"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: 2017 source edit
୪୮୭ କ ଧାଡ଼ି:
ଜ୍ଞାନ ରଞ୍ଜନ ସାହୁ, ସଂଗ୍ରାମ କେଶରୀ ସେନାପତି ଏବଂ ଚିନ୍ମୟୀ ମିଶ୍ର ଏହିମାନଙ୍କୁ ଏହାର ଦାୟିତ୍ୱ ଦିଆଗଲେ ଭଲ ହେବ । ଯେହେତୁ ଏମାନେ ଉଇକି ପାଠାଗାରରେ ସକ୍ରିୟ ଅଛନ୍ତି ।--[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୬:୦୧, ୧୨ ଅକ୍ଟୋବର ୨୦୧୯ (IST)
* {{Support}} ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଙ୍କୁ ମୁଁ ସମର୍ଥନ କରୁଛି । ଏମାନେ ଦାୟିତ୍ୱ ଟିକୁ ଭଲ ଭାବରେ ତୁଲେଇ ପାରିବେ ।--[[ବ୍ୟବହାରକାରୀ:Aliva Sahoo|Aliva Sahoo]] ([[ବ୍ୟବହାରକାରୀଙ୍କ ଆଲୋଚନା:Aliva Sahoo|ମୋ ଆଲୋଚନା]]) ୨୦:୫୧, ୧୨ ଅକ୍ଟୋବର ୨୦୧୯ (IST)
*ମୁଁ ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଙ୍କୁ ସମର୍ଥନ କରୁଛି।[[ବ୍ୟବହାରକାରୀ:Radhadwibedi|Radhadwibedi]] ([[ବ୍ୟବହାରକାରୀଙ୍କ ଆଲୋଚନା:Radhadwibedi|ମୋ ଆଲୋଚନା]]) ୧୧:୩୪, ୧୫ ଅକ୍ଟୋବର ୨୦୧୯ (IST)