"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୭୫ କ ଧାଡ଼ି:
ଧନ୍ୟବାଦ । --[[ବ୍ୟବହାରକାରୀ:Chinmayee Mishra|Chinmayee Mishra]] ([[ବ୍ୟବହାରକାରୀଙ୍କ ଆଲୋଚନା:Chinmayee Mishra|ମୋ ଆଲୋଚନା]]) ୦୩:୨୦, ୮ ନଭେମ୍ବର ୨୦୧୯ (IST)
=====ସମର୍ଥନ=====
# ଏହା ଏକ ଉତ୍ତମ ପଦକ୍ଷେପ ନିଶ୍ଚୟ । ଜାନୁଆରୀ ମାସରେ ହେଲେ ଟିକିଏ ଭଲ ହେବ ବୋଲି ମୁଁ ଭାବୁଛି, ସେହି ସମୟରେ ପ୍ରାୟ ସମସ୍ତେ ମଧ୍ୟ ଓଡ଼ିଶା ଆସିଥିବେ । କର୍ମଶାଳାଟିଏ ଅନୁଷ୍ଠିତ ହେଲେ ଅନେକ କିଛି ଶିଖିବାକୁ ମିଳିବ ଆଉ ମୋ ମତରେ ଏହି କର୍ମଶାଳାରେ ଅନ୍ୟ ଉଇକିରୁ ଲୋକମାନଙ୍କୁ ଡାକିଲେ ମଧ୍ୟ ଭଲ ହେବ । --[[ବ୍ୟବହାରକାରୀ:Ssgapu22|ଗପୁ]] ([[ବ୍ୟବହାରକାରୀଙ୍କ ଆଲୋଚନା:Ssgapu22|ମୋ ଆଲୋଚନା]]) ୧୦:୪୦, ୮ ନଭେମ୍ବର ୨୦୧୯ (IST)
 
 
=====ବିରୋଧ=====