"ପୃଷ୍ଠା:Ama Deha (BB Patnaik 1940) o.pdf/୯୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

→‎ପ୍ରମାଣିତ ହୋଇନଥିବା: "ସଙ୍କୁଚିତ ହୋଇଯାଏ, ତେଣୁ ଡ଼ୋଳା ସେଆଡ଼କୁ ବୁଲିଯାଏ ।..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୩ କ ଧାଡ଼ି: ୩ କ ଧାଡ଼ି:
ଅଖିଡ଼ୋଳାଟି ଗୋଟିଏ ଅଦ୍ଭୁତ ଗୋଲାକାର ଯନ୍ତ୍ର । ଆଗ ପାଖରୁ ଆରମ୍ଭ କରି ପଛ ପାଖ ଯାଏଁ ଏହା ଭିତରେ ବହୁତ ପ୍ରକାର ଜିନିଷ ଅଛି ।
ଅଖିଡ଼ୋଳାଟି ଗୋଟିଏ ଅଦ୍ଭୁତ ଗୋଲାକାର ଯନ୍ତ୍ର । ଆଗ ପାଖରୁ ଆରମ୍ଭ କରି ପଛ ପାଖ ଯାଏଁ ଏହା ଭିତରେ ବହୁତ ପ୍ରକାର ଜିନିଷ ଅଛି ।


ଏହାର ଠିକ୍ ଆଗପାଖରେ ଖୁବ ପତଳା ମେଘନାଳ (ଅଭ୍ର, Mica ) ପରି ଗୋଟିଏ ଆବରଣ ଅଛି । ତାହା ଭିତରକୁ ଗୋଟାଏ ପରଦା ଅଛି । ଏହି ପରଦା ଡୋଳାର ଯେଉଁତକରେ ଥାଏ ତାହା ବାହାରକୁ କାଳିଆ ଦେଖାଯାଏ । ଏହି ପରଦା ଏପରି ସେପରି ନୁହେ । ଏହା ଦେହରେ ଗୋଟାଏ ଏପରି ଫୋଡ଼ ଅଛି ଯେ ତାହା ସାନ ବଡ଼ ହୋଇ ପାରେ । ଖୁବ ଆଲୁଅରେ, ଯେତେବେଳେ କି ଅଳ୍ପ ଆଲୁଅରେ କାମ ଚଳିଯିବ, ସେତେବେଳେ ଏହ ଫୋଡ଼ ସାନ ଥାଏ; କିନ୍ତୁ ଟିକିଏ ଅନ୍ଧାରୁଆ ଜାଗାକୁ ଗଲେ ଏହା ବଡ଼ ହୋଇଯାଏ । ଆଖି ଭିତରକୁ ଅନେଇଲେ ଏହି ଫୋଡ଼ରେ ଆମ ନିଜ ମୁହଁର ଗୋଟିଏ ଅତି ସାନ ଛବି ଦେଖାଯାଏ; ଭେଣୁ ଏହ ପୋଡ଼କୁ ଅମେ ଅଖିପୁଅ କହଁ" । ଏହି ପରଦା ପଛରେ ପାଣି ଧରୁ ଏକ ପ୍ରକାର କa ଷ ଅଛୁ, ତା ପରେ ବିଶ୍ୱ କାଟି ପର ଗୋ5ଏ ଜନ ଅଛୁ । ଏହାକୁ ଦୃଷ୍ଟିକାଚ (Lens) ! ଏହି କା ପରି ସୁଛି । ଏହି ଦୃଷ୍ଟିକାଚ ପରେ ଏକ ପ୍ରକାର ଜରଳ ଅଥ ସ୍ବଚ୍ଛ ଲିଅ ଜଷ ଥାଏ । ଏହା ପରେ ‘ମୁକୁରକା (Retina) । ଏହି ମୁକା ଦେଲ ଅଖିଜୋଲା ଭଢରର ପଛ ଅଂମସ୍ତ ସ୍କର ଦୃଷ୍ଟି କେନ୍ଦ୍ର ରୁ ଦୃଷ୍ଟ୍ ଗ୍ରାସ୍ ନାଡ଼ା
ଏହାର ଠିକ୍ ଆଗପାଖରେ ଖୁବ ପତଳା ମେଘନାଳ (ଅଭ୍ର, Mica ) ପରି ଗୋଟିଏ ଆବରଣ ଅଛି । ତାହା ଭିତରକୁ ଗୋଟାଏ ପରଦା ଅଛି । ଏହି ପରଦା ଡୋଳାର ଯେଉଁତକରେ ଥାଏ ତାହା ବାହାରକୁ କାଳିଆ ଦେଖାଯାଏ । ଏହି ପରଦା ଏପରି ସେପରି ନୁହେ । ଏହା ଦେହରେ ଗୋଟାଏ ଏପରି ଫୋଡ଼ ଅଛି ଯେ ତାହା ସାନ ବଡ଼ ହୋଇ ପାରେ । ଖୁବ ଆଲୁଅରେ, ଯେତେବେଳେ କି ଅଳ୍ପ ଆଲୁଅରେ କାମ ଚଳିଯିବ, ସେତେବେଳେ ଏହ ଫୋଡ଼ଟି ସାନ ଥାଏ; କିନ୍ତୁ ଟିକିଏ ଅନ୍ଧାରୁଆ ଜାଗାକୁ ଗଲେ ଏହା ବଡ଼ ହୋଇଯାଏ । ଆଖି ଭିତରକୁ ଅନେଇଲେ ଏହି ଫୋଡ଼ରେ ଆମ ନିଜ ମୁହଁର ଗୋଟିଏ ଅତି ସାନ ଛବି ଦେଖାଯାଏ; ତେଣୁ ଏହି ଫୋଡ଼କୁ ଆମେ ଆଖିପୁଅ କହୁଁ । ଏହି ପରଦା ପଛରେ ପାଣି ପରି ଏକ ପ୍ରକାର ଜିନିଷ ଅଛି, ତା ପରେ ଚଷମା କାଚ ପରି ଗୋଟାଏ ଜିନିଷ ଅଛି । ଏହାକୁ ଦୃଷ୍ଟିକାଚ (Lens) କ‌ହନ୍ତି ଏହା କାଚ ପରି ସ୍ୱଚ୍ଛ । ଏହି ଦୃଷ୍ଟିକାଚ ପରେ ଏକ ପ୍ରକାର ତରଳ ଅଥଚ ସ୍ୱଚ୍ଛ ଲାଳୁଆ ଜିନିଷ ଥାଏ । ଏହା ପରେ ମୁକୁରିକା (Retina) । ଏହି ମୁକୁରିକା ହେଲା ଆଖିଡ଼ୋଳା ଭିତରର ପଛ ଅଂଶ ମସ୍ତିଷ୍କର ଦୃଷ୍ଟିକେନ୍ଦ୍ରରୁ ଦୃଷ୍ଟିଗ୍ରାହୀ ନାଡ଼ୀ
Digitized by srujanika@gmail.com