"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୮୩ କ ଧାଡ଼ି:
 
ଓଡ଼ିଆ ଉଇକିପାଠାଗାର ଏବେ ଏକ ସଫଳ ପ୍ରକଳ୍ପ ଭାବରେ ଆଗକୁ ବଢିଚାଲିଛି ତଥାପି ଏଥିରେ ଗୁଡ଼ାଏ କାମ ବାକିଆ ପଡିଛି, ଓ ନିୟମିତ ଭାବରେ ସେଗୁଡିକ ସଜଡାଯିବା ଦରକାର ପଡୁଛି । ସେଥିପାଇଁ ଜଣେ/ଦୁଇଜଣ ସକ୍ରିୟ ଅବଦାନକାରୀଙ୍କୁ ପରିଚାଳକ ଭାବରେ ଦାୟିତ୍ୱ ଦେବାକୁ ଅନୁରୋଧ କରୁଛି । --[[ବ୍ୟବହାରକାରୀ:Chinmayee Mishra|Chinmayee Mishra]] ([[ବ୍ୟବହାରକାରୀଙ୍କ ଆଲୋଚନା:Chinmayee Mishra|ମୋ ଆଲୋଚନା]]) ୧୩:୪୫, ୧୨ ଅକ୍ଟୋବର ୨୦୧୯ (IST)
 
*ମୁଁ ଏହାକୁ ସମର୍ଥନ କରୁଛି ଏବଂ ତଳେ ନାମ ଗୁଡ଼ିକୁ ଲେଖୁଛି
ଜ୍ଞାନ
ସଂଗ୍ରାମ
ଚିନ୍ମୟୀ
ଏହିମାନଙ୍କୁ ଏହାର ଦାୟିତ୍ୱ ଦିଆଗଲେ ଭଲ ହେବ । ଯେହେତୁ ଏମାନେ ଉଇକି ପାଠାଗାରରେ ସକ୍ରିୟ ଅଛନ୍ତି ।--[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୬:୦୧, ୧୨ ଅକ୍ଟୋବର ୨୦୧୯ (IST)