁକ୍ଲପକ୍ଷର ଶଶୀ ପରି । ବଢ଼ିଲା ସାବିତ୍ରୀ କୁମାରୀ ॥
୨୩୨ କ ଧାଡ଼ି:
ବିନୟେ ସାବିତ୍ରୀ କହିଲେ । ମୋ କଥା ଶୁଣଟିକେ ଭଲେ ॥
ତୁମେ ଯେ ସଂଯମୀ ପୁରୁଷ । ଶୋଭେନା ତୁମଠାରେ ରୋଷ ॥
ବିଜନିଜ ବଚନ ନିଜେ ଭୁଲି । କହୁଛ ଯିବାପାଇଁ ଚାଲି ॥
ସତ୍ୟ ହାରିବ ତୁମେ ଯେବେ । କି ଯଶ ଅରଯିବ ତେବେ ॥
ସ୍ୱାମୀଙ୍କ ଔରସରୁ ମୋର । ଜନ୍ମ ନେବେ ଶହେ କୁମର ॥
୨୭୮ କ ଧାଡ଼ି:
ଯୁବରାଜ ଯେ ସତ୍ୟବାନ । ଜିଣିଲେ ପ୍ରଜାକୁଳ ମନ ॥
ରାଜ୍ୟବାସୀଏ ହେଲେ ଗୁଣୀ । ସାବିତ୍ରୀ ସତୀଙ୍କ କାହାଣୀ ॥
ଏମନ୍ତେ ଦିନ ମାସ ଗଲା । ପୁନଶ୍ଚ ଜ୍ୟେଷ୍ଠ ଅମାଅମାବାସ୍ୟା ହେଲା ॥
ସୁମରି ଲକ୍ଷ୍ମୀ ନାରାୟଣ । ସାବିତ୍ରୀ କରିଲେ ବିଧାନ ॥
ପ୍ରଭାତୁ ସ୍ନାହାନ ସାରିଲେ । ଘର ଅଗଣା ଶୌଚ କଲେ ॥
୨୯୮ କ ଧାଡ଼ି:
କୃଷ୍ଣଙ୍କ ମୁଖୁ ଏହା ଶୁଣି । ଯୁଧିଷ୍ଠିର ଯେ ଯୋଡ଼ି ପାଣି ॥
ଭକ୍ତିରେ କଲେ ପ୍ରଣିପାତ । ସଂସାରେ ଖ୍ୟାତ ହେଲା ବ୍ରତ ॥
ସାବିତ୍ରୀ ଓଷା କଥା ଏହି । ସର୍ବେ ଶୁଣିବେ ଶୁଣିବେ ମନଦେଇ ॥
ସୁମରି ଲକ୍ଷ୍ମୀ ନାରାୟଣ । ହୁଳହୁଳି ଯେ ଦେବ ଜାଣ ॥
ସାବିତ୍ରୀ ଓଷା କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ ॥