"ପୃଷ୍ଠା:Aama Parala Gajapati.pdf/୧୫୬" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Pywikibot touch edit
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ତେଣୁ ସେମାନେ ତତ୍ର ଥିଲେ ଘଣ୍ଟାକଣ୍ଟା ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ସମାହିତ କରିବା
ତେଣୁ ସେମାନେ ତତ୍‌ପର ଥିଲେ ଘଣ୍ଟାକଣ୍ଟା ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ସମାହିତ କରିବା
ପାଇଁ । ଘଣ୍ଟା ବଜାଇବା ପ୍ରହରୀଗଣ ତ ଥିଲେ ଅଧିକ ତତ୍‍ର
ପାଇଁ । ଘଣ୍ଟା ବଜାଇବା ପ୍ରହରୀଗଣ ତ ଥିଲେ ଅଧିକ ତତ୍‍‌ପର

ସହରବାସୀଙ୍କୁ ପ୍ରତିଦିନର ସମୟ ସୂଚନା ପ୍ରଦାନ କରିବା ପାଇଁ ନଅର ସିଂହ ଦ୍ୱାର ଗୁମୁଟର

ସର୍ବୋଚ୍ଚ ଶିଖରରେ ନିର୍ମିତ ହୋଇଥିଲା ଏକ ଘଣ୍ଟା ଘର । ସେଠାରେ ଏକ ବିରାଟ ଘଣ୍ଟା ସ୍ଥାପିତ

ହୋଇଥିଲା । ତତ୍ସହିତ ସେଠାରେ ଅହୋରାତ୍ର ପ୍ରହରୀମାନଙ୍କ ନିୟୋଜନ । ପ୍ରତି ଘଣ୍ଟାରେ
ହୋଇଥିଲା । ତତ୍‌ସହିତ ସେଠାରେ ଅହୋରାତ୍ର ପ୍ରହରୀମାନଙ୍କ ନିୟୋଜନ । ପ୍ରତି ଘଣ୍ଟାରେ
ସେମାନେ ଦୋଳାୟମାମନ ଏକ ବିରାଟ ଘଣ୍ଟାକୁ ପ୍ରବଳ ପ୍ରହାର କରି ସହରବାସୀଙ୍କୁ ସୂଚାଇ

ଦେଉଥିଲେ ସଠିକ ସମୟ । ସକାଳ ଆଠଟା ବେଳେ ତାହା ଆଠ ଥର ବାଜିବା ବେଳେ ଅପରାହ୍ନ

୧୧ କ ଧାଡ଼ି: ୧୨ କ ଧାଡ଼ି:
ସମୟର ସୂଚନା ପାଇ ପାରୁଥିଲେ ଅହୋରାତ୍ର । ଜମିଦାରି ଉଚ୍ଛେଦ ପରେ ଦୀର୍ଘକାଳ ପର୍ଯ୍ୟନ୍ତ

ସେହି ବ୍ୟବସ୍ଥା ଚାଲୁରହିଥିଲା ।
ସେହି ବ୍ୟବସ୍ଥା ଚାଲୁରହିଥିଲା ।

ଅବଶ୍ୟ ମହାରାଜା ସହର ବାହାରକୁ ଗଲାବେଳେ ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟରେ ସାମାନ୍ୟ

ବ୍ୟତିକ୍ରମ ତ ସ୍ୱାଭାବିକ । ତେବେ ସାଙ୍ଗରେ ତାଙ୍କରି ବ୍ୟକ୍ତିଗତ ସେବାକାରୀଗଣ- ସୁଆର,

୧୬ କ ଧାଡ଼ି: ୧୮ କ ଧାଡ଼ି:
ପ୍ରାୟତଃ ଚାଲୁ ରହିଥିଲା ଜୀବନର ଶେଷ ଦିନ ପର୍ଯ୍ୟନ୍ତ- ୧୯୭୪ ମସିହା ମଇ ୨୫ ତାରିଖ

ପର୍ଯ୍ୟନ୍ତ ।
ପର୍ଯ୍ୟନ୍ତ ।

ସେଦିନ ମଧ୍ୟ ପ୍ରତୂ୍ୟଷରୁ ଆପଣାର ନିତ୍ୟକର୍ମ ଶେଷକରି ହୋମଫାର୍ମକୁ ଯାଇଥିଲେ ।
ସେଦିନ ମଧ୍ୟ ପ୍ରତ୍ୟୂଷରୁ ଆପଣାର ନିତ୍ୟକର୍ମ ଶେଷକରି ହୋମଫାର୍ମକୁ ଯାଇଥିଲେ ।
ସେଠାରୁ ଫେରି ସ୍ନାନାଦିକର୍ମ ଶେଷକରି ଦେବାର୍ଚ୍ଚନ କରିଥିଲେ ନଅର ଭିତରେ । ତାପରେ

ପ୍ରସ୍ତୁତ ହୋଇଥିଲେ ନିତ୍ୟ ନୈମିତି୍ୟକ ଭାବେ ମଧ୍ୟାହ୍ନ ଭୋଜନ ପାଇଁ ।
ପ୍ରସ୍ତୁତ ହୋଇଥିଲେ ନିତ୍ୟ ନୈମିତ୍ୟିକ ଭାବେ ମଧ୍ୟାହ୍ନ ଭୋଜନ ପାଇଁ ।

କିନ୍ତୁ ‘ଅବିଶ୍ୱାସୀ’ କ୍ରୂରକାଳ ଅଚାନକେ ଆସି ସେଇଠି ‘ହାବୋଡ଼ି’ ଯାଇଥିଲା । ସେ ଆଉ

ଭୋଜନ କରିବାକୁ ଯାଇପାରି ନଥିଲେ । ଦିନ ପ୍ରାୟ ସାଢେ଼ ଏଗାରଟା ବେଳେ କାଳର କବଳରେ

ବନ୍ଦୀ ହୋଇ ଯାଇଥିଲେ ସେ । ମହାକାଳ ମହାରାଜାଙ୍କୁ ଗ୍ରାସ କରି ନେଇଥିଲା ।

ସେହି ମୃତୁ୍ୟକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଥିଲେ ସରକାର । ତତ୍ରଠାରୁ ସମସ୍ତ
ସେହି ମୃତ୍ୟୁକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଥିଲେ ସରକାର । ତତ୍‌ପରଠାରୁ ସମସ୍ତ
ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା । ସେତେବେଳେ ଯୁବରାଜ ରାମଚନ୍ଦ୍ରଙ୍କ ପୁତ୍ର

ଗୋପୀନାଥଙ୍କୁ ସମ୍ବାଦ ପ୍ରେରଣ କରାଯାଇଥିଲା । ରାଜବାଟୀର ଚତୁଃପାଶ୍ୱର୍ରେ ଅଧିକ ଆଲୋକର

ବ୍ୟବସ୍ଥା ତୁରନ୍ତ କରାଯାଇଥିଲା । ପୋଲିସ୍ ବିଭାଗର ଉଚ୍ଚ କର୍ମଚାରୀଗଣ ମହାରାଜାଙ୍କ ମର

ଶରୀରର ରକ୍ଷଣାବେକ୍ଷଣ ଦାୟିତ୍ୱ ତତ୍କାଳ ଗ୍ରହଣ କରିଥିଲେ । ସରକାର ଛୁଟି ଘୋଷଣା
ଶରୀରର ରକ୍ଷଣାବେକ୍ଷଣ ଦାୟିତ୍ୱ ତତ୍‌କାଳ ଗ୍ରହଣ କରିଥିଲେ । ସରକାର ଛୁଟି ଘୋଷଣା
କରିଥିଲେ । ସ୍କୁଲ କଲେଜ ବନ୍ଦ ହୋଇଯାଇଥିଲା ।
କରିଥିଲେ । ସ୍କୁଲ କଲେଜ ବନ୍ଦ ହୋଇଯାଇଥିଲା ।