"ପୃଷ୍ଠା:Aama Parala Gajapati.pdf/୧୫୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Pywikibot touch edit
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୨ କ ଧାଡ଼ି: ୨ କ ଧାଡ଼ି:
ଅଭିମାନ । ସେ ଟିକିଏ ହସିଦେଇ କହିଥିଲେ- ସେଇ ରାଧି ତ କଳିହୁଡୀଟାଏ । ତାକୁ ଦି’ ପଦ
ଅଭିମାନ । ସେ ଟିକିଏ ହସିଦେଇ କହିଥିଲେ- ସେଇ ରାଧି ତ କଳିହୁଡୀଟାଏ । ତାକୁ ଦି’ ପଦ
ଭଲ କଥା କହି ବୁଝାଇ ଦିଅ- ସେ ଠିକ୍ ବୁଝିଯିବ ।
ଭଲ କଥା କହି ବୁଝାଇ ଦିଅ- ସେ ଠିକ୍ ବୁଝିଯିବ ।

ଖୁସି ମନରେ ଚକ୍ରାଣି ଫେରି ଆସିଥିଲେ ରାଜ ଉଆସରୁ । ଏବଂ ଏଇ ଘଟଣାରେ
ଖୁସି ମନରେ ଚକ୍ରପାଣି ଫେରି ଆସିଥିଲେ ରାଜ ଉଆସରୁ । ଏବଂ ଏଇ ଘଟଣାରେ
ମହାରାଜାଙ୍କ ସେଭଳି ଅଭିମାନରେ ଯଥାର୍ଥତା ନଥିବା କଥା ସେ ଠିକ୍ ଅନୁଭବ ମଧ୍ୟ କରି
ମହାରାଜାଙ୍କ ସେଭଳି ଅଭିମାନରେ ଯଥାର୍ଥତା ନଥିବା କଥା ସେ ଠିକ୍ ଅନୁଭବ ମଧ୍ୟ କରି
ପାରିଥିଲେ । କିନ୍ତୁ ତଥାପି ପରସମୟରେ ସେଇ ଆତ୍ମାଭିମାନର ପରି୍ରକାଶ ଘଟିଥିଲା ସେ
ପାରିଥିଲେ । କିନ୍ତୁ ତଥାପି ପରସମୟରେ ସେଇ ଆତ୍ମାଭିମାନର ପରିପ୍ରକାଶ ଘଟିଥିଲା ସେ
ପ୍ରଥମ ଗୋଲ୍ଟେବୁଲ୍ ବୈଠକରେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହେବା ପରେ ପରେ ।
ପ୍ରଥମ ଗୋଲ୍‌ଟେବୁଲ୍ ବୈଠକରେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହେବା ପରେ ପରେ ।
କଂଗ୍ରେସ ସଭ୍ୟଗଣ ତାହାଙ୍କୁ ତୀବ୍ର ସମାଲୋଚନା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ପରେ
କଂଗ୍ରେସ ସଭ୍ୟଗଣ ତାହାଙ୍କୁ ତୀବ୍ର ସମାଲୋଚନା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ପରେ
ସୀମାକମିଟିର ସଭ୍ୟ ମନୋନୟନ ବେଳେ ସୁଦ୍ଧା ସେଇୟା ହୋଇଥିଲା । କିନ୍ତୁ ଜାତୀୟ କାର୍ଯ୍ୟରେ
ସୀମାକମିଟିର ସଭ୍ୟ ମନୋନୟନ ବେଳେ ସୁଦ୍ଧା ସେଇୟା ହୋଇଥିଲା । କିନ୍ତୁ ଜାତୀୟ କାର୍ଯ୍ୟରେ
ନିଯୁକ୍ତ ଥିବା ତଥା ଓଡ଼ିଶା ଆନେ୍ଦାଳନରେ ନେତୃତ୍ୱ ନେଉଥିବା ଯୋଗୁଁ ପ୍ରବଳ ଫୁତ୍କାର ସହ
ନିଯୁକ୍ତ ଥିବା ତଥା ଓଡ଼ିଶା ଆନ୍ଦୋଳନରେ ନେତୃତ୍ୱ ନେଉଥିବା ଯୋଗୁଁ ପ୍ରବଳ ଫୁତ୍‌କାର ସହ
ଫଣା ଟେକି ଉଠୁଥିବା ଆତ୍ମାଭିମାନକୁ ଶାନ୍ତ କରିବା ପାଇଁ ସେ ପଶ୍ଚାତ୍ଦ ହେଉନଥିଲେ ।
ଫଣା ଟେକି ଉଠୁଥିବା ଆତ୍ମାଭିମାନକୁ ଶାନ୍ତ କରିବା ପାଇଁ ସେ ପଶ୍ଚାତ୍‌ପଦ ହେଉନଥିଲେ ।
ଏପରିକି ରାଜ୍ୟର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ସୁଦ୍ଧା ବିଧାନସଭାରେ ଅନେକ
ଏପରିକି ରାଜ୍ୟର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ସୁଦ୍ଧା ବିଧାନସଭାରେ ଅନେକ
ଆକ୍ଷେପମୂଳକ ବ୍ୟଙ୍ଗୋକ୍ତି ସେଇ ଆତ୍ମାଭିମାନକୁ ଆହତ କରୁଥିଲା ନିଶ୍ଚୟ । କିନ୍ତୁ ଜାତୀୟ ସ୍ୱାର୍ଥ
ଆକ୍ଷେପମୂଳକ ବ୍ୟଙ୍ଗୋକ୍ତି ସେଇ ଆତ୍ମାଭିମାନକୁ ଆହତ କରୁଥିଲା ନିଶ୍ଚୟ । କିନ୍ତୁ ଜାତୀୟ ସ୍ୱାର୍ଥ
ସେଠି ପରକ୍ଷଣରେ ଅଧିକ ବଳଶାଳୀ ହୋଇ ଯାଉଥିଲା । ସେଭଳି ଆବଶ୍ୟକତାକୁ ବାଦ୍ଦେଲେ
ସେଠି ପରକ୍ଷଣରେ ଅଧିକ ବଳଶାଳୀ ହୋଇ ଯାଉଥିଲା । ସେଭଳି ଆବଶ୍ୟକତାକୁ ବାଦ୍‌ଦେଲେ
ଜୀବନର ଅବସର କାଳରେ ସୁଦ୍ଧା ସେଇ ଆତ୍ମ ଅଭିମାନ ଯୁକ୍ତ ହୋଇ ଜୀବନ ନିର୍ବାହ କରିଥିଲେ
ଜୀବନର ଅବସର କାଳରେ ସୁଦ୍ଧା ସେଇ ଆତ୍ମ ଅଭିମାନ ଯୁକ୍ତ ହୋଇ ଜୀବନ ନିର୍ବାହ କରିଥିଲେ
ପାର୍ଥିବ ପୃଥିବୀରେ ଶେଷ ଦିନ ଯାଏଁ ।
ପାର୍ଥିବ ପୃଥିବୀରେ ଶେଷ ଦିନ ଯାଏଁ ।

ସ୍ୱାଧୀନତା ହାସଲ ପରେ ପରେ ଦେଶରେ ରାଜନୈତିକ ଦୃଶ୍ୟପଟର ପରିବର୍ତ୍ତନ ସଙ୍ଗେ
ସ୍ୱାଧୀନତା ହାସଲ ପରେ ପରେ ଦେଶରେ ରାଜନୈତିକ ଦୃଶ୍ୟପଟର ପରିବର୍ତ୍ତନ ସଙ୍ଗେ
ସଙ୍ଗେ ସାମାଜିକ ପରିବର୍ତ୍ତନ ମାନ ହେବା ଥିଲା ସ୍ୱାଭାବିକ । ଗତକାଲି ପ୍ରଭୂତ କ୍ଷମତାର ଅଧିକାରୀ
ସଙ୍ଗେ ସାମାଜିକ ପରିବର୍ତ୍ତନ ମାନ ହେବା ଥିଲା ସ୍ୱାଭାବିକ । ଗତକାଲି ପ୍ରଭୂତ କ୍ଷମତାର ଅଧିକାରୀ
ରାଜା/ଜମିଦାର ଗଣ ନିଜକୁ ଖାପଖୁଆଇ ଚଳିବା ପାଇଁ ଯେ ଯାହାର କର୍ମନ୍ଥା ନିର୍ଦ୍ଧାରଣ
ରାଜା/ଜମିଦାର ଗଣ ନିଜକୁ ଖାପଖୁଆଇ ଚଳିବା ପାଇଁ ଯେ ଯାହାର କର୍ମ‌ପନ୍ଥା ନିର୍ଦ୍ଧାରଣ
କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ଗଣତାନ୍ତ୍ରିକ ରାଜନୀତିରେ ଯୋଗ ଦେଇଥିବା ବେଳେ
କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ଗଣତାନ୍ତ୍ରିକ ରାଜନୀତିରେ ଯୋଗ ଦେଇଥିବା ବେଳେ
ଆହୁରି ଅନେକେ ସେ ସବୁରୁ ଦୂରେଇ ରହି ବ୍ୟକ୍ତିଗତ ଉଦ୍ୟମରେ ପ୍ରତିÂିତ ହେବାପାଇଁ ବାଣିଜ୍ୟ
ଆହୁରି ଅନେକେ ସେ ସବୁରୁ ଦୂରେଇ ରହି ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଷ୍ଠିତ ହେବାପାଇଁ ବାଣିଜ୍ୟ
ବ୍ୟବସାୟ ଇତ୍ୟାଦିରେ ମନୋନିବେଶ କରିଥିଲେ । କିନ୍ତୁ ଅନମନୀୟ ମହାରାଜା କୃଷ୍ଣଚନ୍ଦ୍ର ଥିଲେ
ବ୍ୟବସାୟ ଇତ୍ୟାଦିରେ ମନୋନିବେଶ କରିଥିଲେ । କିନ୍ତୁ ଅନମନୀୟ ମହାରାଜା କୃଷ୍ଣଚନ୍ଦ୍ର ଥିଲେ
ସେ ସବୁ ମଧ୍ୟରେ ଏକ ବ୍ୟତିକ୍ରମ । ଦେଶରେ, ଏପରିକି ସ୍ୱାଧୀନତା ପୂର୍ବରୁ ଏବଂ ପରେ ମଧ୍ୟ,
ସେ ସବୁ ମଧ୍ୟରେ ଏକ ବ୍ୟତିକ୍ରମ । ଦେଶରେ, ଏପରିକି ସ୍ୱାଧୀନତା ପୂର୍ବରୁ ଏବଂ ପରେ ମଧ୍ୟ,