"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୧୨ କ ଧାଡ଼ି:
# ୧ କିମ୍ବା ୨
--[[ବ୍ୟବହାରକାରୀ:Jnanaranjan sahu|Jnanaranjan sahu]] ([[ବ୍ୟବହାରକାରୀଙ୍କ ଆଲୋଚନା:Jnanaranjan sahu|ମୋ ଆଲୋଚନା]]) ୦୧:୧୪, ୨୧ ନଭେମ୍ବର ୨୦୧୯ (IST)
 
{{ସମର୍ଥନ}} ମୋଟାମୋଟି ସମର୍ଥନ । (୩) ପାଇଁ ଟିକେ ଆଗୁଆ ଯୋଜନା କରି କେମିତି ସତରେ ଆଗ୍ରହୀ ଲୋକେ ଆସିବେ ତା' ସ୍ଥିର କରିବାକୁ ପଡ଼ିବ ତେଣୁ ଡିସେମ୍ବର ବଦଳରେ ବୋଧେ ଜାନୁଆରୀରେ କଲେ ବେଶୀ ଭଲ ହେବ ବୋଲି ଭାବୁଛି । ଗ୍ରାଣ୍ଟ ପାଇଁ ସିଆଇଏସ ସଙ୍ଗେ କଥାବାର୍ତ୍ତା କରି ପଚାର । ଯଦି ସେମାନେ ପୂରା ଖର୍ଚ୍ଚ ଦେବାକୁ ରାଜି ତାହେଲେ ଅଯଥା ଦୁଇଟି ଜାଗାରେ ଆବେଦନ କରିବାକୁ ଆଉ ପଡ଼ିବନି । ସେ ଲେଖାଲେଖି, ରିପୋର୍ଟ ଆଦି ତିଆରି କାମ ପାଇଁ ଯେତିକି ସମୟ ଲାଗିବ ସେ ସମୟରେ ଅନ୍ୟ କାମ ହେଇଯିବ । --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଘରି]] ([[ବ୍ୟବହାରକାରୀଙ୍କ ଆଲୋଚନା:Psubhashish|ମୋ ଆଲୋଚନା]]) ୨୩:୫୬, ୩୦ ନଭେମ୍ବର ୨୦୧୯ (IST)
 
=====ବିରୋଧ=====