"ପୃଷ୍ଠା:Aama Parala Gajapati.pdf/୮୮" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ →‎ପ୍ରମାଣିତ କରିବେ: ବନାନ ଶୁଦ୍ଧି
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ସେଭଳି ଭାବରେ ତାହାଙ୍କୁ ଅନେକ ବାର ଦେଖିବାପରେ କିଛିଟା ଦରଦୀ ହୋଇ ଉଠିଥିଲେ ଦକ୍ଷିଣ ଭାରତୀୟ ଜଣେ ତୁଙ୍ଗନେତା ରାମସ୍ୱାମୀ ମୁନ୍ଦଲିୟର । ମହାରାଜାଙ୍କ ବସାଘରକୁ ଲାଗି ତାଙ୍କର ବସାଘର । ସେ ମଧ୍ୟ ଥିଲେ ପ୍ରଥମ ଗୋଲଟେବୁଲ ବୈଠକରେ ଜଣେ ପ୍ରତିନିଧି । ମହାରାଜାଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖି ସେ ମୁଗ୍ଧ ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ସେଭଳି ଭାବରେ ତାହାଙ୍କୁ ଅନେକ ବାର ଦେଖିବାପରେ କିଛିଟା ଦରଦୀ ହୋଇ ଉଠିଥିଲେ ଦକ୍ଷିଣ ଭାରତୀୟ ଜଣେ ତୁଙ୍ଗନେତା ରାମସ୍ୱାମୀ ମୁଦଲିୟର । ମହାରାଜାଙ୍କ ବସାଘରକୁ ଲାଗି ତାଙ୍କର ବସାଘର । ସେ ମଧ୍ୟ ଥିଲେ ପ୍ରଥମ ଗୋଲଟେବୁଲ ବୈଠକରେ ଜଣେ ପ୍ରତିନିଧି । ମହାରାଜାଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖି ସେ ମୁଗ୍ଧ ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।


ଦିନେ ବିଳମ୍ବିତ ସଂଧ୍ୟାରେ ସେ ଯାଇଥିଲେ ସେଭଳି ଭାବସମୁଦ୍ରରେ ନିମଗ୍ନ ମହାରାଜାଙ୍କ ନିକଟକୁ । ଦରଦୀ ହୃଦୟରେ କହିଥିଲେ ଅପଣ ଅତ୍ୟଧିକ ମାତ୍ରାରେ ପରିଶ୍ରମ କରୁଛନ୍ତି କାହିଁକି ? ମତେ କହିଲେ ଅନ୍ତତଃ ମୁଁ ଲେଖିବାରେ ଆପଣଙ୍କ ସହାୟକ ହୋଇପାରନ୍ତି । କିନ୍ତୁ ତତକ୍ଷଣାତ୍ ମହାରାଜାଙ୍କ ଉତ୍ତର ଥିଲା "ଆପଣ ସମ୍ଭବତଃ ମୋଠାରୁ ଭଲ ଭାଷାରେ ଲେଖି ପାରିବେ; କିନ୍ତୁ ମୋର ହୃଦୟର ଭାଷା ପାଇ ପାରିବେ କେଉଁଠୁ ?"
ଦିନେ ବିଳମ୍ବିତ ସଂଧ୍ୟାରେ ସେ ଯାଇଥିଲେ ସେଭଳି ଭାବସମୁଦ୍ରରେ ନିମଗ୍ନ ମହାରାଜାଙ୍କ ନିକଟକୁ । ଦରଦୀ ହୃଦୟରେ କହିଥିଲେ ଆପଣ ଅତ୍ୟଧିକ ମାତ୍ରାରେ ପରିଶ୍ରମ କରୁଛନ୍ତି କାହିଁକି ? ମତେ କହିଲେ ଅନ୍ତତଃ ମୁଁ ଲେଖିବାରେ ଆପଣଙ୍କ ସହାୟକ ହୋଇପାରନ୍ତି । କିନ୍ତୁ ତତ୍‌କ୍ଷଣାତ୍ ମହାରାଜାଙ୍କ ଉତ୍ତର ଥିଲା "ଆପଣ ସମ୍ଭବତଃ ମୋଠାରୁ ଭଲ ଭାଷାରେ ଲେଖି ପାରିବେ; କିନ୍ତୁ ମୋର ହୃଦୟର ଭାଷା ପାଇ ପାରିବେ କେଉଁଠୁ ?"
{{Css image crop
{{Css image crop
|Image = Aama_Parala_Gajapati.pdf
|Image = Aama_Parala_Gajapati.pdf