"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୯୨ କ ଧାଡ଼ି:
:ଆମ କମ୍ୟୁନିଟିରେ ମହିଳା ପରିଚାଳକ ନାହାନ୍ତି ତେଣୁ ଜଣେ ମହିଳା ହେଲେ ଭଲ ହୁଅନ୍ତା । (ପଙ୍କଜମାଳା ଅପା ପୁରୁଖା ହିସାବରେ, ଚିନୁ ଟେକ୍ମିକାଲ ପିଲା ଭାବେ)
:ଏହା ଛଡା ସୁବାସ ସାର୍ ବି ପରିଚାଳକ ଦାୟିତ୍ୱ ତୁଲାଇ ପାରିବେ । --[[ବ୍ୟବହାରକାରୀ:Jnanaranjan sahu|Jnanaranjan sahu]] ([[ବ୍ୟବହାରକାରୀଙ୍କ ଆଲୋଚନା:Jnanaranjan sahu|ମୋ ଆଲୋଚନା]]) ୦୧:୦୭, ୧୮ ଅକ୍ଟୋବର ୨୦୧୯ (IST)
 
ଜ୍ଞାନ ଧନ୍ୟବାଦ । ଆମର ବ‌ହୁତ କାମ କରିବାର ଅଛି । କିଛି ତଳେ ଲେଖୁଛି । ପରେ ଅନ୍ୟ ଯାହା ମନେ ପଡ଼ିବ ଲେଖିବି ।
* ଆମ wikisource ପ୍ରଧାନ ପୃଷ୍ଠାରେ ଅନ୍ୟ ଭାଷା ଭଳି featured book ନାହିଁ ।
* କେତେଟା ପୃଷ୍ଠା ବୈଧ ହେଲା, କେତେଟା proof read ଏହା ବି ନାହିଁ ।
* templates and tools i.e. gap, justify, page no. header/footer etc.
 
== Feedback wanted on Desktop Improvements project ==