"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୮୨ କ ଧାଡ଼ି:
ପୁନେରେ ଯାହାବି ବିଚାର ବିମର୍ଶ ହୋଇଥିଲା ସେଗୁଡ଼ିକ ମଧ୍ୟରୁ ଉଇକିପାଠାଗାର ବିଷୟରେ ଯାହା ବି ଶିଖିଥିଲେ ଆମେ ତିନିଜଣ ମିଶି ଆମ ଉଇକିଆଳିଙ୍କୁ ଶିଖାଇପାରିବା । ଅନ୍ୟ ଯେଉଁ ବିଚାର ହୋଇଥିଲା ଉଦାହରଣ library classification, detailed OCR etc. ସେଗୁଡ଼ିକ ବର୍ତ୍ତମାନ ଆମକୁ ଆବଶ୍ୟକ ନାହିଁ । ତାହାର ଆବଶ୍ୟକତା ଯେବେ ପଡ଼ିବ ସେତେବେଳେ ଆମେ ସେଗୁଡ଼ିକ ବିସ୍ତାର ଭାବେ ଜାଣିବା ।
ନମ୍ୱର ୫ର ପ୍ରସ୍ତାବ : ମୋ ମତରେ ଆମକୁ ବ୍ୟକ୍ତିଗତ ନ ମାଗି ଗ୍ରାଣ୍ଟ ଆଣିଲେ ଭଲ । ଯଦି ଗ୍ରାଣ୍ଟ ପାଇଁ ସମୟ ଅଧିକା ଲାଗିବ ତାହେଲେ ଆମେ ବ୍ୟକ୍ତିଗତ ଗ୍ରାଣ୍ଟ ମାଗିପାରିବା ।
: ଆମକୁ ଅନ୍ୟ ଭାଷାର ଦକ୍ଷ୍ୟ ଉଇକିଆଳି ଯିଏ ଉଇକିପାଠାଗାରରେ ବ‌ହୁତ କାମକରିଛନ୍ତି ସେମାନଙ୍କୁ ଡ଼ାକିଲେ ଭଲ (ଉଦାହରଣ: ତାମିଲ ଉଇକିପାଠାଗାରରେ ଜଣେ Tesseract OCR କରିଛନ୍ତି ଯେଉଁଟା ୯୯% ସ୍କାନ ପୃଷ୍ଠାକୁ କନର୍ଭଟ କରିପାରୁଛି । ଅଧିକ ଲୋକ ଡ଼ାକି ଭିଡ଼ କରିବା ଅପେକ୍ଷା ୧-୨ ଦକ୍ଷ ଲୋକଙ୍କୁ ଡ଼ାକିଲେ ଭଲ, ଯାହାଙ୍କଠାରୁ ଆମେ କିଛି ଶିଖିପାରିବା । --[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୬:୨୪, ୧୧ ନଭେମ୍ବର ୨୦୧୯ (IST)
 
=====ବିରୋଧ=====