"ପୃଷ୍ଠା:Typical selections from Oriya literature.pdf/୪୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
 
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
<section begin="KantaKoiliEnd"/>{{c|<poem>କୋଇଲି! ଫୁଟି ଡାକୁଥିବେ ବେନିଭାଇ ।
<section begin="KantaKoiliEnd"/>{{c|<poem>କୋଇଲି! ଫୁଟି ଡାକୁଥିବେ ବେନିଭାଇ ।
ଫୁଟିଛୁଁ ତୃଷ୍ଣାରେ ଜଳ ଦିଅ ବଇଦେହି । (ଲୋ କୋଇଲି)</poem>}}
ଫୁଟିଛୁଁ ତୃଷାରେ ଜଳ ଦିଅ ବଇଦେହି । (ଲୋ କୋଇଲି)
କୋଇଲି ! ବୋଲ ଯେବେ ନ ଶୁଣିବେ ମୋର ।
ବୋଲିବେ କେ ଘେନିଗଲା ସୀତାକୁ ଆମ୍ଭର । (ଲୋ କୋଇଲି)
କୋଇଲି ! ଭାଇ ବେନି ବନେ ବୁଲୁଥିବେ ।
ଭଲ‌ଲୋକ ଦେଖିଲେ ବାରତା ପଚାରିବେ । (ଲୋ କୋଇଲି)
କୋଇଲି ! ମଢ଼ିଆ-ଦୁଆରେ ବେନିଭାଇ ।
ମୋତେ ଡ଼ାକୁଥିବେ କାନ୍ତ ମୃଗଭାର ଥୋଇ । (ଲୋ କୋଇଲି)
କୋଇଲି ! ଜୀବ ଯିବାପ୍ରାୟ ହେଉଥିବେ ।
ଯାମକ ଯେ ଲକ୍ଷ‌ଯୁଗ ପରାୟ ମଣିବେ । (ଲୋ କୋଇଲି)
କୋଇଲି! ରାଉଥିବେ ମୋର ନାମ ଧରି ।
ରାତ୍ର ଦିବା ନୟନରୁ ବ‌ହୁଥିବ ବାରି । (ଲୋ କୋଇଲି)
କୋଇଲି ! ଲଙ୍କାର ରାବଣ ଆଣିବାର ।
ଲକ୍ଷ୍ମଣ ସ‌ହିତେ କାନ୍ତେ ନୋହିଲା ଗୋଚର । (ଲୋ କୋଇଲି)
କୋଇଲି ! ଶତ୍ରୁ ରାବଣକୁ ବିନାଶିବେ ।
ଶାଢ଼ୀ ବାନ୍ଧି ବିଭୀଷଣେ ରାଜା କରାଇବେ । (ଲୋ କୋଇଲି)
କୋଇଲି ! ଶ୍ରୀରାମ ଲକ୍ଷ୍ମଣ ବେନି ଭାଇ ।
ଶିଷ୍ଟ ପାଳି ଦୁଷ୍ଟ ନାଶି ଉଶ୍ୱାସନ୍ତି ମ‌ହୀ । (ଲୋ କୋଇଲି)
କୋଇଲି ! ଶୁଭେ ହୋଇ ଲଙ୍କାରେ ପ୍ରବେଶ ।
ସଙ୍ଗେ ନେଇ ମୋତେ ଚଳିଯିବେ ନିଜ ଦେଶ । (ଲୋ କୋଇଲି)
କୋଇଲି ! ହେବେ ମୋତେ ଘେନି ଅଭିଷେକ ।
ହରଷେ ଖଟିବେ ତାଙ୍କୁ ପାତ୍ର ମନ୍ତ୍ରୀ ଲୋକ । (ଲୋ କୋଇଲି)
କୋଇଲି ! କ୍ଷମେ ରାମ ଅଯୋଧ୍ୟା ପ୍ରବେଶ ।
କ୍ଷକ୍ଷନ୍ଦ୍ରେ ଭଣିଲେ ଗୀତେ ବଳରାମ ଦାସ । (ଲୋ କୋଇଲି)</poem>}}
<section end="KantaKoiliEnd"/>
<section end="KantaKoiliEnd"/>
<section begin="JnanodayaKoili"/>{{c|{{Xx-larger block|ଜ୍ଞାନ-ଉଦୟ କୋଇଲି}}
<section begin="JnanodayaKoili"/>{{c|{{Xx-larger block|ଜ୍ଞାନ-ଉଦୟ କୋଇଲି}}