"ପୃଷ୍ଠା:Aama Parala Gajapati.pdf/୧୫୭" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Pywikibot touch edit
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୫ କ ଧାଡ଼ି: ୫ କ ଧାଡ଼ି:
ମୁହାଁଇଥିଲେ ରାଜନଅର ଆଡ଼କୁ । ସାରା ସହରରେ ପ୍ରାୟ ପ୍ରତ୍ୟେକଙ୍କ ଘରେ ଚୁଲି ଜଳିବା ବି

ବନ୍ଦ । ରାଜନଅର ଚତୁର୍ଦ୍ଧିଗରେ ଲୋକାରଣ୍ୟ । ରାଜଦାଣ୍ଡରେ ସୋରିଷ ପଡ଼ିବାକୁ ସ୍ଥାନ ନାହିଁ ।

ପାରଳା ସହର ଆଡ଼କୁ ଛୁଟି ଥିଲା ଜନତାର ସୁଅ । ସେଥିରେ କେବଳ ପାରଳା ଜମିଦାରି

ଅଞ୍ଚଳର ଲୋକ ନଥିଲେ, ବିଶେଷକରି ସେଥିରେ ଥିଲେ ଆନ୍ଧ୍ର ସହିତ ଯୁକ୍ତ ହୋଇ ରହିଯାଇଥିବା

୧୦ କ ଧାଡ଼ି: ୧୧ କ ଧାଡ଼ି:
ନିଃଶ୍ୱାସରେ ଦଉଡ଼ି ଆସିଥିଲେ ମହାରାଜାଙ୍କୁ ଶେଷ ଦର୍ଶନ କରିବେ-ଶେଷ ସମ୍ମାନ ଜଣାଇବେ ।

ପାରଳା ସହର ଲୋକାରଣ୍ୟ ହୋଇ ଉଠିଥିଲା । ସମୟର ଗତି ଭୁଲି ଯାଇଥିଲେ ସମସ୍ତେ ।

ମଧ୍ୟାହ୍ନ, ଅପରାହ୍ଣ, ରାତି ବୋଲି କିଛି ବାରି ହେଉନଥିଲା । ପ୍ରତି ଘଣ୍ଟାରେ ଯେମିତି କିଛି କିଛି
ମଧ୍ୟାହ୍ନ, ଅପରାହ୍ନ, ରାତି ବୋଲି କିଛି ବାରି ହେଉନଥିଲା । ପ୍ରତି ଘଣ୍ଟାରେ ଯେମିତି କିଛି କିଛି
ନୂତନ ବ୍ୟକ୍ତିଙ୍କର ସମାଗମ, ଶେଷ ଦର୍ଶନ ପାଇଁ ବ୍ୟାକୁଳତା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ

ତଥା ଅତି ବିଶିଷ୍ଟ ବ୍ୟକ୍ତିବୃନ୍ଦ ଏବଂ ସରକାରୀ ଅଫିସରଗଣ ସମବେତ ହୋଇଥିଲେ ପାରଳାରେ,

ସେଇ ଏକା ଉଦେ୍ଧଶ୍ୟରେ
ସେଇ ଏକା ଉଦ୍ଦେଶ୍ୟରେ

ସମ୍ବାଦ ପାଇ ଗୋପୀନାଥ ଗଜପତି ବାଙ୍ଗାଲୋରରୁ ଆସି ତତ୍ରଦିନ ପହଞ୍ଚିଥିଲେ ।
ସମ୍ବାଦ ପାଇ ଗୋପୀନାଥ ଗଜପତି ବାଙ୍ଗାଲୋରରୁ ଆସି ତତ୍‌ପରଦିନ ପହଞ୍ଚିଥିଲେ ।
ସେଭଳି ଖବର ପାଇ ମହାରାଜାଙ୍କର କନିÂ ପୁତ୍ର ମାଧବ ସୁନ୍ଦର ଗଜପତି ମଧ୍ୟ ଆସିଥିଲେ
ସେଭଳି ଖବର ପାଇ ମହାରାଜାଙ୍କର କନିଷ୍ଠ ପୁତ୍ର ମାଧବ ସୁନ୍ଦର ଗଜପତି ମଧ୍ୟ ଆସିଥିଲେ
ମାନ୍ଦ୍ରାଜରୁ । ବଂଶ ପରଂପରାକ୍ରମେ ରାଜକୀୟ ମର୍ଯ୍ୟାଦା ସହ ପ୍ରଥମେ ଗୋପୀନାଥ ପାରଳା

ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ତତ୍ରେ ରାଜାଦେଶ କ୍ରମେ କୃଷ୍ଣଚନ୍ଦ୍ରଙ୍କ ମରଶରୀରକୁ
ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ତତ୍‌ପରେ ରାଜାଦେଶ କ୍ରମେ କୃଷ୍ଣଚନ୍ଦ୍ରଙ୍କ ମରଶରୀରକୁ
ନଅର ବାହାରକୁ ନିଆ ଯାଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହରର ବିଭିନ୍ନ ମାର୍ଗଦେଇ ସେଇ

ଶବ ଶୋଭାଯାତ୍ରା ମହେନ୍ଦ୍ରତନୟା ନଦୀ କୂଳକୁ ଯାଇଥିଲା । ବୈଦିକ ରୀତିରେ ଶବ ସଂସ୍କାର