"ପୃଷ୍ଠା:Odishara Itihas.pdf/୨୫" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

→‎ପ୍ରମାଣିତ ହୋଇନଥିବା: "ରାଜାଙ୍କର ଆବାସ ଓ ଦରବାରସ୍ଥାନ ଥିଲା । ମୁସଲମାନମାନ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
<noinclude><pagequality level="1" user="Pmsarangi" />ପ୍ରଥମ ଅଧ୍ୟାୟ
ରାଜାଙ୍କର ଆବାସ ଓ ଦରବାରସ୍ଥାନ ଥିଲା । ମୁସଲମାନମାନଙ୍କ ସମୟରୁ ଏପର୍ଯ୍ୟନ୍ତ ନଗରର ଦକ୍ଷିଣବର୍ତ୍ତି ଲାଲବାଗ ପ୍ରଧାନ ଦରବାର ଓ ପ୍ରଧାନତମ ରାଜପ୍ରତିନିଧିଙ୍କର ଆବାସଭୂମି ହୋଇଅଛି ଓ ବାରବାଟୀ ସୈନ୍ୟଙ୍କ ଆବାସ ଓ ସୌକର୍ଯ୍ୟାର୍ଥ ନିଯୋଜିତ ରହିଅଛି । ଗୋଟିକେତେ ଇଂରାଜଙ୍କ ନିର୍ମତ ସରକାରୀ ଗୃହ ଛଡ଼ା ଏଠାରେ ସୁରମ୍ୟ ଅଟ୍ଟାଳିକା ଦୃଷ୍ଟିଗୋଚର ହୁଅଇ ନାହିଁ । ଦେଶୀୟଲୋକଙ୍କ ଘରର ଅତିଅଳ୍ପ ସଂଖ୍ୟକ ଇଷ୍ଟକ ବା ପ୍ରସ୍ତର ନିର୍ମିତ । ଅଧିକା°ଶ ମୁତ୍ତିକାଗ୍ରଥିତ କୁଟୀରରେ ନଗର ପୂର୍ଣ୍ଣ ରହିଅଛି । ଇଂରାଜଙ୍କ ଯତ୍ନରୁ ନରାଜ ଓ ଯୋବରା ବନ୍ଧଦ୍ୱୟ ନିର୍ମିତ ହୋଇ ବର୍ତ୍ତମାନ ଏ ସ୍ଥାନର ବାଣିଜ୍ୟ କ୍ରମଶଃ ଦୁଦ୍ଧିକି ଲଭିବାର ଲକ୍ଷଣ ଦେଖାଯାଉଅଛି ।ତିନିଦିଗରେ ନଦୀଦ୍ୱାର ବେଷ୍ଟିତ ହୋଇ ଯେପରି ନଗରର ପ୍ରାକୃତିକ ଶୋଭା ବର୍ଦ୍ଧିତ ହୋଇଅଛି । ସେହିପରି ଏହା ଏକ ଭୟାବହ ଅବସ୍ଥାରେ ଅବସ୍ଥିତ ରହିଅଛ । ମର୍କଟକେଶରୀକୃତ ବନ୍ଧ ମରହଟାଙ୍କଦ୍ୱାରା ପୁନଃସଂସ୍କୃତ ହୋଇ ଏଥିର ତିନି ଦିଗରେ ରହି ନ ଥିଲେ ଏହା ଅଦ୍ୟାବଧି ନଦୀଦ୍ୱାରା ଧୌତ ନ ହୋଇ ରହିଥାନ୍ତା କି ନାହିଁ ସନ୍ଦେହ । ଏଥିର ଆୟତନ ବର୍ତ୍ତମାନ ୪ ବର୍ଗମାଇଲ ଓ ଲୋକସଂଖ୍ୟା ପ୍ରାୟ ୫୦ ସହସ୍ର ଅଟଇ । ଅଧିକାଂଶ ଅଧିବାସୀ ନିମ୍ନଶ୍ରେଣୀୟ ନିର୍ଦ୍ଧନୀ ଲୋକ ଅଟନ୍ତି |
</noinclude>ରାଜାଙ୍କର ଆବାସ ଓ ଦରବାରସ୍ଥାନ ଥିଲା । ମୁସଲମାନମାନଙ୍କ ସମୟରୁ ଏପର୍ଯ୍ୟନ୍ତ ନଗରର ଦକ୍ଷିଣବର୍ତ୍ତି ଲାଲବାଗ ପ୍ରଧାନ ଦରବାର ଓ ପ୍ରଧାନତମ ରାଜପ୍ରତିନିଧିଙ୍କର ଆବାସଭୂମି ହୋଇଅଛି ଓ ବାରବାଟୀ ସୈନ୍ୟଙ୍କ ଆବାସ ଓ ସୌକର୍ଯ୍ୟାର୍ଥ ନିଯୋଜିତ ରହିଅଛି । ଗୋଟିକେତେ ଇଂରାଜଙ୍କ ନିର୍ମତ ସରକାରୀ ଗୃହ ଛଡ଼ା ଏଠାରେ ସୁରମ୍ୟ ଅଟ୍ଟାଳିକା ଦୃଷ୍ଟିଗୋଚର ହୁଅଇ ନାହିଁ । ଦେଶୀୟଲୋକଙ୍କ ଘରର ଅତିଅଳ୍ପ ସଂଖ୍ୟକ ଇଷ୍ଟକ ବା ପ୍ରସ୍ତର ନିର୍ମିତ । ଅଧିକା°ଶ ମୁତ୍ତିକାଗ୍ରଥିତ କୁଟୀରରେ ନଗର ପୂର୍ଣ୍ଣ ରହିଅଛି । ଇଂରାଜଙ୍କ ଯତ୍ନରୁ ନରାଜ ଓ ଯୋବରା ବନ୍ଧଦ୍ୱୟ ନିର୍ମିତ ହୋଇ ବର୍ତ୍ତମାନ ଏ ସ୍ଥାନର ବାଣିଜ୍ୟ କ୍ରମଶଃ ଦୁଦ୍ଧିକି ଲଭିବାର ଲକ୍ଷଣ ଦେଖାଯାଉଅଛି ।ତିନିଦିଗରେ ନଦୀଦ୍ୱାର ବେଷ୍ଟିତ ହୋଇ ଯେପରି ନଗରର ପ୍ରାକୃତିକ ଶୋଭା ବର୍ଦ୍ଧିତ ହୋଇଅଛି । ସେହିପରି ଏହା ଏକ ଭୟାବହ ଅବସ୍ଥାରେ ଅବସ୍ଥିତ ରହିଅଛ । ମର୍କଟକେଶରୀକୃତ ବନ୍ଧ ମରହଟାଙ୍କଦ୍ୱାରା ପୁନଃସଂସ୍କୃତ ହୋଇ ଏଥିର ତିନି ଦିଗରେ ରହି ନ ଥିଲେ ଏହା ଅଦ୍ୟାବଧି ନଦୀଦ୍ୱାରା ଧୌତ ନ ହୋଇ ରହିଥାନ୍ତା କି ନାହିଁ ସନ୍ଦେହ । ଏଥିର ଆୟତନ ବର୍ତ୍ତମାନ ୪ ବର୍ଗମାଇଲ ଓ ଲୋକସଂଖ୍ୟା ପ୍ରାୟ ୫୦ ସହସ୍ର ଅଟଇ । ଅଧିକାଂଶ ଅଧିବାସୀ ନିମ୍ନଶ୍ରେଣୀୟ ନିର୍ଦ୍ଧନୀ ଲୋକ ଅଟନ୍ତି |


ପୁଷ୍କ ଓଡ଼ିଶାର ଏକ ପୁରାତନ ନଗର ଅଞଇ । ବୌଦ୍ଧମାନଙ୍କ ସମୟରୁ ଏଥୁର ଅସ୍ତିତ୍ଵ ଲକ୍ଷିତ ହୁଅଇ, କନ୍ତୁ ଗଙ୍ଗବଂଶୀୟ ରାଜାଙ୍କ ସ୍ୱଚ୍ଛତ୍ନ ସମୟରେ ଏଥୁର ପ୍ରକୃତ ନଗରକୁ ସଜ୍ଞାତ ଓ ଗୌରବ ବର୍ଦ୍ଦିତ ହୋଇଅଛି । ସେଥ୍ ଗୁର୍ବେ ପୁଷ୍କ କଦାପି ସ୍ୱଜଧାନୀ କ ସ୍ୱଜ ବାସୋପଯୋଗୀ ସ୍ଥାନରୁପେ ବ୍ୟବହୃତ ହୋଇ ନ ଥୁଲ । ବର୍ତ୍ତମାନ ପୁଷ୍କର ପ୍ରାଧାନ୍ୟ ଓ ମାହାତ୍ମ୍ୟ ଜଗନ୍ନାଥଙ୍କ ମନ୍ଦର। ଯୋଗୁଁ । ଏ। ଦେବାଳୟ ୧୯୯୮ ମସିହାରେ ଗଙ୍ଗବଂଶୀୟ ସ୍ୱଳା ଅନଙ୍ଗସ୍କମଦେବଙ୍କ ଦ୍ବାର୍ ନିର୍ମିତ ହୋଇଥୁଲ । ଏଠାରେ ଖୋର୍ଦା ରାଜବଂଶୀୟ ରାଜାମାନେ ବର୍ତ୍ତମାନ ସ୍ବିଜ ବନ୍ଦୀ ରୁପେ ଅବସ୍ଥିତ କରନ୍ତି । କଲେକ୍ଟର ସାହେବଙ୍କର ଏଠାରେ ଏକ କଚେସ୍ ଅଛି, ଏଥୁର ଅଧ୍ବବାସୀ ସଂଖ୍ୟା ୨୨ ସହସ୍ର ।
ପୁରୀ ଓଡ଼ିଶାର ଏକ ପୁରାତନ ନଗର ଅଟଇ । ବୌଦ୍ଧମାନଙ୍କ ସମୟରୁ ଏଥୁର ଅସ୍ତିତ୍ଵ ଲକ୍ଷିତ ହୁଅଇ, କନ୍ତୁ ଗଙ୍ଗବଂଶୀୟ ରାଜାଙ୍କ ସ୍ୱଚ୍ଛତ୍ନ ସମୟରେ ଏଥୁର ପ୍ରକୃତ ନଗରକୁ ସଜ୍ଞାତ ଓ ଗୌରବ ବର୍ଦ୍ଦିତ ହୋଇଅଛି । ସେଥି ଗୁର୍ବେ ପୁରୀ କଦାପି ସ୍ୱଜଧାନୀ କ ସ୍ୱଜ ବାସୋପଯୋଗୀ ସ୍ଥାନରୁପେ ବ୍ୟବହୃତ ହୋଇ ନ ଥୁଲ । ବର୍ତ୍ତମାନ ପୁରୀର ପ୍ରାଧାନ୍ୟ ଓ ମାହାତ୍ମ୍ୟ ଜଗନ୍ନାଥଙ୍କ ମନ୍ଦିର ଯୋଗୁଁ । ଦେବାଳୟ ୧୯୯୮ ମସିହାରେ ଗଙ୍ଗବଂଶୀୟ ସ୍ୱଳା ଅନଙ୍ଗସ୍କମଦେବଙ୍କ ଦ୍ବାରା ନିର୍ମିତ ହୋଇଥିଲା । ଏଠାରେ ଖୋର୍ଦା ରାଜବଂଶୀୟ ରାଜାମାନେ ବର୍ତ୍ତମାନ ସ୍ବିଜ ବନ୍ଦୀ ରୁପେ ଅବସ୍ଥିତ କରନ୍ତି । କଲେକ୍ଟର ସାହେବଙ୍କର ଏଠାରେ ଏକ କଚେରୀ ଅଛି, ଏଥୁର ଅଧ୍ବବାସୀ ସଂଖ୍ୟା ୨୨ ସହସ୍ର ।


ବାଲେଶ୍ବର ଓଡଶାର ସମସ୍ତ ପଧାନ ପ୍ରଧାନ ନଗରମାନ ସଂସ୍ଥାପିତ ହେଲ ଉତ୍ସରୁ ସ୍ଥାପିତ ହୋଇଅଛି । ଇଂର୍ଳ, ଧ୍ୟାର୍ସିସ : ଦ୍ୱାନମାର ଓ ଡଚମାନେ ଇଉରୋପରୁ ଓଡଶାକୁ ବାଣିଜ୍ୟ କର ବା ନିମନ୍ତେ ଆସ ସମ୍ବଦଶ ଶତାବ୍ଦୀରେ ବାଣିଜ୍ୟ କୋଠିମାନ ଏହ ନଗରରେ ସଂସ୍ଥାପିତ କଳ୍ପ ସମୟରୁ ଏ ନଗରର ପ୍ରୟୋଜନଟୀଳତା ବଦ୍ଧ ତ ହୋଇଅଛି । ସେହସପ୍ତଦଶ ଶତାବ୍ଦୀରୁ ଅକି ପର୍ଯ୍ୟନ୍ତ ଏହି ନଗର ।
ବାଲେଶ୍ବର ଓଡଶାର ସମସ୍ତ ପଧାନ ପ୍ରଧାନ ନଗରମାନ ସଂସ୍ଥାପିତ ହେଲ ଉତ୍ସରୁ ସ୍ଥାପିତ ହୋଇଅଛି । ଇଂର୍ଳ, ଧ୍ୟାର୍ସିସ : ଦ୍ୱାନମାର ଓ ଡଚମାନେ ଇଉରୋପରୁ ଓଡଶାକୁ ବାଣିଜ୍ୟ କର ବା ନିମନ୍ତେ ଆସ ସମ୍ବଦଶ ଶତାବ୍ଦୀରେ ବାଣିଜ୍ୟ କୋଠିମାନ ଏହ ନଗରରେ ସଂସ୍ଥାପିତ କଳ୍ପ ସମୟରୁ ଏ ନଗରର ପ୍ରୟୋଜନଟୀଳତା ବଦ୍ଧ ତ ହୋଇଅଛି । ସେହସପ୍ତଦଶ ଶତାବ୍ଦୀରୁ ଅକି ପର୍ଯ୍ୟନ୍ତ ଏହି ନଗର ।
<noinclude></noinclude>