"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୦୩ କ ଧାଡ଼ି:
ଭାଗବତର ଲେଖା ଗୁଡିକ କନଭର୍ଟର ବ୍ୟବହାର କରି ଲେଖାଯାଇଛି ତେଣୁ ଏଥିରେ ଗୁଡେ ଭୁଲ ରହିଯାଇଛି । ଉଦାହରଣ (ତା’ଙ୍କୁ, ପŠଣ୍ତୁସୁତଙ୍କୁ) [[ଓଡ଼ିଆ_ଭାଗବତ/୩|ଭାଗବତ]] ଏମିତି ଆଉ କିଛି ।ଏଗୁଡିକ ବଟ ଲଗେଇ କାଢିବାକୁ ପଡିବ । ଏବେ ବଟ ଆକାଉଣ୍ଟ ନ ଥିବାରୁ ନିଜ ଆକାଉଣ୍ଟରୁ କରୁଛି । କିଛି ଅସୁବିଧା ଥିଲେ ଜଣାନ୍ତୁ ।--[[ବ୍ୟବହାରକାରୀ:Jnanaranjan sahu|Jnanaranjan sahu]] ([[ବ୍ୟବହାରକାରୀଙ୍କ ଆଲୋଚନା:Jnanaranjan sahu|ମୋ ଆଲୋଚନା]]) ୧୧:୨୨, ୪ ନଭେମ୍ବର ୨୦୧୮ (IST)
 
== [ଜରୁରୀକାଳୀନ] ୪ ଦିନ ଭିତରେ ଶୁ୍କ୍ରବାର (୯ ତାରିଖ) ଦିନ ୪ଟା ସୁଦ୍ଧା ଜଣାନ୍ତୁ ==
 
ସିଆଇଏସ ଏହି ମାସ ୨୩ ତାରିଖରେ କଲିକତାରେ ହେବାକୁ ଥିବା [[:m:Indic Wikisource Community Consultation 2018|Indic Wikisource Community Consultation 2018]]କୁ ପ୍ରତି ଭାରତୀୟ ଭାଷାରୁ ଜଣେ ଲେଖା ଉଇକିଆଳିଙ୍କୁ ଆମନ୍ତ୍ରଣ କରୁଛି । ତେବେ ଆମେ ତାଙ୍କୁ ଓଡ଼ିଆରୁ (ଯିବା ଆସିବା ଖର୍ଚ୍ଚ କମ ବୋଲି) ଦୁଇ ଜଣଙ୍କୁ ଯିବାର ସୁଯୋଗ ଦେବାକୁ ଅନୁରୋଧ କରିଥିଲୁ । ସେମାନେ ହଁ କରିଛନ୍ତି । ଓଡ଼ିଆରୁ ପଙ୍କଜମାଳା ଷଡ଼ଙ୍ଗୀଙ୍କୁ ସେମାନେ ବାଛିଛନ୍ତି । ଆମେ ଓଡ଼ିଶାରେ ରହୁଥିବା ଜଣେ ଉଇକିପାଠାଗାର ଉଇକିଆଳିଙ୍କୁ ପଠାଇପାରିବା । ଆପଣମାନଙ୍କୁ ଅନୁରୋଧ ଯେ ଶୁକ୍ରବାର ଦିନ ୪ ଟା ସୁଦ୍ଧା ତଳଲିଖିତ କାମରୁ ଅତି କମରେ ଗୋଟେ କରିବେ — 
 
# ଉଇକିପାଠାଗାରରେ ୩୦୦ରୁ ଅଧିକ ସମ୍ପାଦନା ଥିବା ଉଇକିଆଳିମାନେ ତଳେ ନିଜ ନାଁ ନିଜେ ସ୍ୱ-ମନୋନୀତ କରିପାରିବେ ବା ଜଣେ ଉଇକିଆଳି ଆଉ ଜଣେ ଉଇକିଆଳିଙ୍କୁ ବାଛିପାରିବେ । ଏଥିରୁ ଭାଗନେବାକୁ ଇଚ୍ଛୁକ ଉଇକିଆଳିମାନେ ସିଧାସଳଖ ଜ୍ଞାନ ବା ମୋତେ (ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପର ଯୋଗାଯୋଗ) ମେଲ/ମେସେଜ ଯୋଗେ ଜଣେଇପାରିଲେ ଆମେ ଯିଏ ପଠାଇଛି ତାଙ୍କ ପରିଚୟ ଗୋପନ ରଖି ଏଠି ମଧ୍ୟ ନାଁ ଲେଖିପାରିବୁ । ଅନେକ ସମୟରେ ଉଇକିଆଳିମାନେ ନିଜ ନାଁ ନିଜେ ଲେଖିବାକୁ ମଙ୍ଗୁନଥିବାରୁ ଏ ସୁବିଧା :) ସିଆଏସର କହିବା ଅନୁସାରେ ଜଣେ ମହିଳା ଓ ଜଣେ ପୁରୁଷ ଉଇକିଆଳି ଭାଗନେଇପାରିବେ । ତେଣୁ ମହିଳା ଉଇକିଆଳିମାନଙ୍କୁ ଅନୁରୋଧ ଦୟାକରି ଅଧିକ ସଂଖ୍ୟାରେ ନିଜକୁ ଓ ଅନ୍ୟମାନଙ୍କୁ ମନୋନୀତ କରିବେ ।
# ତଳେ ଯେତିକି ନାଁ ଆସିବ ସେଥିରେ ଉଇକିଆଳିମାନେ ସହମତ/ଭିନ୍ନମତ ଦେଇପାରିବେ । ଶୁକ୍ରବାର (୯ ତାରିଖ) ରାତିସନ୍ଧ୍ୟା ସୁଦ୍ଧା ଯେତିକି ନାଁ ଆସିଥିବ ତାକୁ ଭିତ୍ତି କରି ସିଆଇଏସକୁ ଆମେ ଜଣେଇବା ।
 
ଆମ ପାଇଁ ଏ କାର୍ଯ୍ୟକ୍ରମଟି ଗୁରୁତ୍ତ୍ୱପୂର୍ଣ୍ଣ ତେଣୁ ସମସ୍ତଙ୍କୁ ଚଞ୍ଚଳ ଏଥିରେ ଭାଗ ନେବାକୁ ଅନୁରୋଧ ରହିଲା ।