"ପୃଷ୍ଠା:Arkakshetra konark.pdf/୨୬୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Bot: Automated text replacement (-ଅା +ଆ)
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧୦ କ ଧାଡ଼ି: ୧୦ କ ଧାଡ଼ି:
|Description =
|Description =
}}
}}
ଏକଥା କହିବା ଉଚିତ୍‍ ହେବନାହିଁ ଯେ, ଏସବୁ ତଥ୍ୟ ଆଜଐ କୁ ଜଣା ନାହିଁ । ଏ ସଂସ୍ଥାରେ ମଧ୍ୟ ବହୁ ପଣ୍ଡିତ ବ୍ୟକ୍ତିଙ୍କର ସମାବେଶ ଘଟିଛି
ଏକଥା କହିବା ଉଚିତ୍‍ ହେବନାହିଁ ଯେ, ଏସବୁ ତଥ୍ୟ ASI କୁ ଜଣା ନାହିଁ । ଏ ସଂସ୍ଥାରେ ମଧ୍ୟ ବହୁ ପଣ୍ଡିତ ବ୍ୟକ୍ତିଙ୍କର ସମାବେଶ ଘଟିଛି କିନ୍ତୁ ପ୍ରଶ୍ନ ପାଣ୍ଡିତ୍ୟ ଅଥବା ଜ୍ଞାନର ନୁହେଁ । ଆଜି ଯେ କେହି କହିବ ASI କୌଣସି ସାହସିକ ପଦକ୍ଷେପ ନେବାକୁ ଚାହୁଁ ନାହିଁ, ଭାରତ ସରକାର ପଚାଶ ବର୍ଷ ପୂର୍ବେ ଯେପରି ଆଗ୍ରହ ଦେଖାଇ ଥିଲେ ତାହା ଭୁଲି ଗଲେଣି ଏବଂ ଓଡ଼ିଶା ସରକାର ଏହାକୁ କେନ୍ଦ୍ର ଓ ପ୍ରଦେଶର ଅନ୍ୟ ଗୋଟିଏ
କିନ୍ତୁ ପ୍ରଶ୍ନ ପାଣ୍ଡିତ୍ୟ ଅଥବା ଜ୍ଞାନର ନୁହେଁ । ଆଜି ଯେ କେହି କହିବ ଆଜଐ କୌଣସି ସାହସିକ ପଦକ୍ଷେପ ନେବାକୁ ଚାହୁଁ ନାହିଁ, ଭାରତ ସରକାର
ପଚାଶ ବର୍ଷ ପୂର୍ବେ ଯେପରି ଆଗ୍ରହ ଦେଖାଇ ଥିଲେ ତାହା ଭୁଲି ଗଲେଣି ଏବଂ ଓଡ଼ିଶା ସରକାର ଏହାକୁ କେନ୍ଦ୍ର ଓ ପ୍ରଦେଶର ଅନ୍ୟ ଗୋଟିଏ
ବିବାଦ ରୂପେ ଦେଖୁଛନ୍ତି ।
ବିବାଦ ରୂପେ ଦେଖୁଛନ୍ତି ।


କେତେକ ଆଇନ୍‍ଜୀବୀ ବିଷୟଟି ଉଚ୍ଚତମ ନ୍ୟାୟାଳୟକୁ ନେଇଗଲେ, କିନ୍ତୁ ଦୁଃଖର ବିଷୟ ମୂଳ ସମସ୍ୟାଟି ଉତÿାପନ ନକରି ଜଳନିଷ୍କାସନ
କେତେକ ଆଇନ୍‍ଜୀବୀ ବିଷୟଟି ଉଚ୍ଚତମ ନ୍ୟାୟାଳୟକୁ ନେଇଗଲେ, କିନ୍ତୁ ଦୁଃଖର ବିଷୟ ମୂଳ ସମସ୍ୟାଟି ଉତ୍ଥାପନ ନକରି ଜଳନିଷ୍କାସନ ଭଳି ଗୋଟିଏ ଆପାତ ଗୌଣ ସମସ୍ୟା ନେଇ ଘାଣ୍ଟିବାକୁ ଲାଗିଲେ । ବର୍ଷାକାଳ ସରିଗଲା, ଭୂମି ଶୁଷ୍କ ହେଲା, ମୂଳ ସମସ୍ୟା ସମସ୍ତେ ଭୁଲିଗଲେ ।
ଭଳି ଗୋଟିଏ ଆପାତ ଗୌଣ ସମସ୍ୟା ନେଇ ଘାଣ୍ଟିବାକୁ ଲାଗିଲେ । ବର୍ଷାକାଳ ସରିଗଲା, ଭୂମି ଶୁଷ୍କ ହେଲା, ମୂଳ ସମସ୍ୟା ସମସ୍ତେ ଭୁଲିଗଲେ ।


ମିଞ୍ଜି ମିଞ୍ଜି ଦୀପ ଜଳିଲା ଭଳି, "କୋଣାର୍କ ସୁରକ୍ଷା ସମିତି' ନାମକ ଗୋଟିଏ ସଂସ୍ଥା ମଝିରେ ମଝିରେ କିଛି ହଟ୍ଟଗୋଳ କରୁଛି, କିନ୍ତୁ ସଂସ୍ଥାଟି
ମିଞ୍ଜି ମିଞ୍ଜି ଦୀପ ଜଳିଲା ଭଳି, 'କୋଣାର୍କ ସୁରକ୍ଷା ସମିତି' ନାମକ ଗୋଟିଏ ସଂସ୍ଥା ମଝିରେ ମଝିରେ କିଛି ହଟ୍ଟଗୋଳ କରୁଛି, କିନ୍ତୁ ସଂସ୍ଥାଟି ପଛରେ ସମଗ୍ର ଦେଶ ତ ଦୂରର କଥା ସମଗ୍ର ଓଡ଼ିଶାର ମଧ୍ୟ ସକ୍ରିୟ ସମର୍ଥନ ନାହିଁ; ବୁଦ୍ଧିଜୀବୀମାନେ ମଝିରେ ମଝିରେ ଉଚ୍ଚକୋଟୀର ଗୋଟିଏ ଗୋଟିଏ ସନ୍ଦର୍ଭ ଲେଖି ନୀରବ ରହୁଛନ୍ତି । ଆଜି ପ୍ରୟୋଜନ ମଜବୁତ୍‍ ଜନ ଆନ୍ଦୋଳନର । ତଥାପି କେତେକ ବିଶ୍ୱ ଐତିହ୍ୟପ୍ରେମୀ ସ୍ୱପ୍ନ ଦେଖୁଛନ୍ତି ।
ପଛରେ ସମଗ୍ର ଦେଶ ତ ଦୂରର କଥା ସମଗ୍ର ଓଡ଼ିଶାର ମଧ୍ୟ ସକ୍ରିୟ ସମର୍ଥ ନାହିଁ; ବୁଦ୍ଧିଜୀବୀମାନେ ମଝିରେ ମଝିରେ ଉଚ୍ଚକୋଟୀର ଗୋଟିଏ
ଗୋଟିଏ ସନ୍ଦର୍ଭ ଲେଖି ନୀରବ ରହୁଛନ୍ତି । ଆଜି ପ୍ରୟୋଜନ ମଜବୁତ୍‍ ଜନ ଆନ୍ଦୋଳନର । ତଥାପି କେତେକ ବିଶ୍ୱ ଐତିହ୍ୟପ୍ରେମୀ ସ୍ୱପ୍ନ ଦେଖୁଛନ୍ତି ।


ଗବେଷିକା Dr. Alice Boner, "New Light on the Sun Temple of Konarka" ଗ୍ରନ୍ଥର ଭୂମିକାରେ କ‌ହିଛନ୍ତି :
ଗବେଷିକା Dr. Alice Boner, "New Light on the Sun Temple of Konarka" ଗ୍ରନ୍ଥର ଭୂମିକାରେ କ‌ହିଛନ୍ତି :


"Yet one task of the utmost importance remains for the present generation - an urgent duty towards the great tragedy-stricken temple : the rescue of all the precious pieces of sculptured- stone that now lie strewn in the jungle, where they were mercilessly thrown during the first restoration early in this century. These must at all cost be salvaged as soon as possible to await the happy moment when they may be reintegrated in their proper places on the monuments. The Archaeological Survey of India has made a laudable beginning by building a Museum and collecting under its roof a good number of loose sculptures. But these, being mostly figure-sculptures, cannot be returned to their proper places in the buildings, unless the architectural pieces as at which they belong are first reintegrated.
"Yet one task of the utmost importance remains for the present generation - an urgent duty
towards the great tragedy-stricken temple : the rescue of all the precious pieces of sculptured- stone
that now lie strewn in the jungle, where they were mercilessly thrown during the first restoration early
in this century. These must at all cost be salvaged as soon as possible to await the happy moment when
they may be reintegrated in their proper places on the monuments. The Archaeological Survey of India
has made a laudable beginning by building a Museum and collecting under its roof a good numbber of
loose sculptures. But these, being mostly figure-sculptures, cannot be returned to their proper places in
the buildings, unless the architectural pieces as at which they belong are first reintegrated.


Such a restoration would be perfectly possible today, at least as far as Mukhasala is concerned. Hundreds of beautifully moulded and carved pieces still existent could, in our opinion, be inserted in to the blank ashlar walls now disfiguring the monument, in to the places where they belong. Thus the original appearance of the monument could to a great extent be restored. It would also be possible, in the opinion of traditional sthapatis in Orissa, to empty the Mukhasala of its stone and rubble-filling, whose pressure now constitutes a serious threat to the outer walls. For this purpose one of the portals should be opened and vertical trenches cut through the thick wall lining in the interior, leaving only parts of it as supporting props for the roof. The Mukhasala and also the Garbhagruha would then become accessible in the normal way. The front portal could even be restored to approximately its original appearance with the Navagraha stone over it and with the arch, of which large pieces are lying in the compound and more might be found, once the jungle were properly combed.
Such a restoration would be perfectly possible today, at least as far as Mukhasala is concerned.
Hundreds of beautifully moulded and carved pieces still existent could, in our opinion, be inserted in to
the blank ashlar walls now disfiguring the monument, in to the places where they belong. Thus the
original appearance of the monument could to a great extent be restored. It would also be possible, in
the opinion of traditional sthapatis in Orissa, to empty the Mukhasala of its stone and rubble-filling,
whose pressure now constitutes a serious threat to the outer walls. For this purpose one of the portals
should be opened and vertical trenches cut through the thick wall lining in the interior, leaving only
parts of it as supporting props for the roof. The Mukhasala and also the Garbhagruha would then
become accessible in the normal way. The front portal could even be restored to approximately its
original appearance with the Navagraha stone over it and with the arch, of which large pieces are lying
in the compound and more might be found, once the jungle were properly combed.