"ପୃଷ୍ଠା:Arkakshetra konark.pdf/୨୬୪" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Bot: Automated text replacement (-ଅା +ଆ)
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଅନ୍ୟ କିଛି ହୋଇଯାଇଛି ? କୋଣାର୍କ, ଶିଳ୍ପ, ଭାସ୍କର୍ଯ୍ୟ, ଦର୍ଶନର ମହାକାବ୍ୟ । ଏହାକୁ ନୂତନ ରୂପେ ଉପସ୍ଥାପନ କରିବା ଚେଷ୍ଟାରେ ଭୁଲ୍‍ କେଉଁଠି ରହିଲା ? ଘଟିବାକୁ ଥିବା ଗୋଟିଏ ଅମୋଘ ସତ୍ୟ ଏଠାରେ ଦୁଃଖର ସହିତ କହିବାକୁ ପଡୁଛି । ଏ ସଂସାରରେ ସମସ୍ତ କିଛି ବିଲୟଶୀଳ । କୋଣାର୍କର ଏ ଦେଉଳର ବିଲୟ ଦିନେ ନା ଦିନେ ହେବ । ବିଶ୍ୱବାସୀଙ୍କ ସମସ୍ତ ସଦିଚ୍ଛା ଓ ଚେଷ୍ଟା ସତ୍ତ୍ୱେ ଅମୋଘ କାଳ, ଦିନେ ନା ଦିନେ ଏହାର ବିଲୟ ଡାକି ଆଣିବ । ଏହାର ସଂରକ୍ଷଣ ଯେପରି ହେବା ଉଚିତ୍‍, ତାହା ହେଲେ ଏହାର ଜୀବନ ହୁଏତ ଆହୁରି ତିିନିଚାରି ଶହ ବର୍ଷ ବଢ଼ିଯିବ । କିନ୍ତୁ ଯେପରି ଭାବେ ସଂରକ୍ଷଣ ଚାଲିଛି, ହୁଏତ ଏହାର ଆୟୁ ଆଉ ଶହେ ବର୍ଷ ଟପିବ ନାହିଁ । ତାହା ପୂର୍ବରୁ ଏ ସୃଷ୍ଟି ନୂତନ କରି ଗଢ଼ି ଦେଲେ, ଅନନ୍ତ ଯାତ୍ରାର ଯେଉଁ ଦର୍ଶନ ଏ ସୂର୍ଯ୍ୟ ରଥର ପରିକଳ୍ପାନା ପଛରେ ଥିଲା, ତାହା ନବ କଳେବରରେ ଗତିଶୀଳ ରହିବ ।
ଅନ୍ୟ କିଛି ହୋଇଯାଇଛି ? କୋଣାର୍କ, ଶିଳ୍ପ, ଭାସ୍କର୍ଯ୍ୟ, ଦର୍ଶନର ମହାକାବ୍ୟ । ଏହାକୁ ନୂତନ ରୂପେ ଉପସ୍ଥାପନ କରିବା ଚେଷ୍ଟାରେ ଭୁଲ୍‍
କେଉଁଠି ରହିଲା ? ଘଟିବାକୁ ଥିବା ଗୋଟିଏ ଅମୋଘ ସତ୍ୟ ଏଠାରେ ଦୁଃଖର ସହିତ କହିବାକୁ ପଡୁଛି । ଏ ସଂସାରରେ ସମସ୍ତ କିଛି ବିଲୟଶୀଳ ।
କୋଣାର୍କର ଏ ଦେଉଳର ବିଲୟ ଦିନେ ନା ଦିନେ ହେବ । ବିଶ୍ୱବାସୀଙ୍କ ସମସ୍ତ ସଦିଚ୍ଛା ଓ ଚେଷ୍ଟା ସତ୍ତ୍ୱେ ଅମୋଘ କାଳ, ଦିନେ ନା ଦିନେ ଏହାର
ବିଲୟ ଡାକି ଆଣିବ । ଏହାର ସଂରକ୍ଷଣ ଯେପରି ହେବା ଉଚିତ୍‍, ତାହା ହେଲେ ଏହାର ଜୀବନ ହୁଏତ ଆହୁରି ତିିନିଚାରି ଶହ ବର୍ଷ ବଢ଼ିଯିବ ।
କିନ୍ତୁ ଯେପରି ଭାବେ ସଂରକ୍ଷଣ ଚାଲିଛି, ହୁଏତ ଏହାର ଆୟୁ ଆଉ ଶହେ ବର୍ଷ ଟପିବ ନାହିଁ । ତାହା ପୂର୍ବରୁ ଏ ସୃଷ୍ଟି ନୂତନ କରି ଗଢ଼ି ଦେଲେ,
ଅନନ୍ତ ଯାତ୍ରାର ଯେଉଁ ଦର୍ଶ ଏ ସୂର୍ଯ୍ୟ ରଥର ପରିକଳ୍ପା ପଛରେ ଥିଲା, ତାହା ନବ କଳେବରରେ ଗତିଶୀଳ ରହିବ ।


ସୁଖର କଥା, ବର୍ଷେ ତଳେ ଏ ଦିଗରେ ଗୋଟିଏ ଉଦ୍ୟମ ଆରମ୍ଭ କରିଥିଲେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା । ଶ୍ରୀଯୁକ୍ତ ବର୍ମା
ସୁଖର କଥା, ବର୍ଷେ ତଳେ ଏ ଦିଗରେ ଗୋଟିଏ ଉଦ୍ୟମ ଆରମ୍ଭ କରିଥିଲେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା । ଶ୍ରୀଯୁକ୍ତ ବର୍ମା ଗୋଟିଏ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ, ହଜାର କୋଟି ଟଙ୍କାର ଗୋଟିଏ ବଜେଟ୍‍ ସରକାରଙ୍କୁ ଦିଆଯାଇଥିବା କଥା । (ସମାଜ-୧୪ ଡିସେମ୍ୱର, ୨୦୦୯) । ସେ ପ୍ରକଳ୍ପର ରୂପରେଖ କ'ଣ ହେବ ? ଓଡ଼ିଶା ସଂସ୍କୃତି ମଞ୍ଚରେ ଶ୍ରୀଯୁକ୍ତ ବର୍ମାଙ୍କ ବ୍ୟତୀତ ଅନ୍ୟ କେଉଁମାନେ ଅଛନ୍ତି, ଏସବୁ କିଛି ସେ କହି ନାହାଁନ୍ତି । ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବର ପରିଣତି କ'ଣ ହେଲା ଆଉ ଖବରକାଗଜରେ ପ୍ରକାଶିତ ହୋଇ ନାହିଁ ।
ଗୋଟିଏ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ, ହଜାର କୋଟି ଟଙ୍କାର ଗୋଟିଏ ବଜେଟ୍‍ ସରକାରଙ୍କୁ ଦିଆଯାଇଥିବା କଥା । (ସମାଜ-୧୪
ଡିସେମ୍ୱର, ୨୦୦୯) । ସେ ପ୍ରକଳ୍ପର ରୂପରେଖ କ'ଣ ହେବ ? ଓଡ଼ିଶା ସଂସ୍କୃତି ମଞ୍ଚରେ ଶ୍ରୀଯୁକ୍ତ ବର୍ମାଙ୍କ ବ୍ୟତୀତ ଅନ୍ୟ କେଉଁମାନେ ଅଛନ୍ତି,
ଏସବୁ କିଛି ସେ କହି ନାହାଁନ୍ତି । ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବର ପରିଣତି କ'ଣ ହେଲା ଆଉ ଖବରକାଗଜରେ ପ୍ରକାଶିତ ହୋଇ ନାହିଁ ।


ସରକାର ଯେ ଏପରି ପ୍ରକଳ୍ପ ରୂପାୟିତ କରିବାରେ ସହଯୋଗ କରିବେ ନାହିଁ, ଏପରି ମଧ୍ୟ ନୁହେଁ । ୧୭ ନଭେମ୍ୱର ୨୦୧୦, କୋଣାର୍କ
ସରକାର ଯେ ଏପରି ପ୍ରକଳ୍ପ ରୂପାୟିତ କରିବାରେ ସହଯୋଗ କରିବେ ନାହିଁ, ଏପରି ମଧ୍ୟ ନୁହେଁ । ୧୭ ନଭେମ୍ୱର ୨୦୧୦, କୋଣାର୍କ ସୁରକ୍ଷା ପରିଷଦର INTACH ସହଯୋଗରେ ଗୋଟିଏ ବୈଠକ ହୋଇଥିଲା କୋଣାର୍କରେ । ଓଡ଼ିଶା ସରକାରଙ୍କର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସଚିବ, ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ ବୈଠକରେ ଯୋଗଦେଇ କଥା ପ୍ରସଙ୍ଗରେ କହିଥିଲେ, ନୂତନ କୋଣାର୍କ ମନ୍ଦିର ଗଢ଼ିବା ଅବାସ୍ତବ ଚିନ୍ତା ନୁହେଁ, ଛୋଟ ମନ୍ଦିର ଗୋଟିଏ ଗଢ଼ା ଯାଇ ପାରେ । 'ଛୋଟ' କି 'ବଡ଼' ପଛ କଥା, ଉଲ୍ଲେଖନୀୟ ହେଉଛି ସରକାର ପ୍ରସ୍ତାବଟିର
ବିରୋଧୀ ନୁହଁନ୍ତି । ତେବେ ଏପରି ଗୋଟିଏ ବିରାଟ ପରିକଳ୍ପନା ଦୁଇଧାଡ଼ି କଥାରେ ହୁଏ ନାହିଁ । ଲେଖକ, କେତେଗୁଡ଼ିଏ ପ୍ରସ୍ତାବ ତଳେ ରଖୁଛି ।
ସୁରକ୍ଷା ପରିଷଦର INTACH ସହଯୋଗରେ ଗୋଟିଏ ବୈଠକ ହୋଇଥିଲା କୋଣାର୍କରେ । ଓଡ଼ିଶା ସରକାରଙ୍କର ସଂସ୍କୃତି ଓ ପର୍ଯ୍ୟଟନ
ବିଭାଗର ସଚିବ, ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ ବୈଠକରେ ଯୋଗଦେଇ କଥା ପ୍ରସଙ୍ଗରେ କହିଥିଲେ, ନୂତନ କୋଣାର୍କ ମନ୍ଦିର ଗଢ଼ିବା
ଅବାସ୍ତବ ଚିନ୍ତା ନୁହେଁ, ଛୋଟ ମନ୍ଦିର ଗୋଟିଏ ଗଢ଼ା ଯାଇ ପାରେ । 'ଛୋଟ' କି 'ବଡ଼' ପଛ କଥା, ଉଲ୍ଲେଖନୀୟ ହେଉଛି ସରକାର ପ୍ରସ୍ତାବଟିର
ବିରୋଧୀ ନୁହଁନ୍ତି । ତେବେ ଏପରି ଗୋଟିଏ ବିରାଟ ପରିକଳ୍ପା ଦୁଇଧାଡ଼ି କଥାରେ ହୁଏ ନାହିଁ । ଲେଖକ, କେତେଗୁଡ଼ିଏ ପ୍ରସ୍ତାବ ତଳେ ରଖୁଛି ।


୧. ଐତିହ୍ୟପ୍ରେମୀ ମଣିଷ ଯେବେ ଏ ଯୁଗରେ ମଧ୍ୟ ସୋମନାଥ ମନ୍ଦିର ଗଢ଼ିପାରିଲେ, ଦ୍ୱିତୀୟ ଓ ତୃତୀୟ ତାଜମହଲ ଗଢ଼ି ପାରିଲେ,
୧. ଐତିହ୍ୟପ୍ରେମୀ ମଣିଷ ଯେବେ ଏ ଯୁଗରେ ମଧ୍ୟ ସୋମନାଥ ମନ୍ଦିର ଗଢ଼ିପାରିଲେ, ଦ୍ୱିତୀୟ ଓ ତୃତୀୟ ତାଜମହଲ ଗଢ଼ି ପାରିଲେ, ଦିଲ୍ଲୀ ଅକ୍ଷରଧାମ ଗଢ଼ିପାରିଲେ, ଏପରିକି ଦେଶ ବିଦେଶରେ ବହୁ ଜଗନ୍ନାଥ ମନ୍ଦିର ଗଢ଼ି ପାରିଲେ, ନୂତନ କୋଣାର୍କ ମନ୍ଦିର ନିଶ୍ଚୟ ଗଢ଼ିପାରିବେ ।
ଦିଲ୍ଲୀ ଅକ୍ଷରଧାମ ଗଢ଼ିପାରିଲେ, ଏପରିକି ଦେଶ ବିଦେଶରେ ବହୁ ଜଗନ୍ନାଥ ମନ୍ଦିର ଗଢ଼ି ପାରିଲେ, ନୂତନ କୋଣାର୍କ ମନ୍ଦିର ନିଶ୍ଚୟ ଗଢ଼ିପାରିବେ ।


୨. ପ୍ରଥମ ପଦକ୍ଷେପ ନିଅନ୍ତୁ, ଦେଶ ବାହାରେ ଥିବା ଓଡ଼ିଆ ଅନୁଷ୍ଠାନଗୁଡ଼ିକ । ଦେଶରୁ ଦୂରରେ ଥିବାରୁ ମନେହୁଏ ପଛରେ ଛାଡ଼ି
୨. ପ୍ରଥମ ପଦକ୍ଷେପ ନିଅନ୍ତୁ, ଦେଶ ବାହାରେ ଥିବା ଓଡ଼ିଆ ଅନୁଷ୍ଠାନଗୁଡ଼ିକ । ଦେଶରୁ ଦୂରରେ ଥିବାରୁ ମନେହୁଏ ପଛରେ ଛାଡ଼ି ଆସିଥିବା ବିରାଟ ଐତିହ୍ୟ ପ୍ରତି ସେମାନଙ୍କ ମନ ଏବେ ମଧ୍ୟ ଆକୁଳ । ଏହା ବ୍ୟତୀତ ଏପରି ଗୋଟିଏ ପରିକଳ୍ପନା ରୂପାୟିତ ହେବା ପଛରେ ଯେଉଁ ଆଧୁନିକ ପ୍ରଯୁକ୍ତିର ପ୍ରୟୋଜନ ଅଛି, ଏହା ଉପଲବ୍ଧ କରିବା ପ୍ରବାସୀ ବନ୍ଧୁମାନଙ୍କ ପାଇଁ ସହଜତର ହୋଇପାରେ । ପାରମ୍ପରିକ ଶିଳ୍ପକଳା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସୁଷମ ସମନ୍ୱୟ ଏମାନେ ହିଁ ଘଟେଇ ପାରିବେ ।
ଆସିଥିବା ବିରାଟ ଐତିହ୍ୟ ପ୍ରତି ସେମାନଙ୍କ ମନ ଏବେ ମଧ୍ୟ ଆକୁଳ । ଏହା ବ୍ୟତୀତ ଏପରି ଗୋଟିଏ ପରିକଳ୍ପନା ରୂପାୟିତ ହେବା ପଛରେ
ଯେଉଁ ଆଧୁନିକ ପ୍ରଯୁକ୍ତିର ପ୍ରୟୋଜନ ଅଛି, ଏହା ଉପଲବ୍ଧ କରିବା ପ୍ରବାସୀ ବନ୍ଧୁମାନଙ୍କ ପାଇଁ ସହଜତର ହୋଇପାରେ । ପାରମ୍ପରିକ ଶିଳ୍ପକଳା
ଓ ଆଧୁିକ ପ୍ରଯୁକ୍ତିବିଦ୍ୟାର ସୁଷମ ସମନ୍ୱୟ ଏମାନେ ହିଁ ଘଟେଇ ପାରିବେ ।


୩. ଦେଶ ଭିତରେ ମଧ୍ୟ ବହୁ ସାଂସ୍କୃତିକ ଅନୁଷ୍ଠାନ ଅଛି । ଏମାନେ ମଧ୍ୟ ଆଗେଇ ଆସନ୍ତୁ । ବର୍ତ୍ତମାନ ଇଲେକ୍ର୍ଟୋନିକ ଗଣମାଧ୍ୟମର
୩. ଦେଶ ଭିତରେ ମଧ୍ୟ ବହୁ ସାଂସ୍କୃତିକ ଅନୁଷ୍ଠାନ ଅଛି । ଏମାନେ ମଧ୍ୟ ଆଗେଇ ଆସନ୍ତୁ । ବର୍ତ୍ତମାନ ଇଲେକ୍ର୍ଟୋନିକ ଗଣମାଧ୍ୟମର ବହୁଳ ପ୍ରସାରଣ ଫଳରେ ମତାମତ ବିିନିମୟ ଗୋଟାଏ ସମସ୍ୟା ନୁହେଁ । ଖୁବ୍‍ ଅଳ୍ପ ଦିନ ତଳେ ଇଜିପ୍ଟରେ ଗୋଟିଏ ରାଷ୍ଟ୍ରବିପ୍ଳବ ଘଟିଗଲା ବ୍ଲଗିଂ ନାମକ ପ୍ରଯୁକ୍ତି ଫଳରେ । ସେଇ ପଥରେ ଗୋଟିଏ ବୌଦ୍ଧିକ ଆନ୍ଦୋଳନ ସୃଷ୍ଟି ହେଉ । ପ୍ରକୃତ ସଂଗଠନ ଗଢ଼ିତୋଳି ପାରିଲେ ଅର୍ଥ ଗୋଟାଏ ସମସ୍ୟା ହେବ ନାହିଁ ।
ବହୁଳ ପ୍ରସାରଣ ଫଳରେ ମତାମତ ବିିମୟ ଗୋଟାଏ ସମସ୍ୟା ନୁହେଁ । ଖୁବ୍‍ ଅଳ୍ପ ଦିନ ତଳେ ଇଜିପ୍ଟରେ ଗୋଟିଏ ରାଷ୍ଟ୍ରବିପ୍ଳବ ଘଟିଗଲା ବ୍ଲଗିଂ
ନାମକ ପ୍ରଯୁକ୍ତି ଫଳରେ । ସେଇ ପଥରେ ଗୋଟିଏ ବୌଦ୍ଧିକ ଆନ୍ଦୋଳନ ସୃଷ୍ଟି ହେଉ । ପ୍ରକୃତ ସଂଗଠନ ଗଢ଼ିତୋଳି ପାରିଲେ ଅର୍ଥ ଗୋଟାଏ
ସମସ୍ୟା ହେବ ନାହିଁ ।


୪. ପ୍ରସ୍ତାବିତ ଆନ୍ଦୋଳନର ଦୁଇଟି ସୁସ୍ପଷ୍ଟ ଆଭିମୁଖ୍ୟ ଥିବା ପ୍ରୟୋଜନ । (କ) ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍‍.ଆଇ), ଭାରତ
୪. ପ୍ରସ୍ତାବିତ ଆନ୍ଦୋଳନର ଦୁଇଟି ସୁସ୍ପଷ୍ଟ ଆଭିମୁଖ୍ୟ ଥିବା ପ୍ରୟୋଜନ । (କ) ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍‍.ଆଇ), ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଦୃଶ୍ୟତଃ କାର୍ଯ୍ୟକ୍ଷମ କରିବାକୁ ପଡ଼ିବ ଯେପରିକି ନରସିଂହଦେବଙ୍କ କୋଣାର୍କର ଅବଶେଷ ଆହୁରି ବହୁବର୍ଷ ବଞ୍ଚି ରହିବ ।
ସରକାର ଓ ଓଡ଼ିଶା ସରକାରଙ୍କୁ ଦୃଶ୍ୟତଃ କାର୍ଯ୍ୟକ୍ଷମ କରିବାକୁ ପଡ଼ିବ ଯେପରିକି ନରସିଂହଦେବଙ୍କ କୋଣାର୍କର ଅବଶେଷ ଆହୁରି ବହୁବର୍ଷ ବଞ୍ଚି
ରହିବ ।


(ଖ) କୋଣାର୍କର ମହାନ ଆଦର୍ଶରେ ନୂତନ କୋଣାର୍କ ଗଠନ କରିବାକୁ ହେବ ।
(ଖ) କୋଣାର୍କର ମହାନ ଆଦର୍ଶରେ ନୂତନ କୋଣାର୍କ ଗଠନ କରିବାକୁ ହେବ ।
୩୮ କ ଧାଡ଼ି: ୧୮ କ ଧାଡ଼ି:
୫. ବିଶ୍ୱବ୍ୟାପୀ ଆନ୍ଦୋଳନ ଗୋଟିଏ ଗଢ଼ି ଉଠିଲେ ବାଟ ଆପେ ଖୋଲିଯିବ ।
୫. ବିଶ୍ୱବ୍ୟାପୀ ଆନ୍ଦୋଳନ ଗୋଟିଏ ଗଢ଼ି ଉଠିଲେ ବାଟ ଆପେ ଖୋଲିଯିବ ।


'କୋଣାର୍କ ନବ ନିର୍ମାଣ' ଅବଶ୍ୟ ଗୋଟିଏ ସ୍ୱପ୍ନ, ଯେଉଁ ସ୍ୱପ୍ନ ଦେଖିଥିଲେ ସାତଶହ ବର୍ଷ ପୂର୍ବେ ମହାରାଜ ଲାଙ୍ଗୁଳା ନରସିଂହ ଦେବ ।
'କୋଣାର୍କ ନବ ନିର୍ମାଣ' ଅବଶ୍ୟ ଗୋଟିଏ ସ୍ୱପ୍ନ, ଯେଉଁ ସ୍ୱପ୍ନ ଦେଖିଥିଲେ ସାତଶହ ବର୍ଷ ପୂର୍ବେ ମହାରାଜ ଲାଙ୍ଗୁଳା ନରସିଂହ ଦେବ । ସାତଶହ ବର୍ଷ ପରେ ତାଙ୍କର ଦାୟାଦମାନେ କେତେଦୂର ସେ ସ୍ୱପ୍ନର ସହଯୋଗୀ ହୋଇ ସେ ସ୍ୱପ୍ନକୁ କେତେ ଶହ ବର୍ଷ ଆଗେଇ ନେଇ ପାରୁଛନ୍ତି ତାହାରି ପ୍ରମାଣ ହେବ ନୂତନ କୋଣାର୍କ
ସାତଶହ ବର୍ଷ ପରେ ତାଙ୍କର ଦାୟାଦମାନେ କେତେଦୂର ସେ ସ୍ୱପ୍ନର ସହଯୋଗୀ ହୋଇ ସେ ସ୍ୱପ୍ନକୁ କେତେ ଶହ ବର୍ଷ ଆଗେଇ ନେଇ ପାରୁଛନ୍ତି
ତାହାରି ପ୍ରମାଣ ହେବ ନୂତନ କୋଣାର୍କ ।


ଓଁ ଭାସ୍କରାୟ ନମଃ
{{c|ଓଁ ଭାସ୍କରାୟ ନମଃ}}
􀂄􀂄􀂄􀂄􀂄 􀂄􀂄􀂄􀂄􀂄 􀂄􀂄􀂄􀂄􀂄