"ପୃଷ୍ଠା:Galpa swalpa.djvu/୬୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ପଡ଼ାଏ, ମାସ ନ ପୁରୁଣୁ ଦୁଲ ଅଣା ପଇସା ଗଣ । ଫେର କଣ ନା, ଆଜି ପଣକିଆ ଲେଖିବ, ପୂଜା ଲୋଡ଼ା-ସେରେ ଚାଉଳ ଗୁଆଟିଏ । ଦିନ ପନ୍ଦରଟା ଯାଇ ନାହିଁ ତ, ଓଡ଼ାଙ୍କ ଲେଖିବ, ଫେର୍ ପୂଜା ! ନା ନା, ତା ହେବ ନାହଁ ।" ଦୁଇ ଚାରି ଦିନ ବାଦେ ମାଈଁ ଦିନେ ମାମୁଙ୍କୁ ଡାକି କହିଲେ, “ଦେଖ ତ, ଭେଣ୍ଡିଆଟା ଦିନକୁ ତିନି ବେଳ ଠୁଙ୍କିବ, ତୁଚ୍ଛାଟାରେ ଗାଁରେ ବୁଲିବ କ୍ୟାଁ ? ଗାଈରଖା ଟୋକାଟାକୁ ବାହାର କରି ଦିଅ, ବୀରିଆ ଗାଈ ଜଗୁ !" ମାମୁ ଟିକିଏ ମୋଡ଼ ମୋଡ ହେଉ‌ଥିଲେ, ଡରରେ ପାଟି ଫିଟାଇ ପାରିଲେ ନାହିଁ । ବୀରେଇକୁ ଡାକି କଅଁଳେଇ କଅଁଳେଇ କ‌ହିଲେ, "ଆରେ ବାପ ବୀରେଇ ! ଏହି ଯେ ଗୋରୁପାଲ ଦେଖୁଛୁ ଏଗୁଡ଼ିକ ସବୁ ତୋର । ପର ଲୋକ ଉଲ ଚରାଉ ନାହାନ୍ତି, ଗାଈ ବଳଦଗୁଡ଼ାକ ହଡ଼ା ହୋଇ ଗଲେଣି । ପର ଲୋକର କଣ ମାୟା ଥାଏ ? ତୁ ଯା, ଥଣ୍ତେ ଥଣ୍ଡେ ଗଛ ମୂଳରେ ବସି ଗୋରୁ ଦିଟା ଦେଖିବୁ । କିଛି ମେହେନତ ନାହିଁ, ଖାଲି ଅଡ଼ାଇ ଘେନିଯିବୁ,ସଞ୍ଜବେଳେ ଆଣି ଗୁହାଳରେ ପୂରାଇଦେବୁ । ବୀରେଇ ପାଞ୍ଚଣ ଖଣ୍ଡେ ଧରି ଗୋରୁ ଚରାଇ ବାହାରିଲା । ଗାଁ ଲୋକେ କିଛି କହିଲେ, ମାମୁ ଜବାବ ଦିଅନ୍ତି, “ଆଚ୍ଛା ଛେଉଣ୍ଡର ଲାଞ୍ଜ ଦିଖଣ୍ଡ ପର ହାତରେ ପଡ଼ି ବୁଡ଼ିବାକୁ ବସିଲା, ତା ନିଜ ମାଲ ନିଜେ ଦେଖୁ ।" ସତକୁ ସତ ଗୋରୁପଲଟା ଏକା ବୀରେଇର । ତାହା ବାପ ମରିବାବେଳେ ମାଈ ଅଣ୍ଡିରା– ଛଡ଼ା-ଦାମୁଡ଼ି ଦୁଇ ବୋଡି ଭଳି ଗୋରୁ ମାମୁ ଗାଁ ମଝି ଗୋହିରିରେ ଅଡ଼ାଇ ଆଣୁଥିବା ଗାଁ ଲୋକ ସମସ୍ତେ ଦେଖିଛନ୍ତି ।
ପଢ଼ାଏ, ମାସ ନ ପୁରୁଣୁ ଦୁଲ ଅଣା ପଇସା ଗଣ । ଫେର କଣ ନା, ଆଜି ପଣକିଆ ଲେଖିବ, ପୂଜା ଲୋଡ଼ା-ସେରେ ଚାଉଳ ଗୁଆଟିଏ । ଦିନ ପନ୍ଦରଟା ଯାଇ ନାହିଁ ତ, ଓଡ଼ାଙ୍କ ଲେଖିବ, ଫେର୍ ପୂଜା ! ନା ନା, ତା ହେବ ନାହଁ ।" ଦୁଇ ଚାରି ଦିନ ବାଦେ ମାଈଁ ଦିନେ ମାମୁଙ୍କୁ ଡାକି କହିଲେ, “ଦେଖ ତ, ଭେଣ୍ଡିଆଟା ଦିନକୁ ତିନି ବେଳ ଠୁଙ୍କିବ, ତୁଚ୍ଛାଟାରେ ଗାଁରେ ବୁଲିବ କ୍ୟାଁ ? ଗାଈରଖା ଟୋକାଟାକୁ ବାହାର କରି ଦିଅ, ବୀରିଆ ଗାଈ ଜଗୁ !" ମାମୁ ଟିକିଏ ମୋଡ଼ ମୋଡ ହେଉ‌ଥିଲେ, ଡରରେ ପାଟି ଫିଟାଇ ପାରିଲେ ନାହିଁ । ବୀରେଇକୁ ଡାକି କଅଁଳେଇ କଅଁଳେଇ କ‌ହିଲେ, "ଆରେ ବାପ ବୀରେଇ ! ଏହି ଯେ ଗୋରୁପାଲ ଦେଖୁଛୁ ଏଗୁଡ଼ିକ ସବୁ ତୋର । ପର ଲୋକ ଉଲ ଚରାଉ ନାହାନ୍ତି, ଗାଈ ବଳଦଗୁଡ଼ାକ ହଡ଼ା ହୋଇ ଗଲେଣି । ପର ଲୋକର କଣ ମାୟା ଥାଏ ? ତୁ ଯା, ଥଣ୍ତେ ଥଣ୍ଡେ ଗଛ ମୂଳରେ ବସି ଗୋରୁ ଦିଟା ଦେଖିବୁ । କିଛି ମେହେନତ ନାହିଁ, ଖାଲି ଅଡ଼ାଇ ଘେନିଯିବୁ,ସଞ୍ଜବେଳେ ଆଣି ଗୁହାଳରେ ପୂରାଇଦେବୁ । ବୀରେଇ ପାଞ୍ଚଣ ଖଣ୍ଡେ ଧରି ଗୋରୁ ଚରାଇ ବାହାରିଲା । ଗାଁ ଲୋକେ କିଛି କହିଲେ, ମାମୁ ଜବାବ ଦିଅନ୍ତି, “ଆଚ୍ଛା ଛେଉଣ୍ଡର ଲାଞ୍ଜ ଦିଖଣ୍ଡ ପର ହାତରେ ପଡ଼ି ବୁଡ଼ିବାକୁ ବସିଲା, ତା ନିଜ ମାଲ ନିଜେ ଦେଖୁ ।" ସତକୁ ସତ ଗୋରୁପଲଟା ଏକା ବୀରେଇର । ତାହା ବାପ ମରିବାବେଳେ ମାଈ ଅଣ୍ଡିରା– ଛଡ଼ା-ଦାମୁଡ଼ି ଦୁଇ ବୋଡି ଭଳି ଗୋରୁ ମାମୁ ଗାଁ ମଝି ଗୋହିରିରେ ଅଡ଼ାଇ ଆଣୁଥିବା ଗାଁ ଲୋକ ସମସ୍ତେ ଦେଖିଛନ୍ତି ।
ଆହୁରି ବି ଆଠ ନ ବର୍ଷ ଗଲାଣି, ବୀରେଇର ଉଛୁଣିକା ଅଠର ବର୍ଷ ବୟସ । ପିଲାଟା ନା ଆଉ ଜଣ ? ହେଲେ କାମ ପାଇଟି କି ବଡ଼ ପାରିଲା । ମାମୁର ବାଟି ସଂଖ୍ୟା ଚାଷ, ଯୋଡ଼ାଏ ବାରମାସିଆଙ୍କୁ ଧରି ସବୁ ସମ୍ଭାଳିଛି । ଏବେ ମାମୁ ଚାଷକାର୍ଯ୍ୟଟା ତୁଚ୍ଛା ଉପରେ ଉପରେ ଦେଖନ୍ତି । ବୀରେଇ ଦେଖିବାକୁ ଯେମନ୍ତ ଡ଼ୌଲ, କଥାଗୁଡ଼ିକ ବି ଖୁବ୍ ମଧୁର । ଦେହରେ ବାଘ ପରି ବଳ । ଦିନେ ପାଣ୍ଡେଇ ପାତ୍ର ସାନ ଝିଅ କମଳୀକୁ ଗୋଟାଏ ମାରଣା ବଳଦ ବିନ୍ଧିବାକୁ ଗୋଡ଼ାଇଥିଲା-ବୀରେଇ ବଳଦର ଲାଞ୍ଜ ଧରି ଭିଡ଼ି ରଖିଲା । ଗାଁର କି ପୁରୁଷ କି ସ୍ତ୍ରୀ ସମସ୍ତେ ବୀରେଇକୁ ଭଲ ପାଆନ୍ତି, ଖୁବ୍ ପ୍ରଶଂସା କରନ୍ତି । ହେଲେ ସେ ପ୍ରଶଂସାଟା ମାଈଁ ଶୁଣିଲେ ଖପା ହୋଇଯାନ୍ତି, ଲୋକଙ୍କ ସାଙ୍ଗରେ କଳି କରନ୍ତି ।


ଚଣ୍ଡୀ ସଞ୍ଜ ସକାଳ ଘରେ ପଶେ ନାହିଁ, ପାଞ୍ଚ ସାତଟା ବୁଲା ଟୋକା ସାଙ୍ଗରେ ଦିନ ରାତି ବୁଲୁଥାଏ । ସେମାନଙ୍କ କାମ ଗଛଚଢ଼ା, ବାଗୁଡ଼ିଖେଳ, ଚୌପଟ ଖେଳ, ଗଞ୍ଜେଇ ଭିଡ଼ା ! ହାଲକୁ ଗୋଟାଏ ମଦତ ଖଟି ଜାରି କଲାଣିଅଳି କରି କାନ୍ଦି ଡରାଇ ହରାଇ ମା ପାଖରୁ ଟଙ୍କା ପଇସା ନିଏ, ଆପଣା ଗୋଠରୁ କୋଡ଼ିଏ ପଚିଶ ଟଙ୍କାର ଦାମୁଡ଼ି ଗୁଡ଼ାକ ଗୁଆଲା‌ଙ୍କୁ ଦୁଇ ଚାରି ଟଙ୍କାରେ ବିକି ଦିଏଚାକିରିଆମାନଙ୍କ ସଲାରେ ଆପଣା ଘର ମରେଇରୁ ଧାନ ଚୋରି କରି ବିକିଦିଏ । ମା ଜାଣି ପାରି ବି ପୁଅ ଦୋଷ ଲୁଚାଏ ମା ଡରରେ ବାପ କିଛି ବହତାରେ ନାହଁ ! ମୀ ଅଙ୍ଗେ ଲ ଗ୍ଧ ତର୍ବ କରି ଖଣ୍ଡକୁ କଛି କଛୁ ଶଙ୍କା ପଇସା ଦେଉଥ‌ିଲେ । ଏକେ ହାତ ଖଈ ! ଋଣ୍ଡୀ ୫ଙ୍କା ପଇସୀ ନ ସ୍ଥାଇ ମାଙ୍କୁ କେନ୍ଦ୍ଟଥିର ମଡ଼ା ଦେର୍ଲାଣି I ହେଲେ ମ ମଡ଼ ଖଇ ଢୁନ ହୋଇ ରହେ, ବାପ ଅରରେ କଛି କହେ ନାହଁ ।
ర్మి థి లిరి Q ఇళ Qధఠి, ఇGQQQ ଉଝୁଶିଳୀ ଅଠର ବର୍ଷ ବୃଦ୍ମୟ । ଫିଲ୍ଯs) ନା ଆଉ ଜଣ ? ଚନ୍ଦଲେ କାମ ପାଇ କା ବନ୍ତ ଡାଈଳ୍ପ ! ମୀମୁର ବାନ୍ଧି ସଂଖ୍ୟା ସ୍ତୂପ, ମେଫ୍ଟ(ଏ ବାଉମାମ୍ବିଥଙ୍କୁ ଧଈ ମଲ୍ଲି ઇન્દ્રિ , ૬:૦ છાત્ર વૃદ્ધ નાઈજે જૂના ઊદ26 ଉପରେ ଦେଖନ୍ତ । ବରେଇ ଦେଖିବାକୁ ଯେମନ୍ତ ଜୈଲ, କଥାଗୁଡ଼ଳ ବ ଖୁବ୍ ମଧୁର । ଦେହରେ ବାସ୍ତ୍ର ପଈ ବଳ । ଦନେ ପାଚଣ୍ଡଇ ପାସ ସାନ ଝିଅ କମଳକୁ ରେ୫ ଏ ମାରଣା ବଳଦ ବନବକୁ ଗୋଡ଼{ଇଥ୍ଲ-- ଝରେଇ ବଳଦର ଲାଞ୍ଜ ଧଈ ଊର୍ଡ଼ ରଖିଳ୍ପ । ଗାଁ ର କ ધષ્ટ જ ધી ઇન્દ્રિ ૧૬૦૨૬ જ દાવાદ, બુર 9ణో?! ఇఇ1ణ: ఇచ్లోaళia: క్జ: ଖତ୍ତ ହୋଇସଣ୍ଡ, ଲେଳଙ୍କ ସଙ୍ଗରେ କଳ କରନ୍ତ । ఇక్టోQ ఇథోa ధ్వని 91 ఇది ఇద్ధి గ్రి
ଚଣ୍ଡୀ ସଞ୍ଜ ସକାଳ ଘରେ ପଶେ ନାହିଁ, ପଞ୍ଚ ସାତଖ ବୁଲ ଖୋଳା ଙ୍କରେ ଦନ ବୃତ୍ତ କୁଲ ଥାଏ । ସେମାନଙ୍କ ଜାମ ଗଛଟଡ଼, କଣ୍ଟୁଡ଼ିଖେଳ, ଚୈତ୫ ଖେଳ, ଗଞ୍ଜାଇ ଭଡ଼ା ! ହାଲକୁ ଗୋ୫{ଏ ମଦତ ଖନ୍ଧି ଜାଈ ଜଳଣିଅଳ୍ପ କର କନ୍ଦ ଡରଇ ହବଇ ପାଖରୁ ୫ଙ୍କା ପଇସ ନିଏ, ଆପଣ : ଗୋଠରୁ କୋଡ଼ ଏ ପଞ୍ଚେଶ ୫ଙ୍କାର ଦମ୍ପୁଡ଼ ଗୁଡ଼ାକ ଗୁଅଲ୍‌ଙ୍କୁ ଦୁଇ ଘୂର ୫ଙ୍କାରେ ବୃକ ଦ ଏଘୃଦ୍ଧଶଆମନଙ୍କ ସଲରେ ଅକ୍ଷଣା ଦର ମରେଇ,ରୁ ଧନ ଟେସ୍ଟର୍ କର କଜଦଏ । ମା ଜାଣି ପାଶ ପୁଅ ଦୋଷ ଜ୍ଞ ପ୍ଟଏ ! ମ ଡରରେ ବାପ କନ୍ଧୁ ବହତାରେ ନାହଁ ! ମୀ ଅଙ୍ଗେ ଲ ଗ୍ଧ ତର୍ବ କରି ଖଣ୍ଡକୁ କଛି କଛୁ ଶଙ୍କା ପଇସା ଦେଉଥ‌ିଲେ । ଏକେ ହାତ ଖଈ ! ଋଣ୍ଡୀ ୫ଙ୍କା ପଇସୀ ନ ସ୍ଥାଇ ମାଙ୍କୁ କେନ୍ଦ୍ଟଥିର ମଡ଼ା ଦେର୍ଲାଣି I ହେଲେ ମ ମଡ଼ ଖଇ ଢୁନ ହୋଇ ରହେ, ବାପ ଅରରେ କଛି କହେ ନାହଁ ।
ଗାଁ । ଲେକ ପାଞ୍ଚ ଜଣ ଝରେଇକୁ କଲେ, ‘ଆରେ ଝରେଇ ! ତୁ କଣ ମମ୍ଭ ଘରେ ସକୃଦନ ମେ୫ ସ୍ଫଟରେ ରହସ୍ୟକୁ, ଅପଣର ସଂସର ଳନ୍ଧକୁ ନାହଁ ?’ ଜଥାଗୁଡ଼ାକ ଝରେଇ ମନକୁ ଭଲ ୱାଇଣ୍ଟ : ବସ ଏବକ : ( ! aqat ఇ సౌష ଖିଥାଘିଅ ସନ୍ତୁ କଥାରେ ପୃଓ ଟ୍ୟୁମରେଇ ମାମ୍ଳ ନାଶ କର
ଗାଁ । ଲେକ ପାଞ୍ଚ ଜଣ ଝରେଇକୁ କଲେ, ‘ଆରେ ଝରେଇ ! ତୁ କଣ ମମ୍ଭ ଘରେ ସକୃଦନ ମେ୫ ସ୍ଫଟରେ ରହସ୍ୟକୁ, ଅପଣର ସଂସର ଳନ୍ଧକୁ ନାହଁ ?’ ଜଥାଗୁଡ଼ାକ ଝରେଇ ମନକୁ ଭଲ ୱାଇଣ୍ଟ : ବସ ଏବକ : ( ! aqat ఇ సౌష ଖିଥାଘିଅ ସନ୍ତୁ କଥାରେ ପୃଓ ଟ୍ୟୁମରେଇ ମାମ୍ଳ ନାଶ କର