"ପୃଷ୍ଠା:Kathalahari (RN Das, 1927) opt.pdf/୪୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
No edit summary
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|୩୪|ଉତ୍କଳ କାହାଣୀ ସଂଗ୍ରହ ।|}}
{{rh|୩୪|ଉତ୍କଳ କାହାଣୀ ସଂଗ୍ରହ ।|}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଗଛରେ ବାନ୍ଧିଦେଇ ଚାଲିଗଲେ । ଏହିପରି ବାଟରେ ଯୋଉଠି ଗଛ
ଉତ୍କଳ କହାଣୀ ସଂଗ୍ରଡ଼ । ଗଛରେ ବାନ୍ଧି ଦେଇ ଗୃଇଗଲେ । ଏହିପର ୨୫ରେ ଯୋଉଠି ଗଛ ଦେଖ) ସେପର କୁ ଅନ୍ତ, ନେଉ ଳକୁ ଖୋଜନ୍ତେ ! ନେଉଳ ଯାଏ, ଫେର, କେଜଳ ସେହପର ଭଲ ଳକୁ ଗଛରେ ଜୀ କୁ ବାଦ୍ଧ ଦକ୍ତ,୧୪।ଏହିପର ଯାଇ ଅରଦେଶ ରଜାର୍ଗ ରେ ପହଞ୍ଚିଲେ । ରଜାଘରେ ଏ ଛ ଘୂରକ ର ଲେ, , ନେଉଳ ୫ କୋ୫ଏ ଘଣ୍ଡି ବାହ୍ମଣ ଘରେ ରହଲ ! ଋଣ୍ଡୀ ବ୍ରାହ୍ମଣର କେହି ନ ଥା ଶ୍ର, ଖାଈ ଦଇ ବର ପୃଆଏ ଏ ! ନେଉଳ କହଲ ମାଉସି, ମୁଁ ଢେ ଘରେ କଣ ର ତ ? ଋଣ୍ଡି ବହ୍ମଣ କ ଲ କୁ ଏ କଣ
ଦେଖନ୍ତି ସେହିପରି ହୁଅନ୍ତି, ନେଉଳକୁ ଖୋଜନ୍ତି । ନେଉଳ ଯାଏ,
କର କରେ ? ନେଉଳ କଲ, ମୁଁ ଭୋର ରୁ କମ କରିବ, ଭୁ ମକେ ରଖ । ଘଣ୍ଡ। ବ୍ରାହ୍ମଣ କଲ ଉ ଢେବେ ଭବ ! ନେଉଳ ରହଳ, ବୁ କାମ କରୁଥାଏ, ସେ ପୁଅକୁ ସେ ଢବେକେ ଗେଇ ନ ଏ, ଏ ଜେତେବେଳେ କଣ କରେ ପୁଅ ଟା କି କାମୁଡ଼ି ଏ ସେ ପୁଅ କାଢେ । କାଳେ ଯୋଉଠି, ନେଉ ଘେଇ କହେ କାକ କାନ୍ଦୁରୁ ? ପୁ ଥ କବେ ଭୁ ମSରେ କାଉf । ବେଜଲସ୍କାଇ କହେ ମୁଁ ଭଢେ ଅଉ କା ନାହିଁ , ଭୁ କହ ମତେ , ତୋ ମ) କେଉଁଠି
ଫେର ନେଉଳ ସେହିପରି କଲାବେଳକୁ ଗଛରେ ତାକୁ ବାନ୍ଧି
ଙ୍କା ରଖିତ । ୟୁଥ କଲ ରଙ୍ଗମୁଣ୍ଡ ଯୋଭିଚି । ନେ ଉଳଘୁଇ କଣ କରେ ଗଜରେ ତାକୁ ଖୋଲେ, ସେ ୪ ଙ୍କ ଭଳି ଏ । ଘଣ୍ଡ ବ୍ରାହ୍ମଣର ରେ !୫ ଏ ବୁଢ଼ି ମେଣ୍ଟା ଆଏ ଯେ ଗୀକୁ ଗିଳାଉ ଥାଏ, ଜାଳେ ହରି ପକେଇବ ବୋଲି ଗାଣ୍ଡି ରେ ଖଣେ ଶୋଲ ମାଈ
ଦିଅନ୍ତି,ଯାଅନ୍ତି । ଏହିପର ଯାଇ ୨ ଆରଦେଶ ରଜାଗାଁରେ ପ‌ହଞ୍ଚିଲେ ।
ଦେଇଥା! ଏ । ସେପଈ ସବୁଦନ କରେ । ଘଣ୍ଡୀ ବ୍ରାର ଯେଭେ ୫ଙ୍କୁ । ଝଲ, ସବୁ ପୁଅକୁ ପQ ଖୋଚ୍ଚ ସେ ମେଣ୍ଡାକୁ ଗିଳାଇ ଥାଏ । ଯେଉଁ ଦଳ (ସ ଛ ଘୁଇ ରକୁ < |ହାଭଳେ, ଏ କଲ, ମଉସି । ମୁଁ ଯ ଉଚ ଘଣ୍ଡୁ, ଗଣୀ ବ୍ରାହ୍ମଣ ହଲ, ତୁ ଏତେଦନ ଥଲ, ମୋ ଘରେ, କଣ ' ନବୁ କହ । ନେଉଳ ଭଲ ହେଲ୍ ମୁଁ
ରଜାଘରେ ଏ ଛ ଭାଇଯାକ ରହିଲେ, ନେଉଳଟି ଗୋଟିଏ ରାଣ୍ତି
ବ୍ରାହ୍ମଣୀ ଘରେ ରହିଲା । ରାଣ୍ତୀ ବ୍ରାହ୍ମଣୀର କେହି ନ ଥାନ୍ତି, ଖାଲି
ଦିଇ ବର୍ଷର ପୁଅଟିଏ ଥାଏ । ନେଉଳ କହିଲା ମାଉସି, ମୁଁ ତୋ
ଘରେ ଚାକରି ରହନ୍ତି ? ରାଣ୍ତୀ ବ୍ରାହ୍ମଣୀ କ‌ହିଲା ତୁ ଗୋଟାଏ କଣ
ଚାକରି କରିବୁ ? ନେଉଳ କ‌ହିଲା, ମୁଁ ତୋର ସବୁ କାମ କରିବି, ତୁ
ମତେ ରଖ । ରାଣ୍ତୀ ବ୍ରାହ୍ମଣୀ କ‌ହିଲା ହଉ ତେବେ ରହ । ନେଉଳ
ରହିଲା, ସବୁ କାମ କରୁଥାଏ, ସେ ପୁଅକୁ ଯେତେବେଳେ ହଗେଇ
ନିଏ, ଏ ତେତେବେଳେ କଣ କରେ ପୁଅ ଗାଣ୍ଡିକି କାମୁଡିଦିଏ ଯେ
ପୁଅ କାନ୍ଦେ । କାନ୍ଦେ ଯୋଉଠୁ ନେଉଳଭାଇ କ‌ହେ କାହିଁକି
କାନ୍ଦୁଚୁ ? ପୁଅ କହେ ତୁ ମତେ କାମୁଡ଼ୁଚୁ । ନେଉଳଭାଇ କହେ
ମୁଁ ତ‌ତେ ଆଉ କାମୁଡ଼ିବି ନାହିଁ, ତୁ କହେ ମତେ, ତୋ ମା କେଉଁଠି
ଟଙ୍କା ରଖିଚି । ପୁଅ କ‌ହିଲା ଚୁଲୀମୁଣ୍ଡେ ପୋତିଚି । ନେଉଳଭାଇ
କଣ କରେ ରାତିରେ ତାକୁ ଖୋଳେ, ସେ ଟଙ୍କାତକ ନିଏ । ରାଣ୍ଡ
ବ୍ରାହ୍ମଣୀର ଗୋଟିଏ ବୁଢ଼ି ମେଣ୍ଢା ଥାଏ ଯେ ତାକୁ ଗିଳାଉଥାଏ,
କାଳେ ହଗି ପକେଇବ ବୋଲି ତାଣ୍ଡିରେ ଖଣ୍ତେ ଶୋଲ ମାରି
ଦେଇଥାଏ । ସେହିପରି ସବୁଦିନେ କରେ । ରାଣ୍ଡୀ ବ୍ରାହ୍ମଣୀର ଯେତେ
ଟଙ୍କା ଥିଲା, ସବୁ ତା ପୁଅକୁ ପଚାରି ଖୋଳି ସେ ମେଣ୍ଢାକୁ ଗିଳାଇ
ଥାଏ । ଯେଉଁଦିନ ସେ ଛ ଭାଇ ଘରକୁ ବାହାରିଲେ, ଏ କ‌ହିଲା,
ମାଉସି । ମୁଁ ଯାଉଚି ଘରକୁ, ରାଣ୍ତୀବ୍ରାହ୍ମଣୀ କ‌ହିଲା, ତୁ ଏତେଦିନ
ଥିଲୁ ମୋ ଘରେ, କଣ ନେବୁ କହ । ନେଉଳ ଭାଇ କହିଲା ମୁଁ