"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: MassMessage delivery
୪୮୮ କ ଧାଡ଼ି:
* {{Support}} ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଙ୍କୁ ମୁଁ ସମର୍ଥନ କରୁଛି । ଏମାନେ ଦାୟିତ୍ୱ ଟିକୁ ଭଲ ଭାବରେ ତୁଲେଇ ପାରିବେ ।--[[ବ୍ୟବହାରକାରୀ:Aliva Sahoo|Aliva Sahoo]] ([[ବ୍ୟବହାରକାରୀଙ୍କ ଆଲୋଚନା:Aliva Sahoo|ମୋ ଆଲୋଚନା]]) ୨୦:୫୧, ୧୨ ଅକ୍ଟୋବର ୨୦୧୯ (IST)
*ମୁଁ ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଙ୍କୁ ସମର୍ଥନ କରୁଛି।[[ବ୍ୟବହାରକାରୀ:Radhadwibedi|Radhadwibedi]] ([[ବ୍ୟବହାରକାରୀଙ୍କ ଆଲୋଚନା:Radhadwibedi|ମୋ ଆଲୋଚନା]]) ୧୧:୩୪, ୧୫ ଅକ୍ଟୋବର ୨୦୧୯ (IST)
* ଭଲ କଥା, ଅଧିକ ପରିଚାଳକ ରହିଲେ ଭଲ ।
:କଣ କଣ କାମ ଅଛି ତାର ତାଲିକାଟେ କଲେ ଭଲ ହୁଅନ୍ତା । ବହୁତ କାମ ବିନା ପରିଚାଳକ ଭାବେ ମଧ୍ୟ ହେଇ ପାରିବ ।
:ଆମ କମ୍ୟୁନିଟିରେ ମହିଳା ପରିଚାଳକ ନାହାନ୍ତି ତେଣୁ ଜଣେ ମହିଳା ହେଲେ ଭଲ ହୁଅନ୍ତା । (ପଙ୍କଜମାଳା ଅପା ପୁରୁଖା ହିସାବରେ, ଚିନୁ ଟେକ୍ମିକାଲ ପିଲା ଭାବେ)
:ଏହା ଛଡା ସୁବାସ ସାର୍ ବି ପରିଚାଳକ ଦାୟିତ୍ୱ ତୁଲାଇ ପାରିବେ । --[[ବ୍ୟବହାରକାରୀ:Jnanaranjan sahu|Jnanaranjan sahu]] ([[ବ୍ୟବହାରକାରୀଙ୍କ ଆଲୋଚନା:Jnanaranjan sahu|ମୋ ଆଲୋଚନା]]) ୦୧:୦୭, ୧୮ ଅକ୍ଟୋବର ୨୦୧୯ (IST)
 
== Feedback wanted on Desktop Improvements project ==