"ପୃଷ୍ଠା:Aama Parala Gajapati.pdf/୧୫୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଅନ୍ୟାନ୍ୟ ଅଭିନୟ ଭିତରେ, ସେଦିନ ମଞ୍ଚ ଉପରେ, ‘ବକ୍ରଦନ୍ତ’ ଆଖ୍ୟାନଟିଏ ଆରମ୍ଭ

କରିଥିଲେ ସେ । ବାହାଡ଼ା ଦାନ୍ତର ଅନେକ ବିଶେଷତ୍ୱ ବଖାଣି ଯାଇଥିଲେ ବ୍ୟଙ୍ଗ ଅଭିନେତା

ଚକ୍ରାଣି । ବଙ୍କେଇ ଟଙ୍କେଇ ଅନେକ କଥା କହିଥିଲେ । ତାଙ୍କରି ଅଭିନୟରେ ଦର୍ଶକଗଣ ହସି
ଚକ୍ରପାଣି । ବଙ୍କେଇ ଟଙ୍କେଇ ଅନେକ କଥା କହିଥିଲେ । ତାଙ୍କରି ଅଭିନୟରେ ଦର୍ଶକଗଣ ହସି
ହସି ବେଦମ ହୋଇ ଯାଇଥିଲେ । ସେଭଳି ମହିମାମୟ ବକ୍ରଦାନ୍ତ ଯୁକ୍ତ ମଣିଷଟିଏ କିଭଳି କଥା

କହେ, ସିଏ ହସିଲେ କେମିତି ଦେଖାଯାଏ, କିଭଳି ଭାବରେ ଖାଦ୍ୟ ଖାଏ ଇତ୍ୟାଦି ଥିଲା ସେହି

୧୧ କ ଧାଡ଼ି: ୧୧ କ ଧାଡ଼ି:
କରାଯାଇଥିଲା ଏବଂ ସେହିସ୍ଥାନରେ ମଧ୍ୟ ସଠିକ୍ ଦାନ୍ତଟିଏ ଯଥା ସମୟରେ ଉଠି ଯାଇଥିଲା ।

ତଥାପି ସେଇ ନାଟକ ଦେଖିବା ବେଳେ ସେ ମନେ କରିଥିଲେ ଯେ ତାଙ୍କୁ ହିଁ ଆକ୍ଷେପ କରି

ତାହା ଅଭିନୀତ । କିନ୍ତୁ ବାସ୍ତବରେ ଚକ୍ରାଣିଙ୍କ ଉଦେ୍ଧଶ୍ୟ ସର୍ବାଦୌ ସେୟା ନଥିଲା ।
ତାହା ଅଭିନୀତ । କିନ୍ତୁ ବାସ୍ତବରେ ଚକ୍ରପାଣିଙ୍କ ଉଦ୍ଦେଶ୍ୟ ସର୍ବାଦୌ ସେୟା ନଥିଲା ।

ତତ୍ ପରଦିନ ମହାରାଜାଙ୍କ ନିକଟରୁ ତଲବ୍ । ଘଟଣାର ଯଥାର୍ଥ ଅନୁମାନ ସେ କରି

ନେଇଥିଲେ । ସେଥିାଇଁ ପୁଣି ଏକ ଅଭିନୟର ଯୋଜନା ପ୍ରସ୍ତୁତ କରିଥିଲେ ତତ୍କାଳ
ନେଇଥିଲେ । ସେଥିାଇଁ ପୁଣି ଏକ ଅଭିନୟର ଯୋଜନା ପ୍ରସ୍ତୁତ କରିଥିଲେ ତତ୍‌କାଳ

ନଅରରେ ପହଞ୍ଚିବା ମାତ୍ରେ ମହାରାଜା କିଛି କହିବା ପୂର୍ବରୁ ଚକ୍ରାଣିଙ୍କର ଆପଣାର
ନଅରରେ ପହଞ୍ଚିବା ମାତ୍ରେ ମହାରାଜା କିଛି କହିବା ପୂର୍ବରୁ ଚକ୍ରପାଣିଙ୍କର ଆପଣାର
ଗୁହାରୀ ଥିଲା- ମହାରାଜ; ଆଉ ଏଣିକି ମୁଁ କୌଣସି ନାଟକରେ ଅଭିନୟ କରିବି ନାହିଁ ।

କାହିଁକି ?
କାହିଁକି ?

ସେଇ କାହିଁକିର ଏକ ଦୀର୍ଘ ଉତ୍ତର ଦେଇ ସେଦିନ ସକାଳୁ ସକାଳୁ ବଜାର ମଝିରେ ରାଧି

ଓଡ଼ିଆଣୀର ଅସଭ୍ୟ ଗାଳିଗୁଲଜ ସଂପର୍କରେ ବିଶେଷ ଉଲ୍ଲେଖ କରିଥିଲେ । କହିଥିଲେ- ""ସତେ
ଓଡ଼ିଆଣୀର ଅସଭ୍ୟ ଗାଳିଗୁଲଜ ସଂପର୍କରେ ବିଶେଷ ଉଲ୍ଲେଖ କରିଥିଲେ । କହିଥିଲେ- "ସତେ
ଯେମିତି କାଲିରାତିରୁ ସେ ମୋତେ ଅପେକ୍ଷା କରି ହିଁ ରହିଥିଲା । ତାର ଭାଷାକୁ ଉଦ୍ଧାର କରି

କହିଥିଲେ- ହଇହୋ କରଣ ପୁଅ, ମୋ ଗୋଡ଼ ଟିକିଏ ବଙ୍କା ହୋଇଯାଇଛି ବୋଲି ତମେ କଣ