"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୮୩ କ ଧାଡ଼ି:
ନମ୍ୱର ୫ର ପ୍ରସ୍ତାବ : ମୋ ମତରେ ଆମକୁ ବ୍ୟକ୍ତିଗତ ନ ମାଗି ଗ୍ରାଣ୍ଟ ଆଣିଲେ ଭଲ । ଯଦି ଗ୍ରାଣ୍ଟ ପାଇଁ ସମୟ ଅଧିକା ଲାଗିବ ତାହେଲେ ଆମେ ବ୍ୟକ୍ତିଗତ ଗ୍ରାଣ୍ଟ ମାଗିପାରିବା ।
ଆମକୁ ଅନ୍ୟ ଭାଷାର ଦକ୍ଷ୍ୟ ଉଇକିଆଳି ଯିଏ ଉଇକିପାଠାଗାରରେ ବ‌ହୁତ କାମକରିଛନ୍ତି ସେମାନଙ୍କୁ ଡ଼ାକିଲେ ଭଲ (ଉଦାହରଣ: ତାମିଲ ଉଇକିପାଠାଗାରରେ ଜଣେ Tesseract OCR କରିଛନ୍ତି ଯେଉଁଟା ୯୯% ସ୍କାନ ପୃଷ୍ଠାକୁ କନର୍ଭଟ କରିପାରୁଛି । ଅଧିକ ଲୋକ ଡ଼ାକି ଭିଡ଼ କରିବା ଅପେକ୍ଷା ୧-୨ ଦକ୍ଷ ଲୋକଙ୍କୁ ଡ଼ାକିଲେ ଭଲ, ଯାହାଙ୍କଠାରୁ ଆମେ କିଛି ଶିଖିପାରିବା । --[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୬:୨୪, ୧୧ ନଭେମ୍ବର ୨୦୧୯ (IST)
 
'''ସମର୍ଥନ :'''
- ବିଭିନ୍ନ ଉପାଦେୟ ପ୍ରଯୁକ୍ତିବିଦ୍ୟା/ଟେକ୍ନୋଲୋଜି ଏବଂ ଉପକରଣ/ଟୁଲ ଉପଯୋଗକରି କମ ସମୟରେ କିଭଳି ଅଧିକ ଗୁଣମାନର ଲେଖା ପ୍ରସ୍ତୁତ ହୋଇପାରିବେ ସେହି ଦିଗରେ କିଛି କର୍ମଶାଳା ହେଇପାରିଲେ ଆମ କାମରେ ଆସିବ, ଏବଂ ମୁଁ ଉଇକିସୋର୍ସରେ ସମ୍ପାଦନା ଖାତା ଖୋଲିବି :)
 
- ଅନ୍ୟ ଭାଷାର ଲୋକେ ଆସି ବୁଝେଇଲେ, ତାହାକୁ କିଭଳି ଓଡ଼ିଆରେ ଉପଯୋଗ କରିହେବ ସେଇଟା ଆଗୁଆ ପ୍ରସ୍ତୁତ କରି ରଖିଲେ ଭଲ,
 
- Tesseract OCR ବହୁତ ଭଲ ଟୁଲ, ଏହା ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ, ଚିନ୍ତା କରନ୍ତୁ କେତେ କେତେ ବହି ଛବି, ଲେଖାରେ ରୂପାନ୍ତରିତ ହୋଇପାରିବ, ଏହି ଟୁଲକୁ କିଭଳି ଓଡ଼ିଆ ଭାଷାର ଅଧିକ ତଥ୍ୟରେ ତାଲିମ ଦେଇ ହେବ ତାହା ଆମେ ଶିଖିପାରିଲେ, ଧୀରେ ଧୀରେ ଏହି ଟୁଲର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି ଘଟିବ
 
- ଜାନୁୟାରୀ 4 ଏବଂ 5 ତାରିଖରେ କର୍ମଶାଳା ହେଲେ ମୁଁ ଯୋଗଦେଇପାରିବି
 
- କେବଳ ଓଡ଼ିଆ ଭାଷା ସମ୍ପର୍କିତ କର୍ମଶାଳା ହେଲେ ଅଧିକ ଭଲ
 
- ପଙ୍କଜମାଳାଙ୍କର ମତାମତକୁ ମୋର ପୂର୍ଣ୍ଣ ସମର୍ଥନ
 
--[[ବ୍ୟବହାରକାରୀ:Soumendrak|Soumendrak]] ([[ବ୍ୟବହାରକାରୀଙ୍କ ଆଲୋଚନା:Soumendrak|ମୋ ଆଲୋଚନା]]) ୧୭:୪୨, ୧୨ ନଭେମ୍ବର ୨୦୧୯ (IST)
 
=====ବିରୋଧ=====