"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୭୬ କ ଧାଡ଼ି:
=====ସମର୍ଥନ=====
# ଏହା ଏକ ଉତ୍ତମ ପଦକ୍ଷେପ ନିଶ୍ଚୟ । ଜାନୁଆରୀ ମାସରେ ହେଲେ ଟିକିଏ ଭଲ ହେବ ବୋଲି ମୁଁ ଭାବୁଛି, ସେହି ସମୟରେ ପ୍ରାୟ ସମସ୍ତେ ମଧ୍ୟ ଓଡ଼ିଶା ଆସିଥିବେ । କର୍ମଶାଳାଟିଏ ଅନୁଷ୍ଠିତ ହେଲେ ଅନେକ କିଛି ଶିଖିବାକୁ ମିଳିବ ଆଉ ମୋ ମତରେ ଏହି କର୍ମଶାଳାରେ ଅନ୍ୟ ଉଇକିରୁ ଲୋକମାନଙ୍କୁ ଡାକିଲେ ମଧ୍ୟ ଭଲ ହେବ । --[[ବ୍ୟବହାରକାରୀ:Ssgapu22|ଗପୁ]] ([[ବ୍ୟବହାରକାରୀଙ୍କ ଆଲୋଚନା:Ssgapu22|ମୋ ଆଲୋଚନା]]) ୧୦:୪୦, ୮ ନଭେମ୍ବର ୨୦୧୯ (IST)
 
# ମୋର ଯେଉଁ ମାସରେ କଲେ କିଛି ଆପତ୍ତି ନାହିଁ । କିନ୍ତୁ ରବିବାର ଦେଖି ରଖିବାକୁ ଅନୁରୋଧ । ଅନ୍ୟ ଉଇକିଆଳି ମାନେ ଆସି ଏହି କର୍ମଶାଳା ରେ ଯୋଗ ଦେଲେ ଆହୁରି ଭଲ ହେବ । ଆହୁରଇ କିଛି ନୂଆ ଶିଖିବାକୁ ମଧ୍ୟ ମିଳିଯିବ । --[[ବ୍ୟବହାରକାରୀ:Aliva Sahoo|Aliva Sahoo]] ([[ବ୍ୟବହାରକାରୀଙ୍କ ଆଲୋଚନା:Aliva Sahoo|ମୋ ଆଲୋଚନା]]) ୨୧:୫୦, ୧୦ ନଭେମ୍ବର ୨୦୧୯ (IST)
 
=====ବିରୋଧ=====